October 21, 2024

Odia Express

Here, There and Everywhere

ରାତିରେ ପରିଶ୍ରା କରିବାପାଇଁ ଉଠିବା ଲୋକ ଭୁଲରେ ବି କରନ୍ତୁ ନାହିଁ ଏହି କାମ ନହେଲେ ହୋଇପାରନ୍ତି ହଇରାଣ

1 min read

ମନୁଷ୍ୟ ନିଜ ଜୀବନରେ ଏମିତି ବହୁତ ଭୁଲ୍ କରିଥାଏ , ଯାହା ତାହାର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ , ଓ ପରେ ସେହି ଭୁଲ୍ ପାଇଁ ମନୁଷ୍ୟକୁ ବହୁତ୍ ଅସୁବିଧା ହୋଇଥାଏ , ମନୁଷ୍ୟ ଜାଣିବୁଝିକରି ସେମିତି କିଛି ଭୁଲ୍ କରିନଥାଏ, ବରଂ ଅଜଣାରେ କିଛି ଏମିତି ଭୁଲ୍ କରିଦେଇଥାଏ , ଯାହାର କାରଣରୁ ତାହାପରେ ସେ ନାନାପ୍ରକାରର ଅସୁବିଧା ହୋଇଥାଏ , ଓ ଗୋଟେ ହିଁ ଏମିତି ଭୁଲ୍ ନୁହେଁ ଯାହା ଅଧିକାଂଶ ଲୋକ କରିଥାନ୍ତି , ଆପଣ ଭାବୁଥିବେ କି ସେ କେଉଁ ଭୁଲ୍ ଅଟେ ଯାହା ମନୁଷ୍ୟ ସବୁଦିନ କରିଥାଏ , ଓ ତାହାକୁ ଜଣାନଥାଏ କି ସେ କଣ ଭୁଲ୍ କରୁଛି, ତେବେ ଆମେ ଆପଣଙ୍କୁ କହିଦେବୁ କି ସେ ଭୁଲ୍ ହେଲା ରାତିରେ ଉଠିକରି ପରିଶ୍ରା କରିବା, ପ୍ରତ୍ୟେକ ବ୍ୟକ୍ତି ପାଇଁ ପରିଶ୍ରା କରିବା ପ୍ରକିୟା ସାମାନ୍ୟ ହୋଇଥାଏ ।

ପରିଶ୍ରା କରିବା ଦ୍ୱାରା ଶରୀରକୁ ହାନିକାରକ ଓ ବିଷାକ୍ତ ତତ୍ତ୍ୱ ବାହାରକୁ ବାହାରିଥାଏ, ଓ ଶରୀର ସଫା ଓ ସୁସ୍ଥ୍ୟ ହୋଇଯାଏ , ପରିଶ୍ରା କରିବା ପାଣି ପିଇବା ଉପରେ ନିର୍ଭର କରିଥାଏ , ଯେଉଁ ଲୋକ ଅଧିକା ପାଣି ପିଇଥାନ୍ତି , ତାଙ୍କୁ ବାରମ୍ବାର ପରିଶ୍ରା କରିବାକୁ ଯିବାକୁ ପଡିଥାଏ । ଏହି ପ୍ରକାର ପରିଶ୍ରା କରିବା ଶରୀର ପାଇଁ ଫାଈଦାଦାୟକ ହୋଇଥାଏ,  ବହୁତ ଲୋକ ରାତିରେ ପାଣି ପିଇକରି ଶୋଇଥାନ୍ତି , ଯାହା ରାତିକୁ ନିଦରେ ପରିଶ୍ରା ଲାଗିଥାଏ , ଓ ଏମିତି ଲୋକ ନିଦରେ ଉଠିକରି ପରିଶ୍ରା କରିବାକୁ ଯାଆନ୍ତି , ବହୁତ ସାରା ଲୋକ ନିଦରେ ଉଠିକରି ତୁରନ୍ତ ପରିଶ୍ରା କରିବାକୁ ଚାଲିଯାଆନ୍ତି , ଯେଉଁ ଶରୀର ପାଇଁ କ୍ଷତିକାରକ ହୋଇଥାଏ , ଓ ଏମିତି କରିଲେ ସେହି ଲୋକଙ୍କୁ ଗଂମ୍ଭୀର ହୋଇପାରେ ।

ଏକ ଶୋଧର ଜରିଆରେ ଏହି କଥା ସାମ୍ନାକୁ ଆସିଛି କି ଯେଉଁ ଲୋକ ଅଧିକା ଲୁଣ ଖାଉଛନ୍ତି , ସେହି ଲୋକଙ୍କୁ ତିନି ମାସରେ ନିରିକ୍ଷଣରେ ରଖାଯାଇଥିଲା,  ସେ ନିଦର ସମସ୍ୟାରେ ପିଡୀତ ଅଛନ୍ତି , ତାଙ୍କୁ କୁହାଗଲା କି ସେ ନିଜ ଆହାରରେ ଲୁଣକୁ କମ୍ କରନ୍ତୁ , ଯାହାଦ୍ୱାରା ସେମାନେଏହା କରିବା ଦ୍ୱାରା ତାଙ୍କର ବାରମ୍ବାର ପରିଶ୍ରା କରିବା କମ୍ ହୋଇଗଲା,  ଯିଏ ବାରମ୍ବାର ଅଧିକା ପରିଶ୍ରା କରୁଥିଲେ,  ଏହାର ପ୍ରଭାବ ଦିନରେ ସଫା ଦେଖାଗଲା, ଓ ତାଙ୍କ ଜୀବନର୍ ଗୁଣବର୍ତ୍ତାରେ ସୁଧାର ହେଲା,  ବୟସ ସହ ହାର୍ମୋନ୍ ବି ବଦଳିଲା,  ଏହି କାରାଣରୁ ରାତିରେ ଅଧିକା ପରିଶ୍ରା ଆସିବା ବୟସର ବଢିବା ସହ ପୁରୁଷଙ୍କ ପ୍ରୋଷ୍ଟେଟ୍ ଗ୍ରନ୍ଥି ବହୁତଥର ବଢିଯାଉଥିଲା , ବଡ ପ୍ରୋଷ୍ଟେଟ୍ ଟ୍ୟୁବ୍ ଉପରେ ପ୍ରେସର୍ ରହିପାରେ , ଓ ଏଥିରେ ପରିଶ୍ରା ବି ଅଧିକା ହେଉଥିଲା , କିନ୍ତୁ ପୁରାକାହାଣୀ ଏତିକି ନୁହେଁ , ନୌକ୍ଚୁରିଆ ଆପଣଙ୍କ ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବା ସମସ୍ୟାର ଏକ ସଙ୍କେତ ହୋଇଥାଏ , ଯେବେ ମନୁଷ୍ୟ ରାତିରେ ଶୋଇଥାଏ , ତେବେ ରକ୍ତର ପ୍ରବାହ ଦିମାଗ ଆଡକୁ ଆରାମ ଚାଲିଥାଏ

ଶୋଇବା ସମୟରେ ବ୍ୟକ୍ତିର ଦିମାଗ ଆରାମରେ ରହିଥାଏ , ଓ ଯେବେ ରାତିକୁ ନିଦରେ ପରିଶ୍ରା ଆସିଥାଏ , ଲାଗିଥାଏ କି ବ୍ୟକ୍ତି ଏକଦମ୍ ଉଠିକରି ପରିଶ୍ରା କରିବାରେ ଦୌଡୁଛି । ଏମିତି କରିଲେ ରକ୍ତର ପ୍ରବାହ ଏକଦମ୍ ଅଧିକା ତେଜ୍ ହୋଇକରି ଦିମାଗ ଆଡକୁ ଅଧିକା ପ୍ରବାହିତ ହୋଇଥାଏ , ଯାହାଦ୍ୱାରା ଦିମାଗ ସଂବନ୍ଧିତ ଅନେକ ଗଂମ୍ଭୀର ରୋଗ ହୋଇପାରେ , ଯେଉଁଥିରେ ବ୍ରେନ୍ ହାମରେଜ୍ ପରି ଗଂମ୍ଭୀର ରୋଗ ହେବାର ବିପଦ ରହିଥାଏ , ଅତଃ ଆପଣ ଏମିତି କରିବାରୁ ବଞ୍ଚନ୍ତୁ, କିନ୍ତୁ ଯଦି ରାତିରେ ପରିଶ୍ରା କରିବାକୁ ଉଠିବାକୁ ପଡେ ତେବେ ରାତିରେ ଉଠିକରି ତୁରନ୍ତ ପରିଶ୍ରା କରିବାପାଇଁ ନ ଯାଆନ୍ତୁ , ଉଠିବାପରେ ପ୍ରାୟ ୩-୫ ମିନିଟ୍ ପର୍ଯ୍ୟନ୍ତ ବିଛଣାରେ ବସନ୍ତୁ , ଓ ତାହାପରେ ପରିଶ୍ରା କରିବାକୁ ଯାଆନ୍ତୁ , ଯାହାଦ୍ୱାରା ଆପଣଙ୍କ ଶରୀରରେ ରକ୍ତ ସୁଚାରୁରୁପେ ଚାଲିବାରେ ଟିକିଏ ସମୟମିଳିଯାଉ

Leave a Reply

Your email address will not be published. Required fields are marked *