January 21, 2025

Odia Express

Here, There and Everywhere

କଣ ଆପଣ ଜାଣିଛନ୍ତି କପାସ୍ ମଞ୍ଜିର ତେଲରୁ ହେଉଥିବା ଫାଈଦା ବିଷୟରେ , କୋଲେଷ୍ଟ୍ରୋଲ୍ କମ୍ କରିବା ସହ ଏହି ରୋଗ ବି ଦେଇଥାଏ ମୁକ୍ତି

ଫ୍ଲେକ୍ସସିଡ୍ ମାନେ କପାସ୍ ମଞ୍ଜି ଯେତେ ଆପଣଙ୍କ ପାଇଁ ଲାଭଦାୟକ ଅଟେ ସେତେ ହି ଲାଭଦାୟକ ହୋଇଥାଏ , ଭିଟାମିନ୍ ଇ, ଓମେଗା ଥ୍ରୀ, ଓ ଫ୍ୟାଟି ଏସିଡ୍ ରେ ଭରପୁର୍ କପାସ୍ ତେଲ ବହୁତ ରୋଗରୁ ଲଢିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ, ଆଜି ଆମେ ଆପଣଙ୍କୁ କପାସ୍ ତେଲରୁ ହେଉଥିବା କିଛି ଏମିତି ଫାଈଦା ବିଷୟରେ କହିବାକୁ ଯାଊଛୁ, ଯାହାକୁ ଆପଣ ପୁର୍ବରୁ ଜାଣିନଥିବେ , ତେବେ ଆସନ୍ତୁ ଆପଣଙ୍କୁ ଜଣେଇବୁ କପାସ୍ ତେଲ କୋଲେଷ୍ଟ୍ରୋଲ୍ ସହ କେଉଁ କେଉଁ ଜିନିଷରୁ ଦୁର କରିବାରେ ସାହାଯ୍ୟ କରିଥାଏ । କହିଦେବୁ କି କପାସ୍ ତେଲ ବ୍ୟବହାର ଖାସ୍ କରି ଡାଇବେଟିଜ୍ ରୋଗୀଙ୍କ ପାଇଁ ଫାଈଦାଦାୟକ ହୋଇଥାଏ, ଆପଣଙ୍କୁ କହିଦେବୁ କି ଡାଇବେଟିଜ୍ ଶିକାର ଲୋକଙ୍କୁ କେଉଁଠି ଆଘାତ ଳାଗିଲେ କିମ୍ବା ରକ୍ତ ବାହାରିଲେ କପାସ୍ ତେଲ ମାଲିସ୍ କଲେ ଏହି ଘା ରୁ ବାହାରୁଥିବା ରକ୍ତ ତୁରନ୍ତ୍ ଅଟକିଯାଏ ।

ଏହା ଛଡା ଆପଣଙ୍କୁ କହିଦେବୁ କି ଯଦି ଆପଣ ଆଳାସୀର ତେଲ ଖାଇବା ତିଆରିରେ ବ୍ୟବହାର କରନ୍ତି ତେବେ ଏଥିରେ ଡାଇବେଟିଜ୍ ହାଇ ବ୍ଲଡ୍ ପ୍ରେସର୍ ଓ ଆର୍ଥରାଇଟିସ୍ ଆଦି ସମସ୍ୟାରୁ ମୁକ୍ତି ମିଳିବ, କପାସ୍ରେ ମହଜୁଦ୍ ଓମେଗା ଥ୍ରୀ, ଆପଣଙ୍କ ସେଲ୍ସରେ ଅକ୍ସିଜେନ୍ ପ୍ରବାହକୁ ସଠିକ୍ ରଖେ, ଓ ଏହା ସହ ଆପଣଙ୍କ ଶରୀରରେ ରୋଗକୁ ଲଢିବାରେ ସାହାଯ୍ୟ କରେ । ଆପଣଙ୍କୁ ଏହା ବି କହିଦେବୁ କି ଖାଇବା ବନାଇବାରେ କପାସ୍ ତେଲ କୋଲେଷ୍ଟ୍ରୋଲ୍ କୁ ନିୟନ୍ତ୍ରଣ କରେ , କହିଦେବୁ କି କପାସ୍ ତେଲରେ ଫ୍ୟାଟ୍ ନଥା,ଏ ଯାହାର କାରଣରୁ ଏଥିରୁ ତିଆରି ହୋଇଥିବା ଖାଦ୍ୟ ଫାଇଦାଦାୟକ ହୋଇଥାଏ,  ଓ ଆପଣଙ୍କ ହାଇ କୋଲେଷ୍ଟ୍ରୋଲ୍ ସମସ୍ୟାରୁ ରକ୍ଷା କରେ

କପାସ୍ ତେଲକୁ ଆପଣ କୋଲେଷ୍ଟ୍ରୋଲ୍ ଲେବୁଲ୍ କଣ୍ଟ୍ରୋଲ୍ କରିବା ସହ ଆପଣଙ୍କ ହାର୍ଟକୁ ବି ହେଲଦି ରଖିଥାଏ, ଏଥିରେ ଆପଣଙ୍କୁ କେବେ ବି ହାର୍ଟ ସହଯୋଡି ହୋଇଥିବା କେଉଁ ପ୍ରକାରର ସମସ୍ୟା ଆସେ ନାହିଁ , ଏହା ଛଡା ଶରୀରରେ କେଉଁ ଅଙ୍ଗରେ ହେଉଥିବା ଅସୁବିଧା ଆଦି କପାସ୍ ତେଲ ଫାଈଦା ଯୋଗାଇଥାଏ, ଏହି ତେଲର ମାଲିସ୍ ରେ ଆପଣଙ୍କ ଶରୀରରେ ହେଉଥିବା ପୀଡା ଆପଣଙ୍କୁ ତୁରନ୍ତ ମୁକ୍ତି ଦେଇଥାଏ

। କହିଦେବୁ କି କପାସ୍ ତେଲ ଆପଣଙ୍କ ପେଟ୍ ସଂବନ୍ଧିତ ସବୁ ରୋଗରୁ ଦୁର କରିବାରେ ସାହାଯ୍ୟ କରେ,  ପେଟ୍ ସଫା ରଖିବାରୁ ନେଇକରି ବାବାସୀର ବା ପାଇଲ୍ସ ପରି ସମସ୍ୟାରୁ ଦୁର କରିବାରେ କପାସ୍ ତେଲ ଅଧିକା ଫାଈଦାଦାୟକ ହୋଇଥାଏ , ଏହି ତେଲରେ ସୁଗର୍ ମାତ୍ରା ବିଲକୁଲ୍ ନଥା, ଏଥିପାଇଁ ଏହାର ବ୍ୟବହାର ଡାଇବେଟିଜ୍ ରୋଗୀଙ୍କପାଇଁ କେଉଁ ବରଦାନରୁ କମ୍ ନୁହେଁ , ଯିଏ ନିଜ ଓଜନ କମାଇବାକୁ ଚାହୁଁଛନ୍ତି , କହିଦେବୁ କି ଏହା ବହୁତ ଫାଇଦା ଦେବ , ଆପଣ ଓମେଗା ଥ୍ରୀ, ଫ୍ୟାଟି ଏସିଡ୍ ରେ ଭରପୁର୍ ଫ୍ଲେକ୍ସସିଡ୍ କୁ ନିଜ ଡାଇଟ୍ ରେ ସାମିଲ୍ କଲେ ଏଥିରୁ ମିଳୁଥିବା ଏନର୍ଜୀ ୱାର୍କଆଉଡ୍ କରିବାରେ ସାହାଯ୍ୟ କରେ , ତାହା ସହ ଓଜନ କମ୍ କରିବାରେ ବି ସାଥ୍ ଦେଇଥାଏ

Leave a Reply

Your email address will not be published. Required fields are marked *