October 22, 2024

Odia Express

Here, There and Everywhere

ସାବଧାନ , ଚାହାର ସହ କେବେ ଭୁଲରେ ବି କରନ୍ତୁ ନାହିଁ ଏହି ଗୋଟେ ଜିନିଷର ସେବନ , ହୋଇପାରେ କ୍ୟାନ୍ସର୍

ଆମର ଭାରତରେ ଯଦି ଦେଖାଯାଏ ତେବେ ଲୋକ ସକାଳର ଆରମ୍ଭ ଚାହା ସହ କରିଥାନ୍ତି , ଓ ଆମ ଭାରତୀୟମାନଙ୍କର ପ୍ରଥମ ପସନ୍ଦ ସକାଳୁ ଉଠିକରି ଗରମ ଗରମ ଚାହା ପିଇବା, ଆଜି ଆମେ ଆପଣଙ୍କୁ ଚାହା ସଂବନ୍ଧିତ ଏକ ଜରୁରୀ ସୁଚନା ଦେବାକୁ ଯାଊଛୁ, ଯାହାକୁ ଜାଣିବା ବହୁତ ଜରୁରୀ ଅଟେ, ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଏକ ଜିନିଷ ବିଷୟରେ କହିବୁ ଜାହାର ସେବନ ଆପଣଙ୍କୁ ଚାହାର ସହ କରିବା ଅନୁଚିତ୍ । ଯଦି ଆପଣ ଏହି ଜିନିଷର ସହ କରନ୍ତି ତେବେ ଆପଣଙ୍କୁ କ୍ୟାନ୍ସର୍ ପରି ବଡ ରୋଗ ହୋଇପାରେ,  ଆଜିକାଲି କର୍ମବ୍ୟସ୍ତତା ଜୀବନ ମଧ୍ୟରେ ସମସ୍ତେ ପ୍ରାୟ ପୁରା ଟେନସନ୍ ମାହୋଲ୍ ରେ ଆସୁଛନ୍ତି , ଘରରୁ ନେଇକରି ବାହାର୍ କଥାରେ ଟେନସନ୍ ମଣିଷକୁ ଏକେଲା ଭୋଗିବାକୁ ପଡୁଛି । ଏହି ଦୁନିଆଁରେ ସେ ଧନୀ ହେଉ କିମ୍ବା ଗରିବ କାହାର ଜୀବନରେ ଅଲଗା ଅଲଗା ପ୍ରକାରର ଚିନ୍ତା ରହିଥାଏ, ଓ ନିଜ ଏହି ଟେନସନ୍ କୁ କମ୍ କରିବାପାଇଁ ମଣିଷ ଏହି ଅଭ୍ୟାସକୁ କରିବାରେ ବାଧ୍ୟ ହୋଇଯାଏ , ଓ ଅଲଗା ଅଲଗା ପ୍ରକାରର ଜିନିଷ ସେବନ୍ କରିଥାଏ

ଯେଉଁଥିରେ ବେଶୀ ପ୍ରଭାବି ଓ ଲୋକପ୍ରିୟ ଚାହା ପିଇବା ହୋଇଥାଏ, ଓ ଏହା ସମସ୍ତଙ୍କ ପାଇଁ ବହୁତ ଶସ୍ତା ହୋଇଥାଏ, ବହୁତଥର ଦେଖାଯାଏ କି ଚାହା ପିଇଲେ ଏହା ସବୁ ଦୁର ହୋଇଯାଏ,  ଏହି ଲୋକ ନିଜ ମାନସିକତା ଅଛି କି ଏହା ଆପଣଙ୍କୁ ଆଶ୍ୱସ୍ତି ଦେଇଥାଏ, କାରଣ ଯେବେ ଆମେ ଚାହା ପିଇଥାଉ ତେବେ ଆମେ ଆପଣଙ୍କୁ ପୁର୍ବ ଅପେକ୍ଷା ଅଧିକା ଫ୍ରେସ୍ ଫିଲ୍ କରିଥାଉ । ସେମିତି ଦେଖିବାକୁ ଗଲେ ନିଶାରେ ହେଉ କିମ୍ବା ଛୋଟ କିମ୍ବା ବଡ ଆମର ପାଇଁ ଏହା ବିପଦପୁର୍ଣ୍ଣ ହିଁ ହୋଇଥାଏ, ସେ ଚାହାର ନିଶା ହେଉ କିମ୍ବା ଧୁମ୍ରପାନ କର୍ବା , ବହୁତ ଲୋକ ସିଗାରେଟ୍ ପିଇବାର ଅଭ୍ୟାସ ରଖନ୍ତି , ଆପଣ ଯଦି ସବୁଦିନ ଚାହାର ସହ ସିଗାରେଟ୍ ସେବନ କରନ୍ତି , ତେବେ ସାବଧାନ ହୋଇଯାଆନ୍ତୁ , ଏହା ଶରୀରକୁ ଆପଣଙ୍କ ଖରାପ ପ୍ରଭାବ ପକାଇବ

ଆପଣଙ୍କୁ କହିଦେବୁ କି ଶରୀର ପାଇଂ ସିଗାରେଟ୍ କେତେ ହାନିକାରକ ହୋଇପାରେ, ଆମର ସମାଜରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ଚାହା ସହ ସିଗାରେଟ୍ ସେବନ କରନ୍ତି , ସେମାନଙ୍କ ଏହି ଅଭ୍ୟାସ୍ ତାଙ୍କ ମୃତ୍ୟୁର କାରଣ ହୋଇଯାଏ , ଲମ୍ବା ସମୟରୁ ଏମିତି କରିଲେ ଆପଣଙ୍କୁ କ୍ୟାନ୍ସର୍ ପରି ଗଂମ୍ଭିର ରୋଗ ହୋଇପାରେ, ଏଥିପାଇଁ ଚାହାର ସହ ସିଗାରେଟ୍ ସେବନ ବିଲକୁଲ୍ କରନ୍ତୁ ନାହିଁ । ଆପଣଙ୍କୁ କହିଦେବୁ କି ଚାହା ସହ ସିଗାରେଟ୍ ସେବନ କରିଲେ ଗଳା ଓ ପେଟରେ ନାନା ପ୍ରକାରର ସମସ୍ୟା ହୋଇଥା,ଏ ଏବେ ଏକ ସୋଧରୁ ଜଣାଯାଇଛି କି ଯଦି କେଉଁ ବ୍ୟକ୍ତି ଚାହା ପିଇବା ସମୟରେ ସିଗାରେଟ୍ ସେବନ କରେ ତେବେ ତାକୁ ଏସୋଫେଗାଲ୍ କ୍ୟାନର୍ ପରି ଘାତକ ରୋଗ ହେବାର ଦେଖାଯାଏ , ଯାହା ଶରୀର ପାଇଁ ଓ ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

ଚାହା ଆମ ଶରୀରରେ ମହଜୁଦ୍ ଏସୋଫେଗାସ୍ ନାମକ ଟିସୁକୁ କ୍ଷତି ପହଞ୍ଚାଇଥାଏ,  ଓ ଏମିତିରେ ଚାହା ଓ ସିଗାରେଟ୍ ସହ ସାଥିରେ ନେଲେ ଆପଣଙ୍କ ଏସୋଫେଗାସ୍ ଟିଶୁ ଛୋଟ ହୋଇଯାଏ,  ଓ ଆପଣଙ୍କୁ ଏସୋଫେଗାସ୍ କ୍ୟାନ୍ସର୍ ହେବାର ବିପଦ ଅଧିକା ହୋଇଯାଏ,  ଏଥିପାଇଁ ଚାହା ପିଇବା ସମୟରେ ଏହି ଜିନିଷର ସେବନ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ହିତ ଅଟେ।

Leave a Reply

Your email address will not be published. Required fields are marked *