July 25, 2024

Odia Express

Here, There and Everywhere

ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସର ଏହି ୮ ଜଣ ସେଲିବ୍ରେଟିଜ୍ ଯିଏ ପୁର୍ବରୁ ଦେଖାଯାଊଥିଲେ କିଛି ଏପରି, ଆଶ୍ଚର୍ଯ୍ୟ କରିଦେବ ଏମାନଙ୍କ ପୁର୍ବ ଓ ବର୍ତ୍ତମାନର ଫଟୋଗୁଡିକ

1 min read

ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ଦୁନିଆଁର ସବୁଠାରୁ ବଡ ଶୋ ଯେଉଁଠି ବହୁ ବର୍ଷରୁ ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଛି, ଏହି ଅଦ୍ଭୁତ ପ୍ଲାଟଫର୍ମରେ ଯାହା ଡ୍ୟାନ୍ସରଙ୍କ କ୍ୟାରିୟର୍ ବନାଇଦେଇଥାଏ , ଏହି ଶୋରେ ଆପଣ ବହୁତ ପ୍ରତିଯୋଗି ଦେଖିବାକୁ ପାଇଯିବେ , ଯେବେ ଆମେ ଏହି କଳାକାରଙ୍କ ପୁରୁଣା ଓ ଆଜିର ଫଟୋ ଦେଖିଥାଉ ତେବେ ଆମେ ଆଶ୍ଚର୍ଯ୍ୟରେ ପଡିଯାଉ , ଆସନ୍ତୁ ନଜର ପକାଇବା ସେହି ସେଲିବ୍ରେଟିଜଙ୍କ ଆଶ୍ଚର୍ଯ୍ୟ କରିଦେଲା ଭଳି ପରିବର୍ତ୍ତନ ବିଷୟରେ ।

ରେମୋ ଡୁ ସୁଜା- ରେମୋ ନିଜ କ୍ୟାରିୟରର ଆରମ୍ଭ ଏକ ଜର୍ଜ ହିସାବରେ କରିଥିଲେ , କିନ୍ତୁ ଆଜି ରେମୋ ବଲିଉଡ୍ ର ସଫଳ ଡାଇରେକ୍ଟର ନାଁରେ ଜଣାଯାଉଛନ୍ତି , ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ଛଡା ରେମୋ ବି ଶୋରେ ଜର୍ଜ ହୋଇସାରିଛନ୍ତି , ରେମୋଙ୍କ ବଲିଉଡ୍ ବହୁତ ସଫଳ ଫିଲ୍ମ ଯେମିତି ଫାଲତୁ ,ABCD 1 , ABCD 2  ଫ୍ଲାଇଙ୍ଗ୍ ଜଠ୍, ଓ ଏବେ ସଲମାନଙ୍କ ଫିଲ୍ମ ରେସ୍ ୩ ପାଇଁ ନିର୍ଦ୍ଧେଶନା ଦେଇସାରିଛନ୍ତି ।

ଶକ୍ତି ମୋହନ- ଡିଆଡିର ଦ୍ୱିତିୟ ସିଜିନ୍ ରେ ଶକ୍ତି ବିଜେତା ହୋଇଥିଲେ , ଶକ୍ତି ମୁମ୍ବାଇର ନିଜ ଡ୍ୟାନ୍ସ ଷ୍ଟୁଡିଓ ନୃତ୍ୟ ଶକ୍ତିକୁ ଚଲାଇଲେ ଶକ୍ତି ବହୁତ ସାରା ଫିଲ୍ମ ଓ ଲୋକପ୍ରିୟ ଡ୍ୟାନ୍ସ ନମ୍ବରରେ କାମ୍ କରିଛନ୍ତି , ଓ ସହାୟତା ବିକରିଛନ୍ତି, ଡ୍ୟାନ୍ସ ଡିଭା ବର୍ତ୍ତମାନ ଷ୍ଟାର୍ ପ୍ଲସର ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ ଡ୍ୟାନ୍ସ ପ୍ଲସ୍ ସିଜିନ୍ ୧ ଓ ୨ ରେ ଜର୍ଜ ରୁପରେ କାମ କରିଛନ୍ତି ।

ଟେରେନ୍ସ ଲୁଇସ୍- ବଲିଉଡ୍ ର ସଫଳ କୋରିଓଗ୍ରାଫର୍ ଟେରେନ୍ସ ଲୁଇସ୍ ବହୁତ ଡ୍ୟାନ୍ସ ଶୋରେ ଜର୍ଜ ହୋଇସାରିଛନ୍ତି , ମୁମ୍ବାଈରେ ନିଜ ଡ୍ୟାନ୍ସ କ୍ଲାସ୍ ଚଲାଉଥିବା ଟେରେନ୍ସ ଏକ ଭଲ କଂଣ୍ଟେମ୍ପ୍ରେରୀ ଡ୍ୟାନ୍ସର୍ ଅଟନ୍ତି ।

ଧର୍ମେଶ୍ ୟେଲାଣ୍ତେ-ଧର୍ମେଶ୍ ନିଜ କ୍ୟାରିୟରର ଆରମ୍ଭ ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ସିଜିନ୍ ୨ ରୁ କରିଥିଲେ,  ସେ ନିଜ ଅନୋଖା ଅନ୍ଦାଜ ଓ ଭଲ ପରିଶ୍ରମ କରି ସେ ଫାରାହ୍ ଖାନଙ୍କ ଫିଲ୍ମ ତିଶ୍ ମାର୍ ଖାନ୍ ରେ କୋରିଓଗ୍ରାଫି ହିସାବରେ ବଛା ହୋଇଥିଲେ , ଏହା ଛଡା ଧର୍ମେଶ୍ ଫିଲ୍ମ ଏବିସିଡି ଓ ବେଞ୍ଜୋ ପରି ଫିଲ୍ମରେ ଦେଖାଯାଇଛନ୍ତି ।

ଗୀତା କାପୁର୍- ଗୀତା କପୁର ୧୫ ବର୍ଷ ବୟସରୁ ନିଜ କ୍ୟାରିୟରର ଆରମ୍ଭ କରିଦେଇଥିଲେ , ଯେବେ ଗୀତା ପ୍ରଖ୍ୟାତ ବଲିଉଡ୍ କୋରିଓଗ୍ରାଫର୍ ଫରାହ ଖାନ୍ ଙ୍କ ମଣ୍ତଳୀରେ ସାମିଲ୍ ହେଲେ ତାଙ୍କୁ ବହୁତ ସଫଳତା ମିଳିଲା , ଏହାପରେ ଗୀତା ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ପରି ଶୋରେ ଜର୍ଜ ହେଲେ , ଓ ବହୁତ ଲୋକପ୍ରିୟ ଫିଲ୍ମରେ ସେ କୋରିଓଗ୍ରାଫି କରିଛନ୍ତି ।

ପୁନିତ୍ ପାଠକ୍-ପୁନିତ୍ ନିଜ କ୍ୟାରିୟରର ଆରମ୍ଭ ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ରୁ କରିଥିଲେ , ପୁନିତ୍ ଙ୍କ ବାପା ଏକ ବିଜନେସ୍ ମ୍ୟାନ୍ ଅଟନ୍ତି ତାଙ୍କ ବାପା ଚାହୁଁଥିଲେ କି ସେ ତାଙ୍କ ବିଜନେସ୍ ସଂମ୍ଭାଳିବେ , କିନ୍ତୁ ସେ ନିଜ ଦିମାଗରେ କିଛି ଅଲଗା ଭାବି ବସିଥିଲେ , ଓ ବୋଧେ ଏହି କାରଣରୁ ସେ ଆଜି ସଫଳ ହୋଇପାରିଛନ୍ତି , ଆପଣଙ୍କୁ କହିଦେବୁ କି ପୁନିତ୍ ଝଲକ୍ ଦିଖଲାଜା ରେ କାମ କରିସାରିଛନ୍ତି ।

ସଲମାନ ୟୁସୁଫ୍ ଖାନ୍- ଡିଆଇଡି ୧ ର ବିଜେତା ସଲମାନ୍  ନିଜ ଭଲ ଡ୍ୟାନ୍ସ ପାଇଁ ଜଣାଯାଆନ୍ତି , ଫିଲ୍ମ ABCDରେ ସେ ଜଣେ ଅଭିନେତା ଭାବେ କାମ କରିଥିଲେ ।

Leave a Reply

Your email address will not be published. Required fields are marked *