October 24, 2024

Odia Express

Here, There and Everywhere

ଯଦି ଆପଣଙ୍କ ନାଁ L ରୁ ଆରମ୍ଭ ହେଉଥାଏ ତେବେ ପଢିନିଅନ୍ତୁ ଏହି ଜରୁରୀ ଖବର – ଆପଣଙ୍କ ବିଷୟରେ ଏହି ଖାସ କଥା ଜାଣିରଖନ୍ତୁ

କେଉଁ ବ୍ୟକ୍ତିର ନାଁ ତାର ନିଜର ଅଲଗା ପରିଚୟ ହୋଇଥାଏ,  ଏମିତିରେ ନାଁର୍ ପ୍ରଥମ ଅକ୍ଷର ତାର ଉପରେ ପ୍ରଭାବ ପକାଇଥାଏ , ରାଶିର ସହ ଏଥିରେ ବ୍ୟକ୍ତିର ସ୍ୱଭାବ, ପର୍ସନାଲିଟି ସହ ଜୋଡି ହୋଇଥିବା ଜିନିଷ ପତ୍ତା ଲଗାଇପାରିବ , ଏଥିରୁ ମିଳୁଥିବା କମି ଓ ଗୁଣରୁ ଅନ୍ଦାଜା ଲଗାଇ ଯାଇପାରିବ , ତେବେ ଆସନ୍ତୁ ଆଜି ଆମେ କଥା ହେବା ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଲୋକଙ୍କ ବିଷୟରେ ଓ ତାଙ୍କର ବିଶେଷ ଗୁଣ ଓ ସ୍ୱଭାବ ବିଷୟରେ ।ଏହି ଅକ୍ଷର ବାଲି ଝିଅ ବହୁତ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି , ଏମାନେ ନିଜ ଲୁକ୍ ପର୍ସନାଲିଟି ରୁ ଭଲ ଦାୟିତ୍ୱ ନିଅନ୍ତି , କାହାକୁ ବି ଗୋଟେ ଥରରେ ଦିୱାନା କରିଦିଅନ୍ତି , ଏମାନଙ୍କୁ ଦେଖିଲେ ଲୋକ ଇମ୍ପ୍ରେସ୍ ହୋଇଯାଆନ୍ତି , ଏହି ଝିଅ ପ୍ରେମ ବାଣ୍ଟିବା ବାଲି ହୋଇଥାନ୍ତି ,ଏହା ସହ ସମସ୍ତଙ୍କ ସହ ଭଲ ହୋଇକରି ରହିବା ପସନ୍ଦ ହୋଇଥାଏ, ସମସ୍ତଙ୍କ ସହ ଜଲଦି ମିଶିଯିବା ଏମାନଙ୍କ ଗୁଣ ହୋଇଥାଏ,  ନିଜ ଏହି ମିଳାମିଶା ନେଚର୍ ଯୋଗୁଁ ଏମାନଙ୍କ ଦୋସ୍ତି ଲିଷ୍ଟ ବହୁତ ଲମ୍ବା ହୋଇଥାଏ ।

ସ୍ୱଭାବରୁ ଏହି ଝିଅମାନେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି , ଏମାନଙ୍କ ପାଇଁ ପ୍ରେମ ବହୁତ ମାଇନା ରଖେ ଏମାନେ ସବୁ କାମକୁ ହୃଦୟରୁ ନେବା କାରଣରୁ ଭଲରେ ନିଭାଇଥାନ୍ତି ,ପାର୍ଟନରଙ୍କ ଖୁସି କୁ ଧ୍ୟାନ ରଖନ୍ତି , ଓ ତାଙ୍କ ଖୁସିରେ ନିଜ ଖୁସି ଖୋଜନ୍ତି ,ଏହି ଅକ୍ଷରର ଝିଅ ନିଜ ପ୍ରେମକୁ ପାଇବାରେ କେଉଁ ବି କାମ କରିପାରନ୍ତି ,ଏମାନେ ପ୍ରେମର ଜୀବନରେ ସବୁଠାରୁ ଉପରେ ମାନନ୍ତି

ଏତିକି ନୁହେଁ ଏମାନଙ୍କ ପ୍ରେମ ସବୁବେଳେଏମାନଙ୍କ ଉପରେ ମେହେରବାନ୍ ହୋଇଥାଏ, ଏମିତିରେ ତାଙ୍କ ପାର୍ଟନର ତାଙ୍କୁ ସେତିକି ଖୁସି, ପସନ୍ଦ ନାପସନ୍ଦ ଭଲ ଭାବେ ଧ୍ୟାନ ରଖିଥାଏ, ଏମାନଙ୍କ ଲଭ୍ ଲାଇଫ୍ ବହୁତ ହିଁ ଖୁସ୍ ନୁମା ହୋଇଥାଏ । କଥାଯଦି ରାଗ୍ କଥା କହିବା ତେବେ ଏମାନେ ରାଗିବାରେ ଆଗୁଆ ରୁହନ୍ତି, ଏମିତିରେ କହିପାରିବା କି ଏମାନଙ୍କ ରାଗ ଏମାନଙ୍କ ନାକ ଅଗରେ ରହିଥାଏ, କିନ୍ତୁ ଜଲଦି ହିଁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିନିଅନ୍ତି , ଭୁଲ୍ ର ଅନୁଭୁତି ହେଲେ ଭୁଲ୍ ମାନିବାରେ କେବେ ଅବଶୋଷ କରନ୍ତି ନାହିଁ ।

ଏହି ଝିଅ ଯାହାଙ୍କ ସହ ଯୋଡି ହୁଅନ୍ତି ,ତାଙ୍କୁ ପୁରା ଇମାନଦାରୀ ସହ ନିଭାଇଥାନ୍ତି , ଏମାନଙ୍କୁ କିଏ ଧୋକା ଦେବା ବିଲକୁଲ୍ ପସନ୍ଦ ଆସିନଥାଏ, ତାହା ସହ କାହାଠାରୁ ଧୋକା ମିଳିଲେ କେବେ ବର୍ଦାସ୍ତ କରିପାରନ୍ତି ନାହିଁ , ଏହି ଝିଅମାନେ ନିଜ ଘର ପରିବାରକୁ ପୁରା ଦାୟିତ୍ୱ ନେଇଥାନ୍ତି ,ପରିବାରର ସବୁ ସଦସ୍ୟଙ୍କ ଦରକାରିତାକୁ ଧ୍ୟାନ ରଖନ୍ତି , ଏହିପରି ଏହି ଝିଅମାନେ ଏକ ଭଲ ସ୍ତ୍ରୀ ସହ ଏକ ଭଲ ମା ଓ ବୋହୁ ହେବାରେ ଭଲ ଭାବରେ ଜାଣନ୍ତି , ରାଗିବାପରେ ବି ଏମାନେ ଛୋଟ ଛୋଟ କଥାରେ ଖୁସି ଖୋଜିଥାନ୍ତି, ଅନ୍ୟଙ୍କ ସହ ଏମାନଙ୍କୁ ଖୁସି ବାଣ୍ଟିବା କାରଣରୁ ଲୋକେ ଜଲଦି ଏମାନଙ୍କ ବନ୍ଧୁ ହୋଇଯାଆନ୍ତି ।

Leave a Reply

Your email address will not be published. Required fields are marked *