July 14, 2024

Odia Express

Here, There and Everywhere

ଏତେ କୋଟିର ସଂମ୍ପତ୍ତିର ଏକ ମାତ୍ର ମାଲିକାଣୀ ଅଟନ୍ତି ନେହା କାକ୍କର, ଏକ ଗୀତ ପାଇଁ ନିଅନ୍ତି ଏତେ ଟଙ୍କାର ଫିସ୍ ..

1 min read

ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଜଣେ ରୁ ବଳି ଜଣେ ଖ୍ୟାତାନାମା କଣ୍ଠଶିଳ୍ପି ଅଛନ୍ତି , ଯିଏକି ନିଜ ଆବାଜ୍ ର ଯାଦୁରୁ ଲକ୍ଷାଧିକ ଲୋକଙ୍କୁ ନିଜ ଦିୱାନା କରିଛନ୍ତି , ଆଜି ଆମେ ସେହି ଏମିତି ଏକ ସିଙ୍ଗର୍ ବିଷୟରେ ଆପଣଙ୍କୁ କହିବୁ ଯାହାଙ୍କୁ କେଉଁ ପରିଚୟର ଆବଶ୍ୟକତା ପଡେନାହିଁ ହଁ ଆଜ୍ଞା ସେହି ଖ୍ୟାତାନାମା ସିଙ୍ଗରରୁ ଜଣେ ଅଟନ୍ତି ବଲିଉଡ୍ ର ଲୋକପ୍ରିୟ ଫିମେଲ୍ ଗାୟିକା ନେହା କାକ୍କର,  ଯିଏ ଆଜି ସେହି ଜାଗାରେ ପହଞ୍ଚିଛନ୍ତି ଯାହାଙ୍କୁ ଛୁଆଠୁ ନେଇକରି ବଡ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି , ନେହା ନିଜ କ୍ୟାରିୟରର୍ ଆରମ୍ଭ ୨୦୦୬ ରେ ସିଙ୍ଗିଙ୍ଗ୍ ରିଆଲିଟି ଶୋ ଇଣ୍ତିଆନ୍ ଆଇଡଲ୍ -୨ ରୁ କରିଥିଲେ , ସେ ଇଣ୍ତିଆନ୍ ଆଇଡଲ୍ ରେ ଟପ୍ -୫ ରେ ଜାଗା ବନାଇବାରେ ସଫଳ ହୋଇଥିଲେ,  କିନ୍ତୁ ତାପରେ ସେ ଫାଇନାଲ୍ ରେ ହାରିଗଲେ , ସେହି ସମୟରେ ନେହାଙ୍କ ମନ ବହୁତ ଦୁଃଖ ହୋଇଥିଲା,  କିନ୍ତୁ ନେହା ହାର୍ ମାନିନଥିଲେ । ଏହାପରେ ନେହା ନିଜର ଏକ ଆଲବମ୍ ଲଞ୍ଚ କଲେ ଯାହା ଥିଲା ନେହା ଦି ରକଷ୍ଟାର୍ , , ଏହି ଆଲବମ୍ ପରେ ନେହାଙ୍କୁ ସଫଳତା ମିଳିବାକୁ ଲାଗିଲା , ତାପରେ ସେ ଆଉ ବୁଲିକରି ଚାହିଁନାହାନ୍ତି , ସେ ମ୍ୟୁଜିକ୍ ଇଣ୍ତଷ୍ଟ୍ରିରେ ଗୋଟେ ପରେ ଗୋଟେ ଜବରଦସ୍ତ ହିଟ୍ ଗୀତ ଦେଇଛନ୍ତି , ଏହି ମଧ୍ୟରେ ୟୁଟ୍ୟୁବରେ ନିଜ୍ ଫ୍ୟାନ୍ ଫଲୋଇଙ୍ଗ୍ ବହୁତ ଗ୍ରୋ କଲା,  ନେହା ୟୁଟ୍ୟୁବ୍ ରେ ନିଜ ଗୀତ ଅପଲୋଡ୍ କରିବା ଆରମ୍ଭ କରିଦେଇଥିଲେ  ୟୁଟ୍ୟୁବ୍ ରେ ନେହା ରାତାରାତି ସେଲିବ୍ରେଟି ବନାଇଦେଲା

ନେହାଙ୍କ ଗୀତ ମିଲେ ହୋ ତୁମ୍ ହମକୋ ୟୁଟ୍ୟୁବରେ ବହୁତ ସୁପରହିଟ୍ ହୋଇଥିଲା, ନେହା ତାଙ୍କ ଫ୍ୟାନଙ୍କ ଭଲ ପାଇବା ଯୋଗୁଁ ତାଙ୍କୁ ଇଣ୍ତିଆନ୍ ଶକିରା ନାଁରେ ଜାଣିବାକୁ ପାଇଲେ । ନେହା କକ୍କରଙ୍କ ଜନ୍ମ ୬ ଜୁନ୍ ୧୯୮୮ କୁ ଦେବଭୁମି ଋଷିକେଶ ଉତ୍ତରାଖଣ୍ତରେ ହୋଇଥିଲା , ପରେ ନେହା ନିଜ ପରିବାର ସହ ଦିଲ୍ଲୀ ଚାଲି ଆସିଲେ , ନେହା ଛୁଆବେଳରୁ ସିଙ୍ଗିଙ୍ଗ୍ କରିବାର ସଉକଥିଲା , ସେ ଏକ ଇଣ୍ଟରଭ୍ୟୁରେ କହିଲେ କି ସେ ନିଜ ଗୀତ ଆଇଡଲ୍ ବଡ ଭଉଣୀ ସୋନୁ କାକ୍କଡଙ୍କ୍ ମାନନ୍ତି, ନେହା ଦିଲ୍ଲୀରେ ନ୍ୟୁ ହୋଲି ପବ୍ଲିକ୍ ସ୍କୁଲରେ ପାଠ ପଢିଛନ୍ତି , କିନ୍ତୁ ତାଙ୍କ ପ୍ରଶଂସକ ଙ୍କୁ ଏହି କଥା ଜାଣୀକରି ଆଶ୍ଚର୍ଯ୍ୟ ଲାଗିବ କି ନେହା ନିଜ ସ୍କୁଲିଙ୍ଗ୍ ପୁରା କରିନଥିଲେ,  ସେ କେବଳ +୨ ଯାଏଁ ପାଠପଢିଛନ୍ତି , ଥିପାଇଁ କାରଣ ସେହି ସମୟରେ ନେହାଙ୍କ ପରୀକ୍ଷାଥିଲା , ଓ ସେହି ସମୟରେ ନେହା ଇଣ୍ତିଆନ୍ ଆଇଡଲ୍ ପାଇଁ ସିଲେକ୍ଟ ହୋଇଗଲେ , ନେହାଙ୍କ ପାଠପଢା ଓ ନିଜ ପ୍ୟାସନ୍ ରୁ ଗୋଟେ ବାଛିବାର ଥିଲା , ନେହା ନିଜ ପ୍ୟାସନ୍ କୁ ହିଁ ବାଛିଥିଲେ , +୨ ପରେ ସେ ପାଠପଢା ଛାଡିଦେଇଥିଲେ ।

ନେହା ନିଜ ବଡ ଭଉଣି ସୋନୁ କାକ୍କଡଙ୍କସହ ଗାଉଥିବାର ଦେଖାଯାଇଥିଲେ,  ନେହା ଛୁଆବେଲରୁ ଦିଲ୍ଲୀର ମାତାଙ୍କ ଜାଗରଣରେ ଗାଉଥିଲେ,  ନେହା କହନ୍ତି କି ବହୁତଥର ସେ ମାତାଙ୍କ ଚୌକିରେ ଗୀତ ଗାଊଥିଲେ,  ଏହିପ୍ରକାରର ସେ ଛୁଆବେଳେ ମ୍ୟୁଜିକ୍ କୁ ଅନଜୟ୍ କରିଥିଲେ,  ନେହା ଏକ ସାମାନ୍ୟ ପରିବାରରୁ ଆସନ୍ତି , ସେ ନିଜେଏକ ଇଣ୍ଟରଭ୍ୟୁରେ ଏହି କଥା କହିଥିଲେ , ଛୁଆବେଳରେ ସେ ରୀଷିକେଶରୁ ଯେଉଁ ସ୍କୁଲରୁ ପଢିଥିଲେ,  ସେ ସ୍କୁଲର ସାମ୍ନାରେ ତାଙ୍କ ବାପା ସିଙ୍ଗଡା ବିକ୍ରି କରୁଥିଲେ,  ଏହି କାରଣରୁ ସେ ସାମାନ୍ୟ ପରିବାରରୁ ଥିଲେ , କିନ୍ତୁ ସାମାନ୍ୟ ସ୍ୱପ୍ନ ନଥିଲା ।

ନେହା ନିଜ ହିଟ୍ ଗୀତ କାରଣରୁ ବଲିଉଡ୍ ରୁ ତାଙ୍କୁ ଅଫର୍ ମିଳିବାକୁ ଲାଗିଲା,  ଓ ଆଜି ସେ ବଲିଉଡ୍ ର ଟପ୍ ଲିଡ୍ ଫିମେଲ୍ ସିଙ୍ଗର୍ ହିସାବରେ ଜଣାଯାଉଛନ୍ତି , ସେ ଗୋଟେ ଗୀତ ପାଇଁ ୧୦-୧୫ ଲକ୍ଷ ଟଙ୍କାର ଚାର୍ଜ ନିଅନ୍ତି , ନେହା ନିଜ ପ୍ରୋପଟି ବନାଇଲେ , ଓ ମହଙ୍ଗା ଗାଡି ବି ସଉକ ଅଛି , ଯଦି ନେହାଙ୍କ ସଂମ୍ପତ୍ତି ବିଷୟରେ କହିବା ତେବେ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗ୍ବ କି ମିଡିଆ ସୁତ୍ରରୁ ନେହାଙ୍କ ସମୁଦାୟ ସଂମ୍ପତ୍ତି ୬୦-୭୦ କୋଟି ଅଟେ, ଏହା ନୁହେଁ ଏହା ସହିତ ନେହାଙ୍କ ପାଖରେ ୮ ଟି ବଡ ମହଙ୍ଗା ଗାଡି ଅଛି, ଯେଉଁ ଗାଡି ମଧ୍ୟରେ ରେଞ୍ଜ ରୋଭର୍ ବି ସାମିଲ୍ ଅଛି ।

Leave a Reply

Your email address will not be published. Required fields are marked *