October 23, 2024

Odia Express

Here, There and Everywhere

ଗଣପତି ବାବାଙ୍କ ଏହି ୩ ଟି ଉପାୟ ଆପଣଙ୍କ ମନୋକାମନା କରିଦେବେ ପୁରା , ଥରେ ନିଶ୍ଚିତ ଆପଣାନ୍ତୁ

ଆପଣଙ୍କ ଜୀବନରେ କେତେ  ବି ଉନ୍ନତି କରିନିଅନ୍ତୁ , କେତେ ବି ପଇସା କମାଇଦିଅନ୍ତୁ , କିନ୍ତୁ ଯେବେ ଆପଣଙ୍କ ଜୀବନରେ ଖୁସି ଆସିନଥାଏ ତେବେ ସବୁ ଜିନିଷ ବ୍ୟର୍ଥ ହୋଇଯାଏ , ବହୁତଥର ଏକ ବଡ ମହଲରେ ରହୁଥିବା ଏକ ଧନୀ ବ୍ୟକ୍ତି ବହୁତ ଦୁଃଖୀ ଓ ଡ୍ରିପେସନ୍ ରହିପାରିବ,  ସେମିତି ଏକ ଛୋଟ ଚାଳିଆ ଘରେ ରହୁଥିବା ଗରିବ ବ୍ୟକ୍ତି ବହୁତ ଖୁସିରେ ରହିପାରିବ,  କହିବାର ତାପର୍ଯ୍ୟ ଏହା କି ଜୀବନରେ ଖୁସି ସବୁଠାରୁ ଅଧିକା ମାଇନା ରଖେ ଯେବେ ଖୁସି ମିଳିଯାଏ , ତେବେ ବହୁତଥର ଜୀବନରେ ଏମିତି ପରିସ୍ଥିତି ଆସେ ଯାହା ଆମର ଜୀବନରେ ଦୁଃଖର ଲହଡି ନେଇକରି ଆସେ , ଏମିତିରେ ଆପଣଙ୍କ ଭାଗ୍ୟରେ ଯଦି ଦୁଃଖ ଥିବ ତେବେ ଏହାର ଦୁଃଭାର୍ଗ୍ୟର କାରଣ ବି ହୋଇପାରେ,  ଏହି ସମସ୍ୟା ସମାଧାନ ପାଇଁ ଆପଣଙ୍କୁ ଗଣେଷଙ୍କ ଆରାଧନା କରିବାକୁ ହେବ । ଗଣେଷଜୀ ଲାଇଫ୍ ରେ ଦୂଃଖ ଦୁର କରିବାପାଇଁ ଜଣାଯାଆନ୍ତି , ତାହା ସହ ଆପଣଙ୍କ ଦୁର୍ଭାଗ୍ୟକୁ ଦୁର କରିବାରେ ସୌଭାଗ୍ୟ ଆଣିଥାନ୍ତି , ଏମିତିରେ ଯଦି ଏମାନଙ୍କୁ କିଛି ଖାସ୍ ତରିକାରେ ପୁଜା ପାଠ କରାଯାଏ , ତେବେ ଜଲଦି ପ୍ରସନ୍ନ ହୋଇଯାଆନ୍ତି , ଓ ଆପଣଙ୍କ କୋଳ ଖୁସିରେ ଭରିଦିଅନ୍ତି , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଊଛୁ, ଯାହା ଆପଣାଇବାପରେ ଆପଣଙ୍କ ଜୀବନରେ ଦୁଃଖ ଗାୟବ ହୋଇଯିବ , ଓ ଖୁସି ଫେରିଆସିବ ।

୧) ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ହାତୀ ଗଣେଷଙ୍କ ବାହାନ ରୁପେ ଜଣାଯାଏ , ଏମିତିରେ ଆଜି ଆମର ଏହି ଉପାୟ ଏହି ସଂବନ୍ଧିତ ଅଟେ ।ଆପଣଙ୍କୁ ସବୁଠାରୁ ପ୍ରଥମେ ଏମିତି ଜାଗା ବାଛିବାର ଅଛି ଯେଉଁଠି ହାତି ମିଳିଯିବେ , ଏହି ହାତିକୁ ଆପଣ ୧୧ ଟି କଦଳୀ ଖୁଆଇବେ , କିନ୍ତୁ କଦଳୀ ତାକୁ ସିଧା ଖୁଆଇବେ ନାହିଁ , ପ୍ରଥମେ ବଜାରରୁ ୧୩ଟି କଦଳୀ ଆଣନ୍ତୁ , ଓ ଏବେ ଏହି କଦଳୀକୁ ଗଣେଷଙ୍କ ପ୍ରତିମା ସାମ୍ନାରେ ରଖିଦେବେ,  ଏହାପରେ ନିଜ ଦୁଃଖକୁ ସେୟାର୍ କରନ୍ତୁ , ଏବେ ଦୁଇଟି କଦଳୀ ଗଣେଷଙ୍କ ସାମ୍ନାରେ ଛାଡିଦିଅନ୍ତୁ , ଓ ବାକି ୧୧ ଟା କଦଳୀ ନେଇକରି ହାତିର ପାଖକୁ ଯାଆନ୍ତୁ , ଓ ଏବେ ସବୁ କଦଳୀ ଖୁଆଇଦିଅନ୍ତୁ, ଏହାପରେ ଦୁହେଁ ହାତ ଯୋଡି ହାତିଠାରୁ ଆଶିର୍ବାଦ ନିଅନ୍ତୁ , ହାତୀକୁ କଦଳୀ ଖୁଆଇଲେ ଗୁଡ୍ ଲକ୍ ହୋଇଥାଏ, ଏମିତିରେ ଆପଣଙ୍କ ଜୀବନରେ ଚାଲୁଥିବା ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳିଯାଏ ।

୨) ବୁଧବାର ଦିନ ଗଣେଷଙ୍କୁ ଶୁଦ୍ଧ ଘିଅର ତିଆରି ମୋଦକ ପ୍ରସାଦ ରୁପରେ ଚଢାନ୍ତୁ , ଏହି ମୋଦକ ଖାଇବା ପୁର୍ବରୁ ଆପଣ କେଉଁ ଦରିଦ୍ର ଭିକାରୀଙ୍କୁ ପ୍ରସାଦ ହିସାବରେ ଦେଇପାରିବେ , ଏହାପରେ କେଉଁ ପଶୁକୁ ଯେପରି ଗାଇ କୁ ଏହି ମୋଦକ ଖୁଆନ୍ତୁ ,ଶେଷରେ ଆପଣଙ୍କ ଘରର ସଦସ୍ୟ ଏହାକୁ ଗ୍ରହଣ କରିପାରିବେ , ଏମିତି କରିଲେ ନା କେବଳ ଆପଣଙ୍କ ଉପରେ ଗଣପତି ବାପ୍ପା ଗୁଡ୍ ଲକ୍ ମିଳିବ, ଆଶିର୍ବାଦ ବି ମିଳିବ,  ଆପଣଙ୍କ ଘରେ ଅନ୍ନ ଓ ଧନର ଅସୁବିଧା ଆଉ ରହିବନାହିଁ ।

୩) ବୁଧବାର ଦିନ ସକାଳୁ ଜଲଦି ଉଠିଯାଆନ୍ତୁ, ଓ ପାଖରେ ଥିବା ଅଶ୍ୱତଥଗଛରୁ ୫ ଟି ପତ୍ର ଭାଙ୍ଗିକରି ଆଣନ୍ତୁ , ଏହି କଥାକୁ ଧ୍ୟାନ ରଖିବେ କି ଏହି ପତ୍ର ସୁଖିଲା କିମ୍ବା ଫଟା ନଥିବ,  ଏହାପରେ ସବୁଜ ପତ୍ରର ଘିଅର ଦୀପ ଲଗାନ୍ତୁ , ମାନେ ପାଞ୍ଚଟି ପତ୍ରରେ ୫ ଟି ଘିଅର ଦୀପ ଲଗାଇବାକୁ ହେବ , ଏବେ ଗଣେଷଙ୍କ ଚାଳିଶା ପାଠ କରନ୍ତୁ, ଗଣେଷଙ୍କ ଆରତୀ ବି କରନ୍ତୁ, ଏହାପରେ ଗଣେଷଙ୍କୁ ନିଜ ମନୋକାମନା କୁହନ୍ତୁ , ଯେବେ ସବୁ ଦୀପ ଲିଭିଯିବ ତେବେ ଏହାକୁ ଅଶ୍ୱତଥ ଗଛ ପତ୍ରକୁ ନଦୀରେ ପ୍ରବାହ କରିଦିଅନ୍ତୁ , ଆପଣଙ୍କ ସବୁ ଚିନ୍ତାର ଅବସାଦ ଘଟିବ

Leave a Reply

Your email address will not be published. Required fields are marked *