October 25, 2024

Odia Express

Here, There and Everywhere

ମଜାଦାର ଓଡ଼ିଆ ପଜଲ – ଆପଣଙ୍କ ଆଗରେ ଅଛି ଏକ ଇଂରାଜୀ ଅକ୍ଷର ଆର ଆଉ ତାପରେ ଅଛି କେତେକ ଚଣାର ଚିତ୍ର ତାହେଲେ ଏଠାରେ ଝିଅର ନାମ କଣ ହେବ ? କହିରଖୁ ଜଣେ ଓଡ଼ିଆ ହେରୋଇଂ ଙ୍କ ନାମ ହେବ – ବୁଦ୍ଧିମାନ ହେଲେ ଉତ୍ତର ଦିୟନ୍ତୁ

1 min read

ଆମେ ଆପଣଙ୍କୁ କେତେକ ପଜଲ ଦେଖେଇବୁ ଆଉ ଆପଣ ତାକୁ ଦେଖି ଗୋଟେ ଝିଅର ନାମ କହିବାର ଅଛି ଆଉ ଯଦି ଆପଣ କହିଦେଲେ ତାହେଲେ ଆପଣ ଜାଣିବେ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି।ତାହେଲେ ଚାଲନ୍ତୁ ଜାଣିବା ସେ ପଜଲ ଗୁଡିକୁ

ପଜଲ ନମ୍ବର୍ ୦୧:-ତାପରେ ଦିଆଯାଇଛି ଗୋଟେ ବସ,ଆଉ ତାପର ଚିତ୍ରରେ ଅଛି ଗୋଟେ ପିମ୍ପୁଡି,ଆଉ ତାପର ଚିତ୍ରରେ ଅଛି ଏକ ଚା କପ।ତାହେଲେ ସେ ଝିଅର ନାମ କଣ ?

ଉତ୍ତର:-ତାହେଲେ ଏହି ସବୁ ଜିନିଷକୁ ଦେଖିଲା ପରେ ଜଣା ପଡୁଛିକି ଝିଅଟିର ନାମ ହେଉଛି ବସନ୍ତି।ଏହାର କାରଣ ପ୍ରଥମ ଚିତ୍ରରେ ଆସିଲା ବସ,ତାପରେ ପିମ୍ପୁଡିର ଇଂରାଜୀ ଅକ୍ଷର ହେଉଛି ଆଣ୍ଟ ଆଉ ତାପରେ ତୃତୀୟ ଚିତରେ ଅଛି ଚା ତାର ଇଂରାଜୀ ନାମ ହେଉଛି ଟି।ତେଣୁ ସେ ଝିଅର ନାମ ହେଉଛି ବସନ୍ତି।

ପଜଲ ନମ୍ବର୍ ୦୨:-ତାପରେ ଆପଣଙ୍କ ଆଗରେ ଅଛି ଏକ ଇଂରାଜୀ ଅକ୍ଷର ଆର ଆଉ ତାପରେ ଅଛି କେତେକ ଚଣାର ଚିତ୍ର ତାହେଲେ ଏଠାରେ ଝିଅର ନାମ କଣ ହେବ ?

ଉତ୍ତର:-ତାହେଲେ ଏହି ସବୁ ଜିନିଷକୁ ଦେଖିଲା ପରେ ଜଣା ପଡୁଛିକି ଝିଅଟିର ନାମ ହେଉଛି ଅର୍ଚ୍ଚନା।ଏହାର କାରଣ ପ୍ରଥମ ଚିତ୍ରରେ ଆସିଲା ଆପଣଙ୍କର ଇଂରାଜୀ ଅକ୍ଷର ଆର,ତାପରେ ଦ୍ଵିତୀୟ ଚିତ୍ରରେ ଆପଣଙ୍କର ଅଛି କିଛି ଚଣାର ଚିତ୍ର।ତେଣୁ ସେ ଝିଅର ନାମ ହେଉଛି ରଚନା ।

ପଜଲ ନମ୍ବର୍ ୦୩:-ଏହା ପରେ ଆପଣଙ୍କ ଆଗରେ ପ୍ରଥମ ଚିତ୍ରରେ ଅଛି ଗୋଟେ ଗାଈର ମୁହଁ ଓ ତାପର ଚିତ୍ରରେ ଆପଣଙ୍କ ଆଗରେ ଗୋଟେ ଗଛର ଚିତ୍ର ଅଛି। ଆପଣ ଏବେ ତାଭିତରୁ ଗୋଟେ ଝିଅର ନାମ ବାଛନ୍ତୁ ?

ଉତ୍ତର:-ତାହେଲେ ଝିଅଟିର ନାମ ହେଲା ଗାୟତ୍ରୀ।ଏହାର କାରଣ ପଜେଲରେ ଦିଆ ଯାଇଥିବା ପ୍ରଥମ ଚିତ୍ର ହେଉଛି ଗାଈ,ତାପର ଚିତ୍ରରେ ଆପଣଙ୍କ ଆଗରେ ଅଛି ଗୋଟେ ଗଛର ଚିତ୍ର ବା ଟ୍ରି।ତେଣୁ ଝିଅର ନାମ ହେଉଛି ଗାୟତ୍ରୀ।

ପଜଲ ନମ୍ବର୍ ୦୪:-ଚତୁର୍ଥ ନମ୍ବର୍ ପଜଲରେ ଆପଣଙ୍କ ଆଗରେ ଦିଆ ଯାଇଛି ଗୋଟେ ଗାଡିର ଚିତ୍ର ଆଉ ତାପରେ ଅଛି ଗୋଟେ ଠିକ ଚିତ୍ର।ତାହେଲେ ପୁଅଟିର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କାର୍ତ୍ତିକ।ଏହାର କାରଣ ହେଲା ପ୍ରଥମ ଆପଙ୍କୁ ଦିଆଯାଇଛି ଗୋଟେ କାର ଚିତ୍ର ଆଉ ତାପରେ ଦ୍ଵିତୀୟରେ ଦିଆଯାଇଛି ଗୋଟେ ଠିକ ଚିନ୍ହର ଚିତ୍ର ତାହେଲେ ସେ ପୁଅର ନାମ ହେଲା କାର୍ତ୍ତିକ।

ପଜଲ ନମ୍ବର୍ ୦୫:-ତାପର ପଜେଲରେ ଆପଣଙ୍କ ଆଗରେ ଅଛି ଗୋଟେ ଚାବିର ଚିତ୍ର ଆଉ ତାପରେ ଚିତ୍ରରେ ଅଛି ଇଂରାଜୀ ଅକ୍ଷର ଆର ଓ ତାପର ଚିତ୍ରରେ ଅଛି ଗୋଟେ ଚା ପାତ୍ରର ଚିନ୍ହ,ତାହେଲେ ଝିଅଟିର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୀର୍ତ୍ତୀ।

ପଜଲ ନମ୍ବର୍ ୬:-ଆପଣଙ୍କ ଆଗରେ ଇଂରାଜୀ ଅକ୍ଷର ଆରର ଚିତ୍ର ଅଛି ଓ ତାପରେ ଗୋଟେ ଚା କପର ଚିତ୍ର ଅଛି,ତାହେଲେ ଏଠାରେ ଝିଅର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆରତୀ।

ପଜଲ ନମ୍ବର୍ ୦୭:-ଆପଣଙ୍କ ଆଗରେ ଅଛି ଗୋଟେ ମୂଷା ଚିତ୍ର ଆଉ ତାପରେ ଅଛି ଗୋଟେ ମଣିଷ କାନର ଚିତ୍ର ତାହେଲେ ସେଠାରେ ଗୋଟେ ଝିଅର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୁସ୍କାନ।

ପଜଲ ନମ୍ବର୍ ୦୮:-ଅପଣଙ୍କ ଆଗରେ ଗୋଟେ କାନ୍ଦୁଥିବା ଇମୋଜି ଚିତ୍ର ଅଛି,ତାପରେ ଆପଣଙ୍କ ଆଗରେ ଏକ କୁକୁଡ଼ା ଚିତ୍ର ଅଛି, ତାହେଲେ ଏଠାରେ ପୁଅର ନାମ କଣ ହେବ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରୋହନ।

ପଜଲ ନମ୍ବର୍ ୦୯:-ଆପଣଙ୍କ ସାମ୍ନାରେ ଗୋଟେ ଅର୍ଦ୍ଧ ଚନ୍ଦ୍ରର ଚିତ୍ର ଅଛି,ତାପରେ ଗୋଟେ ପୁଅର ମୁହଁ ଚିତ୍ର ଅଛି,ଆଉ ତାପରେ ଏକ ଚାବିର ଚିତ୍ର ଅଛି ତାହେଲେ ଏଠାରେ ଝିଅର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚନ୍ଦ୍ରମୁଖୀ।

ପଜଲ ନମ୍ବର୍ ୧୦:-ଆପଣଙ୍କ ଆଗରେ ଗୋଟେ ସୁର୍ଯ୍ୟ ଙ୍କର ଚିତ୍ର ଅଛି ଆଉ ତାପରେ ଗୋଟେ ଦୀପର ଚିତ୍ର ଅଛି ତାହେଲେ ପୁଅର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସନ୍ଦୀପ।

Leave a Reply

Your email address will not be published. Required fields are marked *