October 23, 2024

Odia Express

Here, There and Everywhere

ଯଦି ଆପଣ ବଦଳାଇବାକୁ ଚାହୁଁଛନ୍ତି ନିଜ ଭାଗ୍ୟ ତ ଆଜି ହିଁ ନିଜ ପଲଙ୍କ ତଳେ ରଖିଦିଅନ୍ତୁ ଏହି ଖାସ୍ ଜିନିଷ

ଏହି ଦୁନିଆଁରେ ଏମିତି ବହୁତ ଲୋକ ଅଛନ୍ତି ଯାହାଙ୍କୁ ପରିଶ୍ରମ କରିବାପରେ ବି ସଫଳତା ହାସିଲ୍ ହୋଇପାରେ ନାହିଁ , ଏବେ ସେମିତି ତାଙ୍କର ଏହା ଭାଗ୍ୟ କହିବା ନହେଲେ ଖରାପ ଭାଗ୍ୟ , ଯିଏ କଡା ପରିଶ୍ରମ କରିବାପରେ ବି ତାଙ୍କ ଭାଗ୍ୟ ତାଙ୍କ ସାଥ୍ ଦିଏନି, ଏହାର ସବୁଠାରୁ ବଡ କାରଣ କୁଣ୍ତଳୀରେ ଦୋଷ ହୋଇଥାଏ , ଏମିତି ମାନାଯାଏ କି ଯଦି ବ୍ୟକ୍ତି କୁଣ୍ତଳୀରେ କିଛି ଦୋଷ ଅଛି ତେବେ ତାହାର ପୁରା ଭାଗ୍ୟ ବଦଳିଯାଇଥାଏ , କୁଣ୍ତଳିର ଦୋଷରୁ ବ୍ୟକ୍ତି ଭଲ ଭାଗ୍ୟ କୁ ଖରାପ ଭାଗ୍ୟରେ ପରିବର୍ତ୍ତନ କରିଦେଇପାରେ । କୁଣ୍ତଳୀର ଦୋଷ ଆଧାରରେ ବ୍ୟକ୍ତିର ଅସୁବିଧାର ସମାଧାନ ଖୋଜିପାରିବା , ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଊଛୁ, ଯାହାକୁ କରିଲାପରେ ଆପଣଙ୍କ ଜୀବନରେ ସଫଳତା ମିଳିପାରିବ । କୁଣ୍ତଳୀର ଦୋଷ ଆଧାରରେ ବ୍ୟକ୍ତିର ଅସୁବିଧାର ସମାଧାନ ଖୋଜିପାରିବା,  ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ, ଯାହାକୁ କରିବାପରେ ଆପଣଙ୍କ ଜୀବନରେ ସଫଳତା ଆସିଯିବ,  ଏହି ଉପାୟ କୁ ଅଣଦେଖା କରିବାକୁ ଭୁଲ୍ କରିବେ ନାହିଁ,  ତେବେ ଆସନ୍ତୁ ଆପଣଙ୍କୁ କହିବୁ ଏହି ଉପାୟରୁ ଆପଣ ନିଜ କୁଣ୍ତଳୀର ଦୋଷ କିପରି ଦୁର କରିପାରିବା

ଯଦି ଆପଣଙ୍କ କୁଣ୍ତଳୀରେ ମଙ୍ଗଳ ଦୋଷ ଅଛି ତେବେ ଏହି ମଙ୍ଗଳଦୋଷ ଯୋଗୁଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ , ଏହି ଅସୁବିଧାରୁ ମୁକ୍ତିପାଇବାକୁ ହେଲେ କଂସାର ବାସନରେ ପାଣି ଭରିକରି ପଲଙ୍କ ତଳେ ରଖିଦିଅନ୍ତୁ , ଏହାପରେ ନିଜ ତକିଆ ତଳେ ସୁନାର କିମ୍ବା ରୁପାର ଗହଣା ରଖିଦିଅନ୍ତୁ, ଏହି ଉପାୟରୁ ଆପଣଙ୍କ ମଙ୍ଗଳଦୋଷ ଦୁର ହୋଇଯିବ ।

ସେମିତି ଯଦି ଆପଣଙ୍କ କୁଣ୍ତଳୀରେ ଚନ୍ଦ୍ର ଦୋଷ ଅଛି , ତେବେ ନିଜ ପଲଙ୍କ ତଳେ ରୁପାର ବାସନରେ ପାଣି ରଖିକରି ଶୋଇଯାଆନ୍ତୁ , କହିଦେବୁ କି ରୁପାକୁ ଚନ୍ଦ୍ରମା ପୁରକ ମାନାଯାଏ , ଏଥିପାଇଁ ବାସ୍ତୁର ଅନୁସାରେ ଏହି ଉପାୟ ବହୁତ ହିତକାରୀ ହେବ , ଓ ଏହାର ପ୍ରଭାବ ଆପଣଙ୍କୁ ଜଲଦି ଦେଖାଯିବ , ଆପଣଙ୍କୁ ଜଣେଇଦେବୁ କି ଏହି ଉପାୟ କରିଲେ କେବଳ ଆପଣଙ୍କ ଅଟକିଥିବା କାମ ହେବାକୁ ଲାଗିବ , ବରଂ ଆପଣଙ୍କ ଜୀବନରେ ବହୁତ ସଫଳତା ମିଳିପାରିବ ।

ଏଥିପାଇଁ ଯଦି ହୋଇପାରିବ ତେବେ ଏହି ଉପାୟକୁ ଆପଣାଇକରି ଦେଖିଦିଅନ୍ତୁ, କାରଣ କହନ୍ତି ନା ଭାଗ୍ୟ ବଦଳିବାରେ ଡେରି ହୁଏନି, ଓ ଯଦି ବ୍ୟକ୍ତି ସଚ୍ଚା ମନରେ ଚେଷ୍ଟାକରିବ,  ତେବେ ଭାଗ୍ୟ ତାହାର ସାଥ୍ ଦେବାପାଇଁ ରାଜି ହୋଇଯାଏ , ଯଦି ଆପଣ ଭଗବାନଙ୍କୁ ସ୍ମରଣ କରି ପୁରା ଆସ୍ଥାର ସହ କିଛି ବି କାମ କରିବେ , ତେବେ ଆପଣଙ୍କୁ ସଫଳତା ମିଳିବ,  ହଁ ଆଜ୍ଞା ସେ କଥା ତ ଆପଣ ଶୁଣିଥିବେ ଭଗବାନ ତାଙ୍କ ପାଇଁ ସାହାଯ୍ୟ କରନ୍ତି ଯିଏ ନିଜର ସାହାଯ୍ୟ କରନ୍ତି , ଆମେ ଆଶା କରୁଛୁ କି ଯଦି ଆପଣ ଏହାକୁ ସଚ୍ଚା ମନରେ କରିବେ ତେବେ ନିଶ୍ଚିତ ସଫଳତା ପାଇପାରିବେ , ଏହା ଦ୍ୱାରା ସବୁ ଦୋଷରୁ ମୁକ୍ତି ମିଳିବ

Leave a Reply

Your email address will not be published. Required fields are marked *