October 19, 2024

Odia Express

Here, There and Everywhere

ମାଠିଆର ପାଣି ପିଉଥିବା ୯୯ ପ୍ରତିଶତ ଲୋକ ଆଜି ପର୍ଯ୍ୟନ୍ତ ଜାଣିପାରିଲେ ନାହିଁ ଏହି କଥା, ଜାଣିବାପାଇଁ ପଢନ୍ତୁ ଏହି ଖବର ଥରେ

ଆଜିକାଲି ସମୟ ବହୁତ ବଦଳିଯାଇଛି , ପୁର୍ବ ପରି ଆଉ କିଛି ନାହିଁ , ନ ଖାଇବା ପିଇବା ମା ସେ ମାହୋଲ୍ ଅଛି, ଆଯିକାଲି ଏହି ମର୍ଡର୍ଣ୍ଣ ଯୁଗରେ ପାରମ୍ପାରିକ ଜିନିଷର ମୁଲ୍ୟ କମ୍ ହେଇଯାଉଛି, ଓ ଲୋକେ ପସନ୍ଦ କରୁନାହାନ୍ତି, କେବେ ଜମାନା ଥିଲା ଗରମ ହେଉଥିଲା , ଓ ତେବେ ଆମର କାନରୁ ଗୋଟେ ଆବାଜ୍ ଆସୁଥିଲା ମାଠିଆ ନିଅ, ଦେଶୀ ଫ୍ରିଜ୍ ନିଅ , କିନ୍ତୁ ଆଜିକାଲି ଏହାର ମୁଲ୍ୟ ଆଉ ନାହିଁ । ଆଜିକାଲି ଟେକ୍ନୋଲୋଜି ଏତେ ବିକଶିତ ହୋଇଯାଇଛି କି ଏବେ ସବୁ ଜିନିଷରେ ଯିଏ ହେଲେ ବି ନୁଆ ପଚାରେ , ଯେବେ ଏହି ଟେକ୍ନୋଲୋଜି ଏତେ ବିକଶିତ ହୋଇନଥିଲା ଯାହାର କାରଣରୁ ପୁରୁଣା ବସ୍ତୁ ଉପରେ ନିର୍ଭର କରୁଥିଲେ , ଯେପରି ଟେକ୍ନୋଲୋଜି ବିସ୍ତାର ହେଲା ଆଧୁନିକ ମେସିନ୍ ବଜାରରେ ଆସିଗଲା, ଲୋକେ ଏହି ମେସିନରୁ ତାଙ୍କ ଦୈନଦିନ କାର୍ଯ୍ୟରେ ନିଜ ଭାରି ଯୋଗଦାନ ଦେଇଦେଲେ । ଓ ଆଜିକାଲିର ମେସିନ୍ ଏବେ ସବୁ କାମ ବହୁତ ସହଜ କରିଦେଇଛି, ଆମେ କେଉଁ କାମକୁ ଆଉ ଅଧିକା ସମୟ ଲାଗୁନି, ଯେଉଁଠି ମେସିନ୍ ଦ୍ୱାରା ଫାଇଦା ହେଲା , ସେମିତି ଲୋକେ ଏହାର ଭୁଲ୍ ପ୍ରଭାବ ବି ଦେଖିବାକୁ ପାଇଲେ

ଏବେ ଲୋକେ ମେସିନ୍ ଉପରେ ନିର୍ଭରଶୀଳ ହେବାକୁ ଲାଗିଲେ , ଓ ଶାରରୀକ ପରିଶ୍ରମ କାମ ନକରିଲେ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିଲା , ପୁର୍ବରୁ ଲୋକଙ୍କ ପାଖରେ ଫ୍ରିଜ୍ ନଥିଲା, ସେହି ସମୟରେ ଲୋକେ ମାଠିଆର ପାଣି ପିଉଥିଲେ,  ମାଠିଆର ପାଣି ଅମୃତ ସମାନ ବୋଲି ଜଣାଯାଉଥିଲା,  କାରାଣ ମାଠିଆର ପାଣି ପାଣିରୁ ବିଷାକ୍ତ ପଦାର୍ଥକୁ ଶୋଷିନେଉଥିଲା,  ଓ ପାଣି ଏକ ଦମ୍ ଶୁଦ୍ଧ ରହୁଥିଲା< ଯାହାକୁ ପିଇକରି ଲୋକେ ନିଜ ତୃଷ୍ଣା ମେଣ୍ଟାଉଥିଲେ,  ଓ ପାଚନ ତନ୍ତ୍ରବି ସଠିକ୍ ରହୁଥିଲା ।

କିନ୍ତୁ ଆଜିର ଜମାନାରେ ଲୋକେ ମାଠିଆର ପାଣି ଆଉ ପିଉନାହାନ୍ତି , ଆଜିକାଲିର ଲୋକେ ଫ୍ରିଜ୍ ପାଣି ପିଉଛନ୍ତି , ଫ୍ରିଜ୍ ଭିତରେ ଏତେ ଅଧିକା ତାପମାନ ହୋଇଥାଏ , କି ପାଣିକୁ କିଛି ମିନିଟ୍ ରେ ଥଣ୍ତା କରିଦେଇଥାଏ , ଯେଉଁଥିରେ ଭିତରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ , ଯେବେ ଆମେ ସେଇ ପାଣି ପିଇଥାଉ , ଆମର ଶରିରରେ ନାନାଦି ରୋଗ ଦେଖାଯାଏ , ଡାକ୍ତର ରୋଗୀକୁ ସବୁବେଲେ ମାଠିଆର ପାଣି ପିଇବାକୁ ଉପଦେଶଦିଅନ୍ତି , କାରାଣ ରୋଗୀ ବ୍ୟକ୍ତି ପାଇଁ ଫ୍ରିଜ୍ ର ପାଣି ଏକ ବିଷାକ୍ତ ସହ ସମାନ ହୋଇଥାଏ,  ଏହା ଆପଣ ଜାଣିଥିବେ କି ମାଟି ଭିତରେ ବହୁତ ଗୁଣ ଅଛି, ଯେବେ ଆମେ ମାଠିଆ ଭିତର ପାଣି ପିଇଥାଉ , ତେବେ ଆମ ଶରୀରର ତାପମାନ ସାମାନ୍ୟ ରହିଥାଏ , କାରାଣ ମାଠିଆର ପାଣି ପିଏଚ୍ ତାପମାନ ଆମ ଶରୀରକୁ ସାମାନ୍ୟ ରଖିଥାଏ , ଓ ଏହି ବିଷାକ୍ତ ତତ୍ତ୍ୱ ନିଜ ମଧ୍ୟରେ ଶୋଷି ନେଇଥାଏ ।

ଆପଣଙ୍କୁ ଏହା ବି କହିଦେବୁ କି ମାଠିଆର ପାଣି ପିଇଲେ ପାଚନ ତନ୍ତ୍ର ସଠିକ୍ ରହିଥାଏ, ଓ ଆମକୁ ରୋଗରୁ ବଞ୍ଚାଇଥାଏ,  ଓ ଯେଉଁ ଲୋକ ସବୁବେଲେ ମାଠିଆର ପାଣି ପିଅନ୍ତି , ସେ ଲୋକ ସୁସ୍ଥ୍ୟ ରୁହନ୍ତି , ଯେପରି ରୋଗରୁ ବଞ୍ଚିଥାଉ ଓ ମାଠିଆର ପାଣି ଆମ ଶରୀରରେ ଟେଷ୍ଟୋରେନ୍ ବଢାଇଥାଏ , ଯାହା ଆମର ପାଚନକ୍ରିୟାକୁ ମଜବୁତ୍ କରିଥାଏ,  ଓ ଆମକୁ କେଉଁ ପ୍ରକାରର କିଛି ବିପଦ ରହେନାହିଁ

Leave a Reply

Your email address will not be published. Required fields are marked *