October 25, 2024

Odia Express

Here, There and Everywhere

ଦାନ୍ତର ହଳଦିଆ ଦାଗରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ଏହି ଘରୋଇ ପ୍ରକିୟା, ଦାନ୍ତ ପୁରା ଧଳା ହେଇଯିବ..

1 min read

ସୁନ୍ଦର ତ୍ୱଚା ପାଇବାକୁ ହେଲେ ଆସିବା ଦିନରୁ ଲୋକେ ନାନାପ୍ରକାରର ଯତ୍ନ ନେଇଥାନ୍ତି , କିନ୍ତୁ ଯେବେ କଥା ଦାନ୍ତର ଆସେ ତେବେ ଏହା ଉପରେ ଆଉ ଧ୍ୟାନ ଦିଆଯାଏ ନାହିଁ । କିନ୍ତୁ କଣ ଆପଣ ଜାଣିଛନ୍ତି , ଚେହେରାର୍ ସୁନ୍ଦରତାରେ ଦାନ୍ତ ଏକ ମହତ୍ତ୍ୱପୁର୍ଣ୍ଣ ଅଟେ , ଏହା ସୁନ୍ଦରତାରେ ନଜର ଆସିଥାଏ, ମୋତିପରି ଦାନ୍ତକୁ ଚମକାଇ ଦାନ୍ତର ପର୍ସନାଲିଟି ଫିକା ହେବାକୁ ଆମେ ଦେଇନଥାଉ, ଏମିତିରେ ଯଦି ଆପଣଙ୍କ ଦାନ୍ତ ହଳଦିଆ ହୋଇସାରିଛି, ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଆମ ଦ୍ୱାରା କୁହାଯାଇଥିବା ଘରୋଇ ପ୍ରକିୟା ନିଶ୍ଚିତ ଆପଣାନ୍ତୁ , ଏହି ପ୍ରକିୟା ପ୍ରୟୋଗକରି ଆପଣ ଦାନ୍ତକୁ ମୋତି ପରି ଚମକାଇପାରିବେ ।

ତେଜପତ୍ର- ତେଜପତ୍ର ଦାନ୍ତକୁ ଚମକଦାର୍ ବନାଇବାରେ ସହାୟକ ହୋଇଥାଏ,  ଆପଣ ସୁଖିଲା ତେଜପତ୍ରକୁ ଭଲ ଭାବରେ ପେଷିକରି ତାହାର ମଞ୍ଜନ ପ୍ରସ୍ତୁତ୍ କରିନିଅନ୍ତୁ, ଏହି ମଞ୍ଜନକୁ ସପ୍ତାହରେ ୨-୩ ଥର କରନ୍ତୁ, ଏମିତି ସପ୍ତାହ ପର୍ଯ୍ୟନ୍ତ କରିଲେ ଏହାର ପରିଣାମ ଦେଖିବାକୁ ମିଳିଯିବ , ଆପଣଙ୍କ ହଳଦିଆ ଦାନ୍ତ ଚମକିବାକୁ ଲାଗିବ , କହିଦେବୁ କି ଏହି ମଞ୍ଜନ ଦାନ୍ତରେ ଜମି ହୋଇଥିବା ଦୁର କରି ତାଙ୍କୁ ଚମକଦାର୍ ବନାଇବାରେ ସହାୟକ ହୋଇଥାଏ ।

ଲୁଣ- ଲୁଣ ଦାନ୍ତକୁ ହେଲଦି ରଖିବାରେ ସହାୟକ ମାନାଯାଏ , ବହୁତଥର୍ ଟିଭିର ବିଜ୍ଞାପନ ଏହା ପଚାରାଯାଇଥାଏ କି ଆପଣଙ୍କ ପେଷ୍ଟରେ ଲୁଣ ଅଛି କି , ଏହାର ପଛରେ ମୁଖ୍ୟ କାରଣ ଏହା କି ଲୁଣ ଦାନ୍ତ ପାଇଁ ଭଲ ହୋଇଥାଏ, ଲୁଣରେ ଦାନ୍ତକୁ ସୁସ୍ଥ୍ୟ ଏବଂ ମଇଳାକୁ ହଟାଇକରି ଧଳା କରିବାରେ ସାହାଯ୍ୟ କରିଥାଏ, ଲୁଣକୁ ଡେଲି ହାଲକା ହାତରେ ଦାନ୍ତରେ ମସାଜ୍ କଲେ ହଳଦିଆ ପଣ ଦୁର୍ କରିଥାଏ ।

ଧଳା ଦାନ୍ତ- ଧଳା ଦାନ୍ତ ପାଇବାକୁ ହେଲେ ଆପଣ ଅଣ୍ତାର ଖୋଳର୍ ବ୍ରଶ୍ କରିପାରିବେ , ଅଣ୍ତାର ଖୋଳକୁ ପେଷ୍ଟ କରି ମଞ୍ଜନ ରୁପରେ ଦାନ୍ତକୁ ଘସିଲେ ମୋତି ପରି ଚମକିବାକୁ ଲାଗେ ।

ସେଓ ଫଳ- ସେଓ ଫଳରେ ଦାନ୍ତରୁ ହଳଦିଆ ପଣ ଦୁର କରିବାରେ ଏକ ଖାସ୍ ଗୁଣ ହୋଇଥାଏ, ଡେଲି ଗୋଟେ ସେଓକୁ ଚୋବାଇକରି ଖାଇଲେ ଦାନ୍ତରୁ ହଳଦିଆ ଦାଗ ଦୁର ହୋଇଯାଏ , ସେଓରେ ମହଜୁଦ୍ ଏସିଡିଟି ଗୁଣ ଦାନ୍ତକୁ ଶାନଦାର୍ ତରିକାରେ କାମ କରିଥାଏ ।

କମଳାର୍ ଚୋପା- ଆପଣଙ୍କୁ କହିଦେବୁ କି ବହୁତ ପ୍ରକାରର ଲୋକଙ୍କର ଦାନ୍ତ ହଳଦିଆ ହେବାର ସହ କଳା ବି ପଡିଯାଏ , ଏମିତିରେ କଳା ହୋଇସାରିଥିବା ଦାନ୍ତକୁ ଧଳା କରିବାକୁ ହେଲେ କମଳାର ଚୋପା ଏବଂ ତୁଳସୀର ପତ୍ରକୁ ସୁଖାଇକରି ଏକ ପେଷ୍ଟ କରିଦିଅନ୍ତୁ , ତାପରେ ଏହାକୁ ପ୍ରତିଦିନ ମଞ୍ଜନରୁପେ ବ୍ୟବହାର କଲେ କିଛି ଦିନରେ ଆପଣଙ୍କୁ ଏହାର ପରିଣାମ ନଜର ଆସିବ, ଓ କଳା ହୋଇଯାଈଥିବା ଦାନ୍ତ ଆଉଥରେ ଧଳା ହୋଇଯୀବ

Leave a Reply

Your email address will not be published. Required fields are marked *