October 25, 2024

Odia Express

Here, There and Everywhere

ଘରର ଏହି କୋଣରେ ରଖିଦିଅନ୍ତୁ ଏହି ଖାସ୍ ଜିନିଷ, ବରଷିବ ଏତେ ଧନ କି ସଂମ୍ଭାଳି ପାରିବେ ନାହିଁ ଆପଣ…

ନୁଆ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଲା , ଏମିତିରେ ନୁଆ ବର୍ଷର ସ୍ୱାଗତ ପାଇଁ ଆମେ ନାନାପ୍ରକାର ଆୟୋଜନ କରିଥାଉ, ନୁଆ ବର୍ଷ ଆରମ୍ଭ ହେବା କ୍ଷଣି ମନରେ ନୁଆ ଉର୍ଜାର ସଂଚାର ହୋଇଯାଏ , ଯାହା ପାଇଁ ଏକ ଲକ୍ଷ୍ୟ ନିର୍ଦ୍ଧାରିତ କରିଥାଏ , ସବୁ ବ୍ୟକ୍ତି ନୁଆ ବର୍ଷର ଆରମ୍ଭ ହେଉ ହେଉ ଏହା ଭାବିବାକୁ ଲାଗେ କି କେଉଁ ନୁଆ ତରିକାରେ ନୁଆ ବର୍ଷର ଆରମ୍ଭ ପରିବାରରେ ଖୁସି ଆସିଯାଉ, ତାହା ସହ କହିଦେବୁ କି ବହୁତ ଲୋକ ଏମିତିହୋଇଥାନ୍ତି , ଯିଏ ନୁଆ ବର୍ଷର ସ୍ୱାଗତ ନିଜ ଘରେ ପୁଜାରୁ ନେଇକରି ମନ୍ଦିରର ପ୍ରାର୍ଥନା ପର୍ଯ୍ୟନ୍ତ କରନ୍ତି , କିନ୍ତୁ ଏଥିରେ ଅଧିକା ଧ୍ୟାନ ଦେବା ଭଳି କଥା ଏହା କି ଯଦି ଏହି ସମୟରେ ନୁଆ ବର୍ଷ ଆରମ୍ଭ ହେଉ ହେଉ ଘରେ ସୁଖ ସମୃଦ୍ଧି ଆସିଯିବ ତେବେ ଆହୁରି ଭଲ ହୋଇଥାଏ, ଆପଣଙ୍କୁ କିଛି ଉପାୟମାନ କରିବାକୁ ହେବ , ଯାହା ବହୁତ ହିଁ ଅଧିକା ଲାଭକାରୀ ହୋଇଥାଏ , ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ବିଷୟରେ । ଯେପରି ଆମେ ସମସ୍ତେ ଜାଣିଛେ କି ନୁଆ ବର୍ଷରେ ଆମ ସମସ୍ତଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହୁ, କିନ୍ତୁ ସବୁବେଳେ ଏମିତି ସଂମ୍ଭବ ହୋଇପାରେ ନାହିଁ

ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣାଇକରି ଆପଣ ସବୁ ଅସୁବିଧାକୁ ନିବାରଣ କରିପାରିବେ , ଏଥିପାଇଁ ଆପଣଙ୍କୁ ନିଜ ଘରର ଏହି ଖାସ୍ ଜାଗାରେ କେବଳ ଗୋଟିଏ ଜିନିଷ ରଖିବାକୁ ହେବ , ଯାହାପରେ ଆପଣଙ୍କ ଭଲଦିନ ଆରମ୍ଭ ହୋଇଯିବ । ଯଦି ଆପଣ ନିଜ କାମରୁ ବହୁତ ପଇସା କାମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏକ ଆକ୍ୱାରିଅମ୍ ରଖିବା ଉଚିତ୍ , ଯେଉଁଥିରେ ଆଠଟି ସୁନେଲି ଓ ଏକ କଳା ମାଛ ଥିବ, ଓ ସମୟ ସମୟରେ ତାଙ୍କୁ ଦାନା ବି ଦେବେ , ତାହା ସହ ଏହି କଥାକୁ ଧ୍ୟାନ ରଖିବେ କି ଏହାକୁ ଉତ୍ତର କିମ୍ବା ଉତ୍ତରପୁର୍ବ ଆଡକୁ ରଖିବେ , ଯଦି ମାଛର ଆକ୍ୱାରିଅମ୍ ରେ କେଉଁ ମାଛ ମରିଯାଏ , ତେବେ ତାକୁ ବାହାର୍ କରିଦେବେ , ଓ ନୁଆ ମାଛ ଆଣି ପକାଇଦେବେ , ଯଦି ଆପଣ ଏମିତି କରନ୍ତି , ତେବେ ଆପଣଙ୍କୁ କିଛି ଦିନରେ ପରିଣାମ ମିଳିବା ଆରମ୍ଭ ହୋଇଯିବ , ଓ ଆପଣଙ୍କୁ ଲାଭ ମିଳିବାକୁ ଲାଗିବ ।

ଯଦି ଆପଣ ଏମିତି କରୁଛନ୍ତି , ତେବେ ଆପଣ ଦିନପ୍ରତିଦିନ ପଡୁଥିବା ସମସ୍ୟା କମ୍ ହୋଇଯିବ  ଯଦି ଆପଣ ସବୁବେଳେ କେଉଁ ନା କେଉଁ କାରଣରୁ ଚିନ୍ତାରେ ରହୁଛନି ତେବେ ଚିନ୍ତାର ସାମ୍ନା କରିବାକୁ ଆଉ ପଡିବ ନାହିଁ , ଏହା ସହ ଆଉ ଏକ ଅନ୍ୟ ଉପାୟ ବି କରିପାରିବେ,  ଯଦି ଆପଣ ସବୁ ଅସୁବିଧାରୁ ମୁକ୍ତି ପାଇବାକୁ ଚାହୁଁଛନି , ତେବେ ସେଥିରେ କିଛି ଲାଲ ଚନ୍ଦନ ପକାଇଦିଅନ୍ତୁ , ଓ ଏବେ ସେହି ପାତ୍ରକୁ ମୁଣ୍ତ୍ ପାଖରେ ରଖି ଶୋଇଯାଆନ୍ତୁ , ଓ ତାପରେ ସେହି ପାଣିକୁ ତୁଳସୀର ଗଛରେ ପକାଇଦିଅନ୍ତୁ , ଏହାଦ୍ୱାରା ଧୀରେ ଧୀରେ ଆପଣଙ୍କ ସବୁ ଚିନ୍ତା ଓ ଅବସାଦ ଦୁର ହୋଇଯିବ

Leave a Reply

Your email address will not be published. Required fields are marked *