October 27, 2024

Odia Express

Here, There and Everywhere

କନ୍ୟାର ବିଦାୟୀ ସମୟରେ କଣ ପାଇଁ କରାଯାଏ ଚାଉଳ ପଛକୁ ଫିଙ୍ଗିବାର ରୀତିନୀତି, ଜାଣନ୍ତୁ କଣ ଅଟେ ଏହାର ପଛରେ କାରଣ

ଆମର ଭାରତୀୟ ସଂସ୍କୃତିର ଅନୁସାରେ ବିବାହ ଏମିତି ଏକ ପରମ୍ପରା ହୋଇଥାଏ , ଯେଉଁଥିରେ ଏକ ଝିଅ ଜୀବନକୁ ପୁରା ଭାବେ ବଦଳାଇଦେଇଥାଏ , ହଁ ଆଜ୍ଞା ଏବେ ଜାହିର୍ କଥା କି ବିବାହ ପରେ ଝିଅର ଏକ ନୁଆ ଘର ଓ ନୁଆ ପରିବାର ଆସିଯାଏ , ତେବେ ସେହି ଜୀବନ ପୁରା ଭାବେ ବଦଳିଯାଇଥାଏ , ଯେବେ ଝିଅର ବିବାହ ହୋଇଯାଏ , ତେବେ ସେ କିଛି ସମୟ ପାଇଁ ସେ ତାର ଘର ଲୋକଙ୍କ ପାଇଁ ଖାସ୍ ସ୍ମରଣୀୟ ସମୟ ହୋଇଥାଏ,  କାରାଣ୍ ସେହି ସମୟ ପରେ ଝିଅ ସବୁଦିନ ପର ହୋଇଯାଏ , ଝିଅ ବିବାହ ପରେ ବହୁତପ୍ରକାରର୍ ରୀତିନୀତି ନିଭାଯାଇଥାଏ , ଯେଉଁଥିରେ ଏକ ରିତୀନୀତି ବିଦାୟୀ ସମୟର ହୋଇଥାଏ , ହଁ ଆଜ୍ଞା ଏହି ବିବାହର ଅନ୍ତିମ ଓ ବହୁତ୍ ମହତ୍ତ୍ୱପୁର୍ଣ୍ଣ ରୀତିନୀତି ହୋଇଥାଏ । ସେମିତି ଆପଣ ବହୁତଥର ଦେଖିଥିବେ କି ବିବାହର ବିଦାୟୀ ସମୟରେ ଝିଅର ଥାଳି କିମ୍ବା ହାତରେ ଚାଉଳ ନେଇକରି ପଛକୁ ପକାଇଥାଏ  ଓ ପଛକୁ ବୁଲିଦେଖେନାହିଁ

ଏବେ ଏମିତି ଝିଅର ବିବାହରେ ଆପଣ ବହୁତଥର ଏହି ରୀତିନୀତି ଦେଖିଥିବେ , କିନ୍ତୁ କେବେ ଆପଣ ବାସ୍ତବରେ ଏହି ରୀତିନୀତିର ମତଲବ ଜାଣିଛନ୍ତି , ଯେବେ ଝିଅର ବିଦାୟୀ ସମୟରେ ଚାଉଳ ପଛକୁ ପକାଇଥାଏ ।ତେବେ ଝିଅର ବିଦାୟୀ ସମୟରେ ମା ବାପା କିମ୍ବା ଘରର କେଉଁ ବଡ ସଦସ୍ୟ ତାକୁ ଏକାଠି କରିଥାଏ , ମାନେ ଏହା ପଛରେ ଏହି ରୀତିନୀତି କଣ ପାଇଁ କରାଯାଏ , ଏହା ବିଷୟରେ ଆପଣଙ୍କୁ ଅସଲ କାରାଣ କହିବାକୁ ଯାଉଛୁ।

ଆପଣଙ୍କୁ ଜଣେଇଦେବୁ କି ବିଦାୟୀ ସମୟରେ କନ୍ୟା ନିଜ ହାତରୁ ଚାଉଳ ପଛକୁ ଫିଙ୍ଗିବାର କାରାଣ ଏହା କି ଝିଅ ବିଦା ହେଲା ପରେ ଫିଙ୍ଗା ହୋଇଥିବା ଚାଉଳ ପୁରା ଘରକୁ ଯାଇଥାଏ,  ଏମିତି ମାନାଯାଏ କି ଏକ ଝିଅ ଯେଉଁ ଘରର ଲକ୍ଷ୍ମୀ ହୋଇଥାଏ , ଯଦି ସେ ବିଦାୟୀ ନେଲାବେଲେ ସେହି ରୀତିନିତି କରେ , ତେବେ ତା ଘରେ କିମ୍ବା ତାର ବାପଘରେ କେବେ ଅନ୍ନ ଓ ଧନର ଅଭାବ ହେବନାହିଁ । ଏହା ସହ ନୁଆ କନ୍ୟା ନିଜ ଶଶୁରଘର ପହଞ୍ଚିଯାଏ , ତେବେ ତାକୁ ମୁଖ୍ୟଦ୍ୱାରରେ ପୁଜା କରି ବର ଓ  କନ୍ୟାର ସ୍ୱାଗତ ବି ଚାଉଳ ଦ୍ୱାରାକରାଯାଏ । ମାନେ ସିଧା ଶବ୍ଦରେ କହିଲେ ଝିଅର ବିଦାୟୀ ସମୟରେ ଚାଉଳ ବହୁତ ମହତ୍ତ୍ୱ ରଖିଥାଏ ।

ଏହି ରୀତିନୀତିକୁ କରିବା ପଛରେ ଏକ ବଡ କାରଣ ହୋଇଥାଏ , କି ନୁଆ ଦମ୍ପତିଙ୍କ ଜୀବନରେ ସବୁବେଳେ ଖୁସିମୟ ପରିବେଶରହୁ , ଚାଉଳ ପକାଇଲେ ନୁଆ ଦମ୍ପତ୍ତିର ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ,  ଓ ଭାଗ୍ୟରେ ସବୁବେଲେ ବୃଦ୍ଧି ହୋଇଥାଏ ଏହା ଛଡା କିଛି ଲୋକ ବୋହୁର ଝୋଲିରେ ହଳଦି ଓ ଚାଉଳ ପକାଇଥାନ୍ତି , ଯାହାର ମତଲବ ହୋଇଥାଏ କି ବୋହୁ ରୁପରେ ମା ଲକ୍ଷ୍ମୀ ଘରକୁ ଆସୁଛନ୍ତି , ସବୁବେଳେ ସେ ସୁଖ ସମୃଦ୍ଧି ବଜାୟ ରଖିବେ , ସେମିତି ଆପଣଙ୍କୁ କହିଦେବୁ କି ବିଦାୟୀ ସମୟରେ ଝିଅ ଚାଉଳ ପକାଇବାର ମତଲବ ଏହା ବି ହୋଇଥାଏ , ସେ ନିଜ ମା ବାପାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି, ଓ ତାହା ସହ ନିଜ ଜୀବନର ନକରାତ୍ମକତା କୁ ବାହାରେ ପକାଉଛି, ଯାହାଦ୍ୱାରା ତାର ଜୀବନରେ ଆସୁଥିବା ସମୟ ଖୁସିରେ ଅତିବାହିତ ହେଉ

Leave a Reply

Your email address will not be published. Required fields are marked *