October 25, 2024

Odia Express

Here, There and Everywhere

୩ ଡିସେମ୍ବର ମାସର ପ୍ରଥମ ହନୁମାନଜୀ କରିବେ ଚମତ୍କାର, ଏହି ୪ ଟି ରାଶିର ଲୋକଙ୍କ ହେବ ମନୋକାମନା ପୁରା

1 min read

ଦୁନିଆଁରେ ସବୁ ବ୍ୟକ୍ତି ଜାଣିଛନ୍ତି କି ହନୁମାନଜୀ ସବୁ କଷ୍ଟକୁ ହରିବା ବାଲା ଅଟନ୍ତି ଏଥିପାଇଁ ତାଙ୍କୁ ସଙ୍କଟ ମୋଚନ କୁହାଯାଇଛି, ହନୁମାନଜୀଙ୍କୁ ବି ସଙ୍କଟର ଘଡିରେ ମନରେ ଭଲ ଭାବେ ସ୍ମରଣ କଲେ ସେ ତୁରନ୍ତ  ପହଞ୍ଚିଯାଆନ୍ତି , ଓ ସମସ୍ତଙ୍କ କଷ୍ଟକୁ ହରିନିଅନ୍ତି , କଳିଯୁଗରେ କେବଲ ହନୁମାନଜୀ ଅଛନ୍ତି, ଯିଏ ସବୁ କଷ୍ଟକୁ ହରିପାରନ୍ତି , ହନୁମାନଜୀ କାହାରବି ମନୋକାମନା ପୁରା କରିଦିଅନ୍ତି, ସେ ଏମିତି ଏକ ଦେବତା ଅଟନ୍ତି ଯିଏକି ବହୁତ ଜଲଦି ପ୍ରସନ୍ନ ହୋଇଯାଆନ୍ତି , ତାଙ୍କୁ ଭକ୍ତି କରୁଥିବା ଲୋକ କେବେ ହାର୍ ର ସାମ୍ନା କରିନଥାଏ,  ଓ ସେ ନିଜ ଭକ୍ତଙ୍କୁ ସବୁବେଳେ ଖୁସିରେ ରଖନ୍ତି । ସେମିତି ଜ୍ୟୋତିଷ୍ୟଶାସ୍ତ୍ରରେ ଆମ ଜୀବନରେ ଅତ୍ୟାଧିକ ପ୍ରଭାବ ପକାଇଥାଏ , ଏମିତି କିଛି ଲୋକ ମାନିଥାନ୍ତି , କିଛି ଲୋକ ମାନନ୍ତି ନାହିଁ , କୁହନ୍ତି କି ଆମର ଜୀବନର୍ ଘଟୁଥିବା ସବୁ ଘଟଣା କିଛି ନା କିଛି ରାଶି ସହ ଯୋଡି ହୋଇଛି, ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ପ୍ରାୟ ୧୨ ଟି ରାଶି ହୋଇଥାଏ

ସବୁ ରାଶିର ନିଜର ବହୁତ ଗୁଣ ରହିଥାଏ, ସେମିତି ଯେବେ ଏହି ରାଶିର ଗ୍ରହରେ କେଉଁ ପ୍ରକାରର କିଛି ପରିବର୍ତ୍ତନ ଆସେ ତେବେ ଏହାର ସିଧା ପ୍ରଭାବ ଆମ ଜୀବନଶୈଳୀ ଉପରେ ପଡିଥାଏ । ଯେପରି ଆମେ ସମସ୍ତେ ଜାଣିଛେ କି ଆଗାମୀ ମାସରୁ ନୁଆ ମାସ ଆରମ୍ଭ ହେବାକୁ ଯାଉଛି, ଓ ଜ୍ୟୋତିଷ୍ୟଶାସ୍ତ୍ରରେ କୁହାଯାଉଛି କି ଏହି ମାସର ପୁର୍ବରୁ ମାନେ ମଙ୍ଗଳବାରକୁ ମାନେ ୩ ଡିସେମ୍ବରକୁ ବଡ ଶୁଭ ସଂଯୋଗ ହେଉଛି, ଯେଉଁଥିରେ କିଛି ରାଶିର ଉପରେ ହନୁମାନଙ୍କ କୃପା ବରଷିବ , ଯେଉଁଥିରେ ସମସ୍ତଙ୍କ ମନୋକାମନା ପୁରା ହେବ , ତେବେ ଆସନ୍ତୁ ଜାଣିବା ସେହି ୪ ଟି ରାଶିଗୁଡିକ ଉପରେ ନଜର ଯାହାଙ୍କର ହନୁମାନଜୀ ନିଜ କୃପା ବୃଷ୍ଟି କରିବେ ।

୧) ମେଷ ରାଶି- ଏହି ରାଶି ଉପରେ ହନୁମାନଙ୍କ ବିଶେଷ କୃପା ଦୃଷ୍ଟି ରହିଛି, ଯେଉଁଥିରେ ତାଙ୍କ ଭାଗ୍ୟ ଚମକିଉଠିବ, ବେପାରୀଙ୍କୁ ବେପାରରେ ବୃଦ୍ଧି ହେବ, ଓ ବାକି ରାଶି ପ୍ରାପ୍ତି କରିବେ,  ସ୍ତ୍ରୀ ଏବଂ ପୁତ୍ରଙ୍କ ତରଫରୁ ଲାଭଦାୟୀ ସମାଚାର ମିଳିବ , ଏହି ରାଶିର ଲୋକ ଧନ ସଂବନ୍ଧିତ ଅସୁବିଧା ଦୁର ହୋଇଯିବ , ଓ ସ୍ୱାସ୍ଥ୍ୟରେ ଅସୁବିଧାରୁ ମୁକ୍ତି ପାଇବେ , ଓ ତାହା ସହ ସବୁ ଜାଗାରେ ସଫଳତା ହିଂ ସଫଳତା ପ୍ରାପ୍ତି କରିବେ, ବ୍ୟବସାୟରେ ଅତ୍ୟାଧିକ ଲାଭ ମିଳିବାର ଯୋଗ ହେଉଛି, ଓ ସବୁ କାର୍ଯ୍ୟରେ ସଫଳତା ହାସିଲ୍ କରିବେ ।

୨) ତୁଳା ରାଶି- ଏହି ରାଶିର ଜାତକରେ ଡିସେମ୍ବର୍ ୩ ରୁ ହନୁମାନଜୀଙ୍କ ଅପାର କୃପା ମିଳିବ , ଏହି ରାଶିର ଲୋକଙ୍କ ସବୁ ସଙ୍କଟ ଜଲଦି ଦୁର ହୋଇଯିବ , ହନୁମାନଜୀଙ୍କ ଅସୀମ କୃପା ବରଷିବ , ସଂମ୍ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ ,ଜଲଦି ଧନବାଦ ହେବାର ସଙ୍କେତ ମିଳୁଛି, ଏବେ ପର୍ଯ୍ୟନ୍ତ ଯାହା ବି କାମ ଅଟକିଛି , ତାହା ବଜରଙ୍ଗବାଲୀଙ୍କ ଆଶିର୍ବାଦରୁ ପୁରା ହେବ , ଜୀବନରେ ଖୁସି ଆସିବ ।

୩) ବିଛା ରାଶି- ଏହି ରାଶିର ଉପରେ ୩ ଡିସେମ୍ବରରୁ ମହାବଳୀ ହନୁମାନଙ୍କ କୃପା ବୃଷ୍ଟି ହେବ, ଏମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ,  ଏମାନଙ୍କ ଜୀବନରେ ଯାହା କାର୍ଯ୍ୟ ଏବେ ଅଟକି ରହିଛି, ତାହା ସବୁ ହନୁମାନଜୀଙ୍କ କୃପାରୁ ଏବେ ପୁରା ହୋଇଯିବ , ଓ ତାହା ସହ ଏମାନଙ୍କୁ ଆର୍ଥିକ ଲାଭ ବି ମିଳିପାରିବ ।

୪) କୁମ୍ଭ ରାଶି-ଏହି ରାଶିର ଉପରେ ମହାବୀର ବଜରଙ୍ଗବାଲୀ ଅଧିକା ମେହେରବାନ୍ ନଜର ଆସୁଛନ୍ତି, ଯାହାର କାରଣରୁ ଜୀବନରେ ନୁଆ ପରିବର୍ତ୍ତନ ଆସିବ, ଆପଣଙ୍କ ଆସୁଥିବା ସମୟରେ ଅଧିକାରୁ ଅଧିକା ଭଲ ହେବାର ଅଛି, ଆପଣଙ୍କୁ ଅଚାନକ ଧନ ଲାଭ୍ ହେବାର ଯୋଗ ଅଛି, ଆପଣଙ୍କ କଡା ପରିଶ୍ରମ ଦ୍ୱରା ଉଚ୍ଚ ସଫଳତା ପ୍ରାପ୍ତି ହେବ, ତାହା ସହ ଅଟକିଥିବା କାମ ପୁରା ହୋଇଯିବ

Leave a Reply

Your email address will not be published. Required fields are marked *