October 24, 2024

Odia Express

Here, There and Everywhere

ଆପଣଙ୍କ ଚତୁର ବୁଦ୍ଧି ପରୀକ୍ଷା – ଆପଣଙ୍କ ଆଗରେ ଗୋଟେ ହଂସ ଚିତ୍ର ଅଛି ଆଉ ତାପରେ ଗୋଟେ ଟଙ୍କିକିଆ ଚିତ୍ର ଅଛି ତାହେଲେ ଝିଅର ନାମ କଣ ? – ଦେଖନ୍ତୁ ଏପରି ୧୫ ଟି ଚତୁର ପ୍ରଶ୍ନ ଓ ଉତ୍ତର ଗୁଡିକ.

1 min read

ଆମେ ଆପଣଙ୍କୁ କେତେକ ପଜଲ ଦେଖେଇବୁ ଆଉ ଆପଣ ତାକୁ ଦେଖି ଗୋଟେ ଝିଅର ନାମ କହିବାର ଅଛି ଆଉ ଯଦି ଆପଣ କହିଦେଲେ ତାହେଲେ ଆପଣ ଜାଣିବେ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି।ତାହେଲେ ଚାଲନ୍ତୁ ଜାଣିବା ସେ ପଜଲ ଗୁଡିକୁ|ତେବେ ଏହି ପଜାଲ ଗୁଡିକ ନ୍ଖଉବ ସୁନ୍ଦର ଓ ଚତୁର ଅଟେ |ଏହି ପଜଲ ଜାଣିବା ପାଇଁ ଆପଣ ବୁଦ୍ଧି ଖଟେଇବା ପାଇଁ ପଡିବ | ତେବେ ଚାଲନ୍ତୁ ଜାଣିବା ଆଜି ଏହି ପ୍ରଶ୍ନ ର ଉତ୍ତର ଗୁଡିକ

ପଜଲ ନମ୍ବର୍ ୦୧:-ଇଂରାଜୀ ଅକ୍ଷର R ର ଚିତ୍ର ଅଛି,ଆଉ ତାପରେ ଚଣାର ଅଛି,ତାହେଲେ ଝିଅର ନାମ କଣ ?

ଉତ୍ତର:-ତାହେଲେ ଏହି ସବୁ ଜିନିଷକୁ ଦେଖିଲା ପରେ ଜଣା ପଡୁଛିକି ଝିଅଟିର ନାମ ହେଉଛି ରଚନା ,କାରଣ ପ୍ରଥମେ ଅଛିଇଂରାଜୀ ଅକ୍ଷର ଆର ଆଉ ତାପରେ ଥିବା ଚିତ୍ର ହେଉଛି  ଚନା ।ତେଣୁ ସେ ଝିଅର ନାମ ହେଉଛି ରଚନା ।

ପଜଲ ନମ୍ବର୍ ୦୨:-ତାପରେ ଦିଆଯାଇଛି ଗୋଟେ ମୁହଁ,ଆଉ ତାପର ଚିତ୍ରରେ ଅଛି ଗୋଟେ ଗଧର ଚିତ୍ର।ତାହେଲେ ସେ ଝିଅର ନାମ କଣ ?

ଉତ୍ତର:-ତାହେଲେ ଏହି ସବୁ ଜିନିଷକୁ ଦେଖିଲା ପରେ ଜଣା ପଡୁଛିକି ଝିଅଟିର ନାମ ହେଉଛି ମୁଗ୍ଧା।ଏହାର କାରଣ ପ୍ରଥମ ଚିତ୍ରରେ ଆସିଲା ମୁହଁ,ତାପରେ ଗଧର ଚିତ୍ର ଅଛି।ତେଣୁ ସେ ଝିଅର ନାମ ହେଉଛି ମୁଗ୍ଧା।

ପଜଲ ନମ୍ବର୍ ୦୩:-ଏହା ପରେ ଆପଣଙ୍କ ଆଗରେ ଗୋଟେ କାନ୍ଦିବା ଚିତ୍ର ଅଛି ଓ ଶନି ଗ୍ରହଙ୍କର ଚିତ୍ର ଅଛି, ଆପଣ ଏବେ ତାଭିତରୁ ଗୋଟେ ଝିଅର ନାମ ବାଛନ୍ତୁ ?

ଉତ୍ତର:-ତାହେଲେ ଝିଅଟିର ନାମ ହେଲା ରୋୖସ୍ନି।ଏହାର କାରଣ ପଜେଲରେ ଦିଆ ଯାଇଥିବା ପ୍ରଥମ ଚିତ୍ର ହେଉଛି ରୋ ଆଉ ସେ ଗ୍ରହଟିର ନାମ ହେଉଛି ଶନି।ତେଣୁ ଝିଅର ନାମ ହେଉଛି ରୋୖସ୍ନି।

ପଜଲ ନମ୍ବର୍ ୦୪:-ଚତୁର୍ଥ ନମ୍ବର୍ ପଜଲରେ ଆପଣଙ୍କ ଆଗରେ ଦିଆ ଯାଇଛି ଗୋଲାପ ଚିତ୍ର ଆଉ ତାପରେ ଅଛି ଗୋଟେ ଇଂରାଜୀ ଶବ୍ଦ ଓ ।ତାହେଲେ ଝିଅଟିର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୁଲାବୋ।ଏହାର କାରଣ ହେଲା ପ୍ରଥମେ ଆପଣଙ୍କୁ ଦିଆଯାଇଛି ଗୋଲାପ ଚିତ୍ର ଆଉ ତାପରେ ଦ୍ଵିତୀୟରେ ଦିଆଯାଇଛି ଇଂରାଜୀ ଅକ୍ଷର ଓ ତାହେଲେ ସେ ଝିଅର ନାମ ହେଲା ଗୁଲାବୋ।

ପଜଲ ନମ୍ବର୍ ୦୫:-ତାପର ପଜେଲରେ ଆପଣଙ୍କ ଆଗରେ କେତେ ଗୁଡିଏ ବହି ଅଛି ତାହେଲେ ଝିଅଟିର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଵିଦ୍ୟା।ଏହାର କାରଣ ଚିତ୍ରରେ କେତେ ଗୁଡିଏ ବହି ଅଛି ତେଣୁ ତାର ନାମ ହେଉଛି ବିଦ୍ୟା।

ପଜଲ ନମ୍ବର୍ ୬:-ଆପଣଙ୍କ ଆଗରେ ଗୋଟେ ବିଲେଇ ଚିତ୍ର ଅଛି ଆଉ ତାପରେ ଇଂରାଜୀରେ ଆର ଆଇ ଲେଖା ଚିତ୍ର ଅଛି ଓ ଛକି ଚିତ୍ର ଅଛି ତାହେଲେ ଏଠାରେ ଝିଅର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କେଟ୍ରିନା ।ଏହାର କାରଣ ହେଲା ପ୍ରଥମେ ଗୋଟେ ବିଲେଇ ଚିତ୍ର ଅଛି ତେଣୁ ତାର ଇଂରାଜୀ ହେଉଛି କ୍ୟାଟ ଆଉ ତାପର ଚିତ୍ରରେ ଅଛି ରି,ଆଉ ଏହା ପରେ ଅଛି ଭୁଲ ଚିନ୍ହ ମାନେ ନା,ତେଣୁ ଝିଅଟିର ନାମ ହେଉଛି କେଟ୍ରିନା।

ପଜଲ ନମ୍ବର୍ ୦୭:-ଆପଣଙ୍କ ଆଗରେ ଅଛି ଇଂରାଜୀ ଆ ଆଉ ତାପରେ ଅଛି ଗୋଟେ ତାଲା ଚିନ୍ହ ତାହେଲେ ସେଠାରେ ଗୋଟେ ପୁଅର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଲୋକ।ଏହାର କାରଣ ହେଲା ପ୍ରଥମ ରେ ଆ ଚିନ୍ହ ଅଛି ଦ୍ଵିତୀୟରେ ତାଲା ଚିନ୍ହକୁ ଲକ ବୋଲି ଧରିବା ତାହେଲେ ପୁଅର ନାମ ହେବ ଆଲୋକ।

ପଜଲ ନମ୍ବର୍ ୦୮:-ଅପଣଙ୍କ ଆଗରେ ଗୋଟେ ରାଜାଙ୍କର ଚିତ୍ର ଅଛି ତାହେଲେ ଏଠାରେ ପୁଅର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ରିନ୍ସ ଏହାର କାରଣ ଚିତ୍ରରେ ରାଜାଙ୍କର ଫୋଟୋ ଅଛି ତେଣୁ ଇଂରାଜୀରେ ଦେଖିବାତ ତାଙ୍କର ନାମ ହେଉଛି ପ୍ରିନ୍ସ।ତେଣୁ ପୁଅର ନାମ ହେଉଛି ପ୍ରିନ୍ସ।

ପଜଲ ନମ୍ବର୍ ୦୯:-ଆପଣଙ୍କ ସାମ୍ନାରେ ଗୋଟେ ଗଛର ଚିତ୍ର ସଛି,ତାପରେ ଗୋଟେ ଆଖି ଚିତ୍ର ଅଛି ତାହେଲେ ଏଠାରେ ପୁଅର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତ୍ରିଲୋଚନ।

ପଜଲ ନମ୍ବର୍ ୧୦:-ଆପଣଙ୍କ ଆଗରେ ଗୋଟେ ଦୀପ ଚିନ୍ହ ଅଛି ଆଉ ତାପରେ ଇଂରାଜୀ ଅକ୍ଷର ପା ଅଛି ତାହେଲେ ଝିଅର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦିପା।

ପଜଲ ନମ୍ବର୍ ୧୧:-ଆପଣଙ୍କ ଆଗରେ ଗୋଟେ କପ ଚାର ଚିତ୍ର ଅଛି ଆଉ ତାପରେ କିଛି ମେଡ଼ିସିନ ଅଛି ତାହେଲେ ପୁଅର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କପିଲ।

ପଜଲ ନମ୍ବର୍ ୧୨:-ଆପଣଙ୍କ ଆଗରେ ଇଂରାଜୀ ଅକ୍ଷର ବି ଅଛି ଆଉ ତାପରେ ଗୋଟେ ନଳ ଚିତ୍ର ଅଛି ତାହେଲେ ଝିଅର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିନଳ।

ପଜଲ ନମ୍ବର୍ ୧୩:-ଆପଣଙ୍କ ଆଗରେ ଦୁଇଟି ଆଖି ଚିତ୍ର ଅଛି ଆଉ ତାପରେ ଗୋଟେ ଛକି ଚିନ୍ହ ଅଛି ତାହେଲେ ଝିଅର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନେନା।

ପଜଲ ନମ୍ବର୍ ୧୪:-ଆପଣଙ୍କ ଆଗରେ ଗୋଟେ ହଂସ ଚିତ୍ର ଅଛି ଆଉ ତାପରେ ଗୋଟେ ଟଙ୍କିକିଆ ଚିତ୍ର ଅଛି ତାହେଲେ ଝିଅର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହଂସୀକା।

ପଜଲ ନମ୍ବର୍ ୧୫:-ଆପଣଙ୍କ ଆଗରେ ଗୋଟେ ଜୋତା ଚିତ୍ର ଅଛି ଆଉ ତାପରେ ଇଂରାଜୀ ଅକ୍ଷର ଆରୟୁ ଚିତ୍ର ଅଛି ଓ ଗୋଟେ ଚା କପ ଚିତ୍ର ଅଛି, ତାହେଲେ ଝିଅର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶ୍ରୁତି।

Leave a Reply

Your email address will not be published. Required fields are marked *