October 25, 2024

Odia Express

Here, There and Everywhere

ଜାଣନ୍ତୁ ‘କନ୍ୟା ରାଶି’ ଏବଂ ‘କୁମ୍ଭ ରାଶିର’ ଲୋକମାନେ କିପରି ହୋଇଥାନ୍ତି କିଏ ଏମାନଙ୍କ ମଧ୍ୟରେ ଶକ୍ତି ଶାଳୀ – ନିଶ୍ଚୟ ଜାଣିରଖନ୍ତୁ

1 min read

କୁମ୍ଭ ରାଶି -କୁମ୍ଭ ରାଶିର ଲୋକଙ୍କର ଜାତକ ମାନବବାଦି ପ୍ରକୃତିର ହୋଇଥାଏ ଏବଂ ଏମାନଙ୍କର ରାଶି ଚିହ୍ନ ମଧ୍ୟ କୁମ୍ଭ ଯାହାର ତାପର୍ଯ୍ୟ ହେଉଛି ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ଗମ୍ଭୀର ହୋଇଥାଏ।ଏମାନେ ବହୁତ ପ୍ରଗତିଶୀଳ ହୋଇଥାନ୍ତି ଏବଂ ପରୋପକାରୀ ମଧ୍ୟ ହୋଇଥାନ୍ତି।ଏମାନଙ୍କର ଭାବନା ନିରପେକ୍ଷ ହୋଇଥାଏ।କୁମ୍ଭ ରାଶିର ଲୋକ ଆଧୁନିକ ହୋଇଥାନ୍ତି।ଏମାନଙ୍କ ବ୍ୟାପାରିକ ଜୀବନରେ କିଏ ହସ୍ତକ୍ଷେପ କରୁ ଏମାନଙ୍କୁ ଏହା ପସନ୍ଦ ହୋଇନଥାଏ।ଏମାନେ ସ୍ୱତନ୍ତ୍ରତା କୁ ପସନ୍ଦ କରିଥାନ୍ତି।ଏମାନେ ବହୁତ ଜଲ୍ଦି କାହା ସହ ବି ମିଶିଯାଇଥାନ୍ତି ସେଥିପାଇଁ ଏମାନଙ୍କର ସାଙ୍ଗ ବି ବହୁତ ଅଧିକ ହୋଇଥାନ୍ତି।କୌଣସି ନିଷ୍ପତ୍ତିରେ ପହଞ୍ଚିବାକୁ ଏମାନଙ୍କୁ ବହୁତ ସମୟ ଲାଗିଥାଏ।ଏମାନଙ୍କର ବିଚାର ଦାର୍ଶନୀକତା ହୋଇଥାଏ।

କ୍ୟାରିୟର କଥା କହିବାକୁ ଗଲେ ସବୁ କାମରେ ପୂର୍ଣ କାର୍ଯ୍ୟ କରିବାକୁ ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ।ଏମାନଙ୍କୁ ନୂଆ ନୂଆ ଜିନିଷ ଖୋଜି ବାହାର କରିବାରେ ବହୁତ ଆନନ୍ଦ ମିଳିଥାଏ।ଏମାନେ ନିଜର ସମୟ କାର୍ଯ୍ୟସ୍ଥଳରେ କାଟିବାକୁ ପସନ୍ଦ କରିଥାନ୍ତି।ଏମାନଙ୍କୁ ରାଜନୀତି ପସନ୍ଦ ହୋଇନଥାଏ।ନିଜ କାମରେ ହିଁ କାମ ରଖିଥାନ୍ତି।ପୁରା ନିଷ୍ଠା ସହକାରେ ସବୁ କାମ କରିଥାନ୍ତି।ଜରୁରୀ ସମୟରେ ସାହାଯ୍ୟ କରିବାରେ ଏମାନଙ୍କୁ ବହୁତ ଭଲ ଲାଗିଥାଏ।ଭଲ ପାଇବାର ଜୀବନ ବିଷୟରେ କଥା କହିବାକୁ ଗଲେ ଏମାନେ ବହୁତ ଖୋଲା ମନ ପ୍ରକୃତି ର ହୋଇଥାନ୍ତି ଏବଂ ସ୍ୱତନ୍ତ୍ର ପ୍ରଭୁତିର ଲୋକ ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ।ଏମାନେ ବହୁତ ସମ୍ବେଦନାଶୀଳ ଅଟନ୍ତି । କୁମ୍ଭ ରାଶିର ଲୋକ ବହୁତ ଭଲ ଲୋକ ହୋଇଥାନ୍ତି।ଏମାନେ ଅନ୍ୟକୁ କଷ୍ଟରେ ଥିବା ଦେଖିପାରନ୍ତି ନାହିଁ।

“କନ୍ୟା ରାଶି”- କନ୍ୟା ରାଶିର ଲୋକ ଅତ୍ୟନ୍ତଶୀଳ ପ୍ରବୃତିର ହୋଇଥାନ୍ତି।ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି।ଏମାନଙ୍କର ଦୃଷ୍ଟିକୋଣ ସମାଲୋଚନାତ୍ମକ ହୋଇଥାଏ ଯେଉଥିପାଇଁ ପ୍ରତ୍ୟକଟି କଥାର ଖୁଣ ବାହାର କରିଥାନ୍ତି ଏମାନେ।ଏମାନେ ତାଙ୍କ ଜୀବନରେ ବହୁତ ଆୟୋଜନ ସହକାର ହୋଇ ରହିବାକୁ ପସନ୍ଦ କରିଥାନ୍ତି।ଏମାନେ ବହୁତ କାରସାଦି ଏବଂ ବ୍ୟାବହାରିକ ହୋଇଥାନ୍ତି।ଏହି ରାଶିର ଲୋକମାନେ ବହୁତ ସନ୍ତୁଳନ ଭାବରେ ନିର୍ଣ୍ଣୟ ନେବାର କ୍ଷମତା ରଖିଥାନ୍ତି।ଏମାନେ ବିଶ୍ବାସର ଯୋଗ୍ୟ ହୋଇଥାନ୍ତି।

ବେଳେବେଳେ ଏମାନଙ୍କର ବ୍ୟବହାର ଏମାନଙ୍କ ଅସ୍ତ୍ର ଭଳି କାମରେ ଆସିଥାଏ।ବେଳେବେଳେ ଏମାନେ ସଠିକ ମାର୍ଗରେ ଥାଇ ମଧ୍ୟ ଲୋକ ଏମାନଙ୍କ ପକ୍ଷକୁ ଗ୍ରହଣ କରିନଥାନ୍ତି।ଏହି ସମୟରେ ଏମାନେ ଅସ୍ତ୍ରର ବ୍ୟବହାର କରିଥାନ୍ତି ଏବଂ ହାଲିଆ ହୋଇଯାଇଥାନ୍ତି।ଏହି ରାଶିର ଲୋକଙ୍କୁ କେତେକ ମନବିଜ୍ଞାନ ସମସ୍ୟାର ସମ୍ମୁଖିନ କରିବାକୁ ପଡିଥାଏ।ଛୁଆବେଳୁ ଏମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ କିନ୍ତୁ ଧୀରେ ଧୀରେ ଏମାନଙ୍କର ସ୍ତର ଉପରକୁ ଉଠିବାରେ ଲାଗିଥାଏ।

ତେଣୁ ସବୁ ସମସ୍ୟାର ସମ୍ମୁଖିନ କରିବାର କ୍ଷମତା ବଢିଯାଇଥାଏ ଏମାନଙ୍କର ମଧ୍ୟରେ।ଏହି ରାଶିର ଲୋକ ବହୁତ ପଢ଼ାଳି ଏବଂ ସମାଲୋଚନାତ୍ମକ ହୋଇଥାନ୍ତି।ଏଣୁ ଏମାନଙ୍କର ଏହି ଗୁଣ ଏମାନଙ୍କୁ କାର୍ଯ୍ୟସ୍ଥଳରେ ବହୁତ ସାହାଯ୍ୟ କରିଥାଏ।ସବୁ ଜିନିଷର ନିକଟତର ହୋଇ ତା ବିଷୟରେ ଜାଣିବାରେ ଏମାନଙ୍କୁ ଭଲ ଲାଗିଥାଏ।ଏମାନେ ସବୁ ଜିନିଷକୁ ବହୁତ ଭଲ ଭାବରେ ପରିଚାଳନା କରିଥାନ୍ତି।ଏମାନଙ୍କୁ କୁର୍ସି ଉପରେ ବସି କାମ କରିବାକୁ ବହୁତ ଭଲ ଲାଗିଥାଏ।ଏମାନେ ତାଙ୍କ ଜୀବନସାଥିକୁ କୁ ବହୁତ ଭଲ ପାଇଥାନ୍ତି ତାଙ୍କର ଦେଖାଶୁଣା ମଧ୍ୟ କରିଥାନ୍ତି।ଏମାନଙ୍କୁ ଯେଉଁ ଲୋକମାନେ ଆୟୋଜନ ସହକାରେ ତାଙ୍କ ଜୀବନ ଅତିବାହିତ କରୁଥିବେ ସେଭଳି ଲୋକ ପସନ୍ଦ।ଏମାନଙ୍କୁ ଅଯଥାରେ ଦେଖେଇ ହଉଥିବା ଜିନିଷ ଉପରେ ବିଶ୍ୱାସ ଆସିନଥାଏ।ନିଜ ଜୀବନସାଥୀ ଭିତରେ ସବୁର ପରିପୂର୍ଣତାକୁ ଖୋଜିଥାନ୍ତି ଯେଉଁଥିପାଇଁ ତାଙ୍କ ଜୀବନସାଥୀକୁ ଅନ୍ୟ ମାନଙ୍କ ସହ ତୁଳନା ମଧ୍ୟ କରିଥାନ୍ତି ।ସେଥିପାଇଁ କେତେ ଥର ଏମାନଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥାଏ।ସବୁ କିଛି ଆୟୋଜନ ସଠିକ ହେଉ ଏମାନେ ଏପରି ଚାହିଁଥାନ୍ତି।ତେଣୁ ଏମାନେ କେବେ କେବେ ରାଗିଯାଇଥାନ୍ତି ।

Leave a Reply

Your email address will not be published. Required fields are marked *