October 21, 2024

Odia Express

Here, There and Everywhere

୯୫ ପ୍ରତିଶତ ଲୋକ ଜାଣିନାହାନ୍ତି ଫ୍ରିଜ୍ ବିଷୟରେ ଏହି ସତ କଥା , ଆଜି ହିଁ ଜାଣିନିଅନ୍ତୁ ନହେଲେ..

ଆଜିର ସମୟରେ ବୋଧେ ଏମିତି କେଉଁ ଘର ଥିବ ଯେଉଁଠି ଫ୍ରିଜ୍ ନଥିବ , ଆଜିର ସମୟ ପାଇଁ ଫ୍ରିଜ୍ ଏକ ସାଧାରଣ କଥା ହୋଇସାରିଛି, ସେମିତି ଆପଣଙ୍କୁ କହିଦେବୁ କି ଫ୍ରିଜ୍ ଏମିତି ଏକ ବସ୍ତୁ ଅଟେ ଯାହା ବିନା ବହୁତ ସାରା ଜିନିଷ ହୋଇପାରେ ନାହିଁ , ସେମିତି ଏହି କଥା ସତ କି ଦୁନିଆଁ ଆଧୁନିକ ହେଉଛି , ସେମିତି ଆମେ ଆପଣଙ୍କୁ ସବୁ ମେସିନ୍ ରେ ନିର୍ଭର ହେଉଛେ , କିନ୍ତୁ ଆଜି ଆମେ ଆପଣଙ୍କୁ ଫ୍ରିଜ୍ ବିଷୟରେ କିଛି ଏମିତି କଥା କହିବାକୁ ଯାଉଛୁ, ଯାହା ଆପଣ ଜାଣିନଥିବେ , ଆଜି ଆମ ଏହି ଲେଖରୁ ଏହା ଜାଣିପାରିବେ । ସେମିତି ଆପଣଙ୍କୁ କହିଦେବୁ କି ଆଜିକାଲିର ମେସିନ୍ ଲାଇଫ୍ ଷ୍ଟାଇଲ୍ କାରଣରୁ ସମସ୍ତେ ନିଜ ଦିନଚର୍ଚ୍ଚାରେ ମେସିନ୍ ଉପକରଣରେ କାମ କରୁଛନ୍ତି , ଯାହାର କାରାଣରୁ ବହୁତ ସାରା କାମ ସମୟରେ ହୋଇଯାଏ , ଆମର ସମୟ ବି ବଞ୍ଚିଯାଏ , ତେବେ ଏହି କାରାଣରୁ ଆମେ ନିଜ ଫ୍ରିଜ୍ ବିଷୟରେ କିଛି ଏମିତି କଥା କହିବାକୁ ଯାଉଛୁ, ଯାହା ବୋଧେ ଆପଣଙ୍କୁ ଜଣାନଥିବ , ଫ୍ରିଜ୍ ଆଜିର ସମୟରେ ସବୁ ପରିବାରର ଆବଶ୍ୟକତା ହୋଇସାରିଛି, ଗରମ ଦିନରେ ଏହାର ମହତ୍ତ୍ୱ ଅଧିକା ହୋଇଯାଏ

ଫ୍ରିଜର ପ୍ରୟୋଗ ସରବତ୍ ବନାଇବା ଆଇସକ୍ରିମ୍ ବନାଇବା କିମ୍ବା ଥଣ୍ତା ପାଣି ରଖିବାପାଇଁ କରାଯାଏ , ଏହା ଛଡା ଫ୍ରିଜ୍ କୁ ଉଚିତ୍ ସମୟରେ ଦେଖାଶୁଣା କରିଲେ ଏହା ଭଲ ରହିଥାଏ , ଓ ଏହାର ଦେଖାଶୁଣା ନକଲେ ଏହା ସମୟ ମଧ୍ୟରେ ଖରାପ ହୋଇଯାଏ , ତାହା ସହ ଏହା ପାଇଁ ବହୁତ ହଇରାଣ ହେବାକୁ ପଡେ । ସେମିତି ଆପଣଙ୍କୁ ଏହି କଥା ଧ୍ୟାନ ଦେବାକୁ ହେବ କି ଏହାକୁ ସମତଳ ସ୍ଥାନରେ ରଖନ୍ତୁ ଯାହା ଏହା ବାରମ୍ବାର୍ ନହଲୁ, ଏତିକି ନୁହେଁ କହିଦେବୁ କି ଏହାର୍ କମ୍ପ୍ରେସର୍ ଭଲ ଭାବରେ କାମ କରିଥାଏ, ଓ ତାହାର ଉପରେ ଅତିରିକ୍ତ ବୋଧେ ଦେବାକୁ ପଡିନଥା,ଏ ଓ ବ୍ୟାଲ୍ୟାନ୍ସ ବରାବର ରହିଥାଏ , ଏହା ଛଡା କେଉଁ ପବନ ହେଉଥିବା ସ୍ଥାନରେ ରଖିବା ଉଚିତ୍ ।

ଏହାପରେ କହିଦେବୁ କି ଆପଣ ନିଜ ଫ୍ରିଜ୍ କୁ ଦୁଆରୁ ଏକ ଫୁଟ୍ ଦୁରତାରେ ରଖିବେ , କାରଣ ଏହାର କମ୍ପ୍ରେସର୍ ଗରମ ପବନ ନ ବାଡେଇ ହୋଇ ଆଉଥରେ କମ୍ପ୍ରେସରରେ ଲାଗିବନାହିଁ , ଏହା ସାବଧାନୀ କାର୍ଯ୍ୟକ୍ଷମତା ଠିକ୍ ରହିଥାଏ, ଓ ତାପମାନରେ ଉତାର ଚଢାବ ହୁଏ ନାହିଁ ।

ଏହି କଥାକୁ ଧ୍ୟାନ ରଖିବେ କି ଫ୍ରିଜ୍ କୁ କେଉଁ ଗରମ ସ୍ଥାନରେ ରଖିବା ଉଚିତ୍ ନୁହେଁ । ଫ୍ରିଜ୍ ରେ ଖାଇବା ପିଇବା ଗରମ ଜିନିଷ କେବେ ରଖିବା ଉଚିତ୍ ନୁହେଁ , ଗରମ ଜିନିଷପୁର୍ବରୁ ଥଣ୍ତା କରିଦିଅନ୍ତୁ , ଓ ତାପରେ ରଖନ୍ତୁ , ଆପଣଙ୍କୁ କହିଦେବୁ କି ଫ୍ରିଜ୍ ରୁ ବାହାରିଥିବା କେଉଁ ଜିନିଷ ତୁରନ୍ତ ଗରମ କରିବା ଉଚିତ୍ ନୁଏହ୍ଁ , ତାହାକୁ ପ୍ରଥମେ ସାମାନ୍ୟ ତାପମାନରେ କିଛି ସମୟ ଖୋଲା ରଖି ପରେ ଗରମ୍ କରିବା ଉଚିତ୍ । ଏହି କଥାକୁ ଧ୍ୟାନ ରଖିବେ କି ଫ୍ରିଜ୍ ରେ ଗରମ ଖାଇବା ପିଇବା ଜିନିଷ କେବେ ରଖିବେ ନାହିଁ

Leave a Reply

Your email address will not be published. Required fields are marked *