October 27, 2024

Odia Express

Here, There and Everywhere

କଣ ଆପଣ ଜାଣିଛନ୍ତି ARMY ର ଫୁଲ ଫର୍ମ କଣ ? ୯୯ ପ୍ରତିଶତ ଲୋକେ ଜାଣିନାହାନ୍ତି ଏହାର ଉତ୍ତର – ଏବେ ଜାଣିରଖନ୍ତୁ

1 min read

ବନ୍ଧୁଗଣ, ଆର୍ମୀର ନାଁ ଶୁଣିଲେ ଆମ ମଧ୍ୟରେ ଏକ ସାହାସ ଓ ଗର୍ବ ଆସିବାକୁ ଲାଗେ, ଓ ଦେଶ ପ୍ରେମ ଭାବନା ଜାଗୃତ ହୋଇଯାଏ , ଆମର ଦେଶର ସେନା ଜବାନ ଏସିଆର ସବୁଠାରୁ ବଡ ସେନା ବୋଲି ଜଣାଯାଏ , ଲୋକେ ଦେଶ ପ୍ରେମର ଭାବନା ବନାଇ ରଖିବାପାଇଁ ସମୟ ସମୟରେ ଅନେକ ପ୍ରକାର ପର୍ବ ଆୟୋଜିତ କରିଥାନ୍ତି , ଭାରତର ସ୍ୱାଧିନତା ହେବାର ୭୪ ବର୍ଷ ହୋଇସାରିଛି, ଆମର ୭୦ ବର୍ଷର ଇତିହାସ ବହୁତ ବିକାଶ ହେବାର ସାକ୍ଷୀ ରହିଛି, ବିକାଶର ମଧ୍ୟରେ ଭାରତୀୟ ସେନା ପୁରା ଦୁନିଆଁରେ ନିଜ ଶକ୍ତି ଦେଖାଇଛି, ପାକିସ୍ଥାନ ରୁ ତିନି ତିନି ଥର ଯୁଦ୍ଧ ହେଉ କିମ୍ବା ସୀମା ଉପରେ ଆତଙ୍କବାଦୀଙ୍କୁ ଧୁଳିସାତ କରିବାରେ ଭାରତୀୟ ସେନା ବିରତାର ଗାଥା ଦେଖାଇଛନ୍ତି । ଭାରତର ଆର୍ମୀ ଦୁନିଆଁର ସବୁଠାରୁ ବଡ୍ ଆର୍ମୀ ସେନା ଅଟେ, ଆର୍ମୀ ଯାହାର୍ କାରଣ ଆମେ ଆରାମରେ ଶୋଇପାରନ୍ତି , ଆର୍ମୀ କାରଣରୁ ଆମେ ରାସ୍ତାରେ ବିନା ଚିନ୍ତାରେ ବୁଲିପାରୁଛେ

ଆଜି ଆମର ସ୍ଥଳ ସେବା ରେ ୧୨ ଲକ୍ଷ ସୈନିକ ଅଛନ୍ତି , ଯିଏ ତାଙ୍କ ରାତିର ନିଦ ଆମ ପାଇଁ ହରାମ୍ କରନ୍ତି , ଯିଏ ବହୁତ ଖରାରେ ଓ ଦ୍ୱିପହରରେ ଆମ ସୁବିଧାପାଈଁ ସବୁ କିଛି ତ୍ୟାଗ୍ କରିଥାନ୍ତି, କଣଅ ଅଟେ ଏହି ଶବ୍ଦର ଇତିହାସ, କେଉଁଠି ଆସିଲା ଏହି ଶବ୍ଦ, ଓ କେଉଁ ଭାଷାର ମୁଳଶବ୍ଦଅଟେ, ଏହି ପ୍ରଶ୍ନ ଆପଣଙ୍କୁ ସରକାରୀ ପରୀକ୍ଷାରେ ପ୍ରଶ୍ନ ପତ୍ରରେ ମିଳିପାରେ , ସେହି ସମୟରେ ଏହାର ଜବାବ୍ ଦେବାପାଇଁ ଭାବିବସିଥାଉ , ଆସନ୍ତୁ ଜାଣିବା ଏହି ଶବ୍ଦର ରହସ୍ୟ , ବନ୍ଧୁଗଣ ଏହି ଦୁନିଆଁରେ କୋଟିଏ ଲୋକ ଅଛନ୍ତି , ସବୁଦେଶର ନିଜ ସେନା ଅଛନ୍ତି , ଯାହାକୁ ଇଂରାଜୀରେ ARMY କହନ୍ତି ଏହା ଲାଟିନ୍ ଭାଷା Armata ଯାହାକି Armed forceଏକ Organized military force ହୋଇଥାଏ, ଯାହା ଆମ ଦେଶର ରକ୍ଷାପାଇଁ ଲଢେଇ କରିଥାନ୍ତି ।

ବହୁତ ଦେଶରେ ସେନାର ଅଧିକାରିକ ହିସାବରେ ଭୁମି ସେନା କୁହାଯାଏ , ସଂପୁର୍ଣ୍ଣ ସଂସାର ସବୁ ଠାରୁ ପ୍ରଥମ ଭାରତ ଦେଶର ଆର୍ମୀକୁ Organized କରିଥିଲା, ଦୁନିଆଁର ସବୁଠାରୁ ବଡ୍ ଆର୍ମୀ ସେନା ଚୀନ୍ ପାଖରେ ଅଛି ,ଚିନ୍ ପାଖରେ ୧,୬୦୦,୦୦୦ ସକ୍ରିୟ ସେନା ଓ ୫,୧୦,୦୦୦ ରିଜର୍ଭ କର୍ମୀଙ୍କ ସବୁଠାରୁ ବିଶାଳ ସେନା ଅଛି, ଦୁନିଆଁର ସବୁଠାରୁ ବଡ ସେନା ହିସାଅରେ ଭାରତ ଦେଶ ଜଣାଯାଏ , ଭାରତ ପାଖରେ ୧,୧୨୯,୦୦୦ ସକ୍ରିୟ ସେନା ଓ ୯,୬୦,୦୦୦ ରିଜର୍ଭ କର୍ମୀ ଦ୍ୱିତୀୟ ବଡ ସେନା ଅଛି, କଣ ଆପଣଙ୍କୁ ଜଣାଅଛି  Army ର ପୁରା ନାଁ , ତେବେ ଆପଣଙ୍କୁ କହିଦେବୁ କି ଏହାର ପୁରା ନାଁ Alert Regular mobility Young ଅଟେ ।

ଆପଣଙ୍କୁ ଜାଣିଲେ ଗର୍ବ ଅନୁଭବ ହେବ କି ଆମର ଭାରତ ସେହି ତିନୋଟି ଦେଶରେ ସାମିଲ୍ ହୋଇଛି, ଯାହାଙ୍କ ପାଖରେ ଏବେ ଅଶ୍ୱାରୋହି ସେନାର ଫୌଜ୍ ଅଛି, ଭାରତୀୟ ସେନା ସବୁ ଗଣତନ୍ତ୍ର ଦିବସରେ ସଲାମୀ ଦେବାପାଇଁ ଏକାଠି ହୋଇଥାଏ, ଭାରତ ଦୁନିଆଁର ଆର୍ଥିକ ମହାଶକ୍ତି ହେବା ସହ ସୈନ୍ୟ ଶକ୍ତି ବି ଅଛି , ପୃଥିବୀର ବ୍ରହ୍ମୋସ, ପରି ମିଶାଇଲ୍ ଓ ସୁଖୋଇ ପରି ହତିଆର ହେବାରେ ଇଣ୍ତିଆନ୍ ଆର୍ମୀ ପୁରା ଦୁନିଆଁରେ ନିଜ ଏକ ଅଲଗା ଦବଦବା ରଖିଥାଏ ।

Leave a Reply

Your email address will not be published. Required fields are marked *