October 23, 2024

Odia Express

Here, There and Everywhere

ବାଛନ୍ତୁ ଯେକୌଣସି ଏକ ଫୁଲ ତୋଡା ଆଉ ଯାଣନ୍ତୁ ଆପଣଙ୍କ ଜୀବନ ସାଥୀ କିପରି ହୋଇଥିବେ – ଏହି କଥା ନିଶ୍ଚୟ ଜାଣିରଖନ୍ତୁ

ଆଜି ଆମେ ଆପଣଙ୍କ ସମ୍ନାରେ କିଛି ଫୁଲ ତୋଡା ରଖିବୁ ଆଉ ଆପଣଙ୍କୁ ତାଭିତରୁ ଗୋଟେ ବାଛିବାର ଅଛି।ଯାହାଦ୍ୱାରା ଆପଣ ଜାଣି ପାରିବେକି ଆପଣଙ୍କ ଜୀବନ ସାଥି କିପରି ହେବେ।କୌଣସି ବ୍ୟକ୍ତିର ବିଚାର ସେ ବ୍ୟକ୍ତିର ସ୍ୱଭାବର ଆଇନା ହୋଇଥାଏ।ତାକୁ କଣ ପସନ୍ଦ ଓ କଣ ନା ପସନ୍ଦ ଜାଣିବା ଦ୍ୱାରା ତାର ସ୍ୱଭାବର ବିଭିନ୍ନ ଦୃଷ୍ଟି କୋଣର ଜଣା ପଡ଼ିଥାଏ।ଆଜି ଏଠାରେ ଆପଣଙ୍କୁ ପାଞ୍ଚଟି ଅଲଗା ଅଲଗା ଫୁଲ ତୋଡା ବିଷୟରେ କୁହାଯିବ।ଯାହା ଭିତରୁ ଆପଣଙ୍କୁ ଗୋଟେ ତୋଡା ବାଛିବାର ଅଛି।ଆଉ ଏହି ଫୁଲ ତୋଡା ଆପଣଙ୍କ ଜୀଵନ ସାଥି କିମ୍ବା ପ୍ରେମିକା ବିଷୟରେ କିଛି ମହତ୍ୱପୁର୍ଣ୍ଣ କହିବାକୁ ଯାଉଛି।ତାହେଲେ ଚାଲନ୍ତୁ ଆଉ ବାଛନ୍ତୁ ଯେକୌଣସି ଫୁଲ ତୋଡା ଆଉ ତାପରେ ଆମେ ଆପଣଙ୍କ ଜୀବନ ସାଥି ବିଷୟରେ ଆପଣଙ୍କୁ କିଛି ରହସ୍ୟକର କଥା କହିବୁ।ତେବେ ଚାଲନ୍ତୁ ଜାଣିବା।

୧. ପ୍ରଥମେ ଆସିବ ନାରଙ୍ଗୀ ରଙ୍ଗର ଏକ ଫୁଲ ତୋଡା।ଆଉ ଯଦି ଆପଣ ଏହି ପ୍ରଥମ ଫୁଲ ତୋଡା ବାଛୁଛନ୍ତି ତାହେଲେ ଆପଣଙ୍କ ଜୀବନ ସାଥି ସବୁଠାରୁ ଅଧିକ ସୁନ୍ଦର ଓ ଯତ୍ନବାନ ହେବେ।ଆଉ ହେଇପାରେକି ତାଙ୍କୁ ତାଙ୍କର ନିଜର ହୃଦୟର କଥା କାହା ସହିତ ବାଣ୍ଟିବା ପସନ୍ଦ ହୋଇ ଥାଏକି ନାହିଁ କିନ୍ତୁ ଆପଣ ତାଙ୍କ ଜୀବନରେ ଏମିତି ଜଣେ ବ୍ୟକ୍ତି ଯାହାଶହିତ ସେ ନିଜର ସମ୍ପୂର୍ଣ୍ଣ କଥାକୁ ବାଣ୍ଟିବେ।ଆଉ ଏହି କଥା ଆପଣଙ୍କୁ ଆଉ ତାଙ୍କୁ ବହୁତ ପାଖକୁ ଆସିବାରେ ସାହାଯ୍ୟ କରିବ।ସର୍ଵ ଶେଷରେ କହିବାକୁ ଗଲେ ଆପଣଙ୍କ ପ୍ରେମ ସମ୍ପର୍କ ସବୁଠାରୁ ବଢିଆ ରହିବ।

୨.ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁମାନେ ଦ୍ଵିତୀୟ ଫୁଲ ତୋଡା ବାଛିଛନ୍ତି ବା ହଳଦିଆ ରଙ୍ଗର ସୁର୍ଯ୍ୟମୁଖୀ ଫୁଲ ବାଛିଛନ୍ତି।ତାହେଲେ ଏମାନଙ୍କର ଜୀବନ ସାଥୀର ବ୍ୟକ୍ତିତ୍ୱ ବହୁତ ସୁନ୍ଦର ହେବ।ଆପଣଙ୍କ ଜୀଵନ ସାଥି ପାଖରେ ଗୋଟେ ଏମିତି ହୃଦୟ ଅଛି ଯାହା କେଵଳ ଆପଣଙ୍କ ପାଇଁ ଦୁଃକ ଦୁଃକ ହୋଇଥାଏ।ସେ ଆପଣଙ୍କ ଖୁସି ପାଇଁ ବହୁତ ବଡ଼ କିଛି ପ୍ଲାନ କରିବାର ନଜର ଆସିବେ ଓ ଆପଣଙ୍କର କେବଳ ଗୋଟେ ହସ ପାଇଁ ସେ କିଛିବି କରି ପାରିବେ।ଆଉ ଏତିକି କହି ରଖିବୁକି ଆପଣଙ୍କ ହୃଦୟରେ ତାଙ୍କ ପାଇଁ ପ୍ରେମ କିଛି କମ ନଥାଏ।

୩.ଏବେ ଜାଣିବା ସେମାନଙ୍କ ବିଷୟରେ ଯେଉଁମାନେ ତୃତୀୟ ଫୁଲ ତୋଡା ବା ନାରଙ୍ଗୀ ରଙ୍ଗର ଫୁଲ ତୋଡା ବାଛିଛନ୍ତି ତାହେଲେ ଏମାନଙ୍କ ଜୀବନ ସାଥି ବହୁତ ଆଡ଼ଭେନଚର ସ୍ୱଭାବର ହୋଇଥାନ୍ତି।ସେ ନିଜର ଭଲ ପାଇବା ପ୍ରତି ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହୋଇ ଥାନ୍ତି।ସେ ଆପଣଙ୍କ ସହିତ ପ୍ରେମ ପୁର୍ଣ୍ଣ ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି।ଆଉ ଏହା ସହିତ ସେ ଆପଣଙ୍କୁ ସମ୍ପୂର୍ଣ୍ଣ ଜଗତର ଖୁସି ଦେବାକୁ ଚେଷ୍ଟା କରିଛନ୍ତି।ଆପଣ ଏମିତି ଏକ ଦୁନିଆ ସୃଷ୍ଟି କଟିବାକୁ ଚାହୁଁଛନ୍ତି ଯେଉଁଠି ଆପଣ ଆଉ ଆପଣଙ୍କ ସାଥି ଯେମିତି ଖୁସିରେ ରହିପାରିବେ।ଆପଣଙ୍କ ଜୀବନରେ ଆସିବାକୁ ଯାଉଥିବା ବ୍ୟକ୍ତିବିଶେଷ ବହୁତ ଭାଗ୍ୟଶାଳୀ ହୋଇଥାଏ।

୪.ଏବେ ଜାଣିବା ସେମାନଙ୍କ ବିଷୟରେ ଯେଉଁମାନେ ଚତୁର୍ଥ ଫୁଲ ତୋଡା ବାଛିଛନ୍ତି ତାହେଲେ ଆପଣଙ୍କ ଜୀବନ ସାଥି ନିଜର ସ୍ୱଭାବରେ ବହୁତ ନରମ ହୃଦୟର ଆଉ ଲାଜକୁଳା ହୋଇଥାନ୍ତି।ଆଉ ଆପଣ ତାଙ୍କୁ ସବୁବେଳେ ସୁରକ୍ଷା ଦେବାକୁ ଚେଷ୍ଟା କରିବେ ଆଉ ତାସହିତ ସେ ସମ୍ପର୍କ ପରିବହନ କରିବାରେ ଶକୁଶଳ ହୋଇଥାନ୍ତି।ଆପଣ ଦୁଇଜଣଙ୍କ ଭିତରେ ଭଲ ପାଇବା ବହୁତ ମଜବୁତ ହେବ।

୫.ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁମାନେ ପାଞ୍ଚ ନମ୍ବର୍ ଫୁଲ ତୋଡା ବାଛନ୍ତି।ତାହେଲେ ଏମାନଙ୍କ ଜୀବନ ସାଥି ବହୁତ ହସ ମୁଖ ଓ ମଜାକିଆ ସ୍ଵଭାଵର ହୋଇ ଥାନ୍ତି।ଏମାନେ ନିଜର ହସମୁଖ ସ୍ଵଭାଵ କାରଣରୁ ସମସ୍ତଙ୍କ ସହିତ ଜଡିତ ହୋଇ ରହି ଥାଆନ୍ତି।ଆଉ ଏମାନଙ୍କୁ ବର୍ତ୍ତମାନରେ ରହିବା ପସନ୍ଦ ହୋଇ ଥାଏ।ନିଜ ଭଲ ପାଇବା ସହିତ ନିଜ ପରିବାର ଲୋକଙ୍କ ମଧ୍ୟ ଧ୍ୟାନ ରଖିଥାନ୍ତି।ସେ ଆପଣଙ୍କ ପାଇଁ ଜଣେ ପ୍ରକୃତ ଜୀବନ ସାଥି ରହିବେ ଯିଏ ସମ୍ପୂର୍ଣ୍ଣ ଜୀବନ ସାରା ତାଙ୍କର ସହାୟତା କରିବେ।

Leave a Reply

Your email address will not be published. Required fields are marked *