October 27, 2024

Odia Express

Here, There and Everywhere

ଘର ଦୁଆର ବାହାରେ ଏହି ପରି ଜଳାଇଦିଅନ୍ତୁ ଖାଲି ଗୋଟେ ଦୀପ ବର୍ଷର ପୁରୁଣା ଦାରିଦ୍ରତା ହୋଇଯିବ ଦୁର..

1 min read

ଆଜିକାଲି ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହିଁଥାଏ , ଓ ଭାବିଥାଏ କି ତାର ଜୀବନରେ ପଇସାର କମି ନ ରହୁ, ଓ ଜୀବନରେ ଖୁସି ଭରିରହୁ, କିନ୍ତୁ ବହୁତଥର ଏମିତି ହୋଇପାରେନାହିଁ , ବହୁତଥର କଡା ପରିଶ୍ରମ କରିବାପରେ ବି ଧନର ହାନୀ ହୋଇଥାଏ, ଓ ଆପଣଙ୍କ ଉପରେ ଆର୍ଥିକ ସଙ୍କଟ ରହିଥାଏ , ସେ କେଉଁ ବି କାମ ହେଉ ଅସଫଳତା ମିଳିଥାଏ, ଓ ଆମର ଭାବିଥିବା କାମ ହୋଇପାରେ ନାହିଁ । କିନ୍ତୁ ପରିଶ୍ରମରୁ ବ୍ୟକ୍ତିକୁ କିଛି ମିଳିପାରେନାହିଁ, କିନ୍ତୁ ଯଦି କେଉଁ ବ୍ୟକ୍ତି ଲକ୍ଷାଧିକ ଚେଷ୍ଟା କରିବାପରେ ବି ସେତେ କମାଇପାରେନାହିଁ ଯେତେ ସେ ପରିଶ୍ରମ କରିଥାଏ,  ଅଧିକାଂଶ ଲୋକ ଏମିତି ଅଛନ୍ତି ଯିଏକି ବହୁତ ପରିଶ୍ରମ କରିଥାନ୍ତି , କିନ୍ତୁ ସଫଳତା ହାସିଲ୍ କରିପାରନ୍ତି ନାହିଁ , ଜ୍ୟୋତିଷ୍ୟଙ୍କ ମାନିବା କଥା କି ଯେଉଁ ଲୋକଙ୍କର କୁଣ୍ତଳୀରେ ଗ୍ରହର ଦୋଷ ହୋଇଥାଏ , ସେମାନେ କେଉଁ କାମକୁ ସହଜରେ ସଫଳ କରିପାରନ୍ତି ନାହିଁ , ଓ ଚିନ୍ତା ରହିଯାଏ  ତେବେ ଏହାର ପଛରେ କାରଣ ଏହା କି ବାସ୍ତୁଦୋଷ । ଯାହା ଉପରେ ଆସିପାରେ , କିନ୍ତୁ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ , କିଛି ଉପାୟ ଦ୍ୱାରା ବ୍ୟକ୍ତି ନିଜ ଦାରିଦ୍ରତାକୁ ଦୁର କରିପାରିବ, ଏହା ସହ ତାଙ୍କ ଘରେ ସୁଖ ସଂମ୍ପତ୍ତି ଏବଂ ଦେବୀ ଲକ୍ଷ୍ମୀଙ୍କ୍ ବାସ ହେବ,  ତେବେ ଆସନ୍ତୁ ଜାଣିବା କୁଣ୍ତଳି ଦୋଷରୁ କେଉଁ କେଉଁ ଉପାୟ କରାଯାଇପାରିବ ।

୧) ପ୍ରଥମ ଉପାୟ- ପ୍ରଥମ ଉପାୟ ହେଲା ରବିବାର ଦିନ ସକାଳୁ ଉଠିକରି ଗାଧୋଇସାରି ସଫା ବସ୍ତ୍ର ପରିଧାନ କରି ମୁଖ୍ୟଦ୍ୱାରରେ କୁମକୁମ୍ ଛିଞ୍ଚନ କରନ୍ତୁ , ଏହାପରେ କବାଟ ଆଡକୁ ଦୁଇଟି ଘିଅର ଦିପ ଲଗାନ୍ତୁ , ଏମିତି କରିଲେ ଆପଣଙ୍କ ଘରେ ସକରାତ୍ମକତା ବଢିବ , ଓ ସୁଖ ସମୃଦ୍ଧି ବୃଦ୍ଧି ହେବେ ।

୨) ଦ୍ୱିତୀୟ ଉପାୟ- ରବିବାର ଦିନ ବା କେଉଁ ଶୁଭ ଦିନ ସକାଳୁ ଗାଧୋଇବାପରେ ପୁଜାରେ ଉପଯୋଗ କରାଯାଉଥିବା ଲାଲ୍ ଫିତା ନିଅନ୍ତୁ , ଓ ସେଥିରେ କେଶର ରଙ୍ଗ ଲଗାଇକରି ନିଜ ଘରର ମୁଖ୍ୟ ଫାଟକରେ ଭଲ ଭାବରେ ବାନ୍ଧିଦିଅନ୍ତୁ, ଏହି ରକ୍ଷାସୁତ୍ର ଘରେ ନକରାତ୍ମକତା ଆଣିବାରେ ରୋକିବ,  ଓ ଫିତା ଯେବେ ପୁରୁଣା ହୋଇଯିବ ।ତେବେ ଏହାକୁ ସମୟ ଥିବାପରେ ବଦଳାଇଦେବେ ।

୩) ତୃତୀୟ ଉପାୟ- ସକାଳୁ ଗାଧୋଇବାପରେ ଆପଣଙ୍କୁ ସକାଳୁ ତମ୍ବାର ଢାଳରେ ପାଣିନେଇକରି ସେଥିରେ ଫୁଲ, କୁମକୁମ୍ , ଓ ଚାଉଳ ପକାଇ ବରଗଛ ତଳେ ଅର୍ପଣ କରିବାର ଅଛି ଏମିତି କରିଲେ ଘରେ ସୁଖ ଓ ସମୃଦ୍ଧି ଆସିଥାଏ , ଧନ ସଂବନ୍ଧୀ କାମରେ ଆସୁଥିବା ଅସୁବିଧା ଦୁର ହୋଇପାରେ, ଓ ଆପଣଙ୍କ ଭାଗ୍ୟ ଖୋଲିପାରେ ।

୪) ଚତୁର୍ଥ ଉପାୟ- ଶେଷ ଉପାୟ ଯାହାଆପଣଙ୍କୁ କରିବାର ଅଛି ତାହା ହେଲା କେଉଁ ଶୁଭଦିନରେ ସ୍ପଟିକ୍ ଶ୍ରୀଯନ୍ତ୍ର ନେଇକରି ଘରକୁ ଆସନ୍ତୁ, ଓ ଏହାକୁ ନିଜ ଘରେ କିମ୍ବା ଦୋକାନ ସ୍ଥାନରେ ରଖିବେ,  ଏହାପରେ ସବୁଦିନ ଶ୍ରୀଯନ୍ତ୍ରର ପୁଜା କରିବେ , ଯଦି ସବୁଦିନ ପୁଜାକରିପାରୁନାହାନ୍ତି , ତେବେ ଶ୍ରୀଯନ୍ତ୍ରକୁ ଲାଲ କପଡାରେ ଗୋଡାଇ ଆଲମୀରାରେ ରଖିଦିଅନ୍ତୁ , ଏମିତି କରିଲେ ଦୋକାନ କିମ୍ବା ଘରେ ଲକ୍ଷ୍ମୀଙ୍କ ଆଗମନ ହେବ , ଓ ଆପଣ ନିଜ ଜୀବନରେ ଉନ୍ନତି କରିବେ , ଓ ସବୁ ବିଗଡିଯାଇଥିବା କାମ ହୋଇଯିବ

Leave a Reply

Your email address will not be published. Required fields are marked *