October 20, 2024

Odia Express

Here, There and Everywhere

ଆଜିର ମଜାଦାର ନୂଆ ଜୋକ୍ସ – ଏକ ସୁନ୍ଦର ଝିଅ ବସଷ୍ଟାଣ୍ତରେ ଠିଆ ହୋଇଥିଲା,  ଏକ ଯୁବକ କହିଲା – ଚନ୍ଦ୍ର ତ ରାତିରେ ବାହାରିଥାଏ, ଆଜି ଦିନରେ କେମିତି ବାହାରି ଆସିଲା ତାପରେ ଝିଅ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ…

1 min read

ଗୋଟେ ପୁଅକୁ ଚାକିରି ମିଳୁନଥିଲା,  ତେବେ ସେ କ୍ଲିନିକ୍ ଖୋଲିଲା, ଓ ବାହାରେ ଲେଖିଲା ତିନିଶହ ଟଙ୍କାରେ ଚିକିତ୍ସା କରନ୍ତୁ  ଚିକିତ୍ସା ନହେଲେ ଏକ ହଜାର ଟଙ୍କା ଫେରିପାଇବେ , ଏକ ପଣ୍ତିତ ଭାବିଲା କି ଏକ ହଜାର ଟଙ୍କାକମାଇବାର ଭଲ ମଉକା ଅଛି, ସେ କ୍ଲିନିକ୍ ରେ ଆସିଲା ଓ କହିଲା , ମୋତେ କେଉଁ ଜିନିଷର ସ୍ୱାଦ୍ ଲାଗୁନି, ପୁଅ- ବକ୍ସ ନମ୍ବର ୨୨ ରୁ ମେଡିସିନ୍ ବାହାର କର, ଓ ୩ ବୁନ୍ଦା ପିଆଇଦିଅ, ନର୍ସ ପିଆଇଦେଲା ପଣ୍ତିତ୍- ଆରେ ଏଇଟା ପେଟ୍ରୋଲ୍ ତ, ପୁଅ- ହେ ଭଗବାନ ତୁମକୁ ସ୍ୱାଦ ଜଣାପଡିଲାଣି, ଦିଅ -୩୦୦ ଟଙ୍କା | ପଣ୍ତିତକୁ ରାଗ୍ ଆସିଲା , କିଚି ଦିନପରେ ପୁଣୀ ଆସିଲା,  ପୁରୁଣା ପଇସା ନେବାପାଇଁ , ପଣ୍ତିତ୍- ମୋର ଶ୍ମରଣଶକ୍ତି ଆଉ ଆସୁନି, ପୁଅ- ବକ୍ସ ନମ୍ବର ୨୨ ରୁ ମେଡିସିନ୍ ବାହାର କର ଓ ତିନି ବୁନ୍ଧା ପିଆଇଦିଅ ।

ପଣ୍ତିତ୍ ଏହି ମେଡିସିନ୍ ତ ପାଟି ପାଇଁ ଅଟେ ପୁଅ- ତୁମର ସ୍ମରଣଶକ୍ତି ଫେରିଆସିଲା , ଦିଅ ୩୦୦ ଟଙ୍କା , ଏହିଥରପଣ୍ତିତକୁ ରାଗ ଆସିଳା ମୋର ନଜର କମ୍ ହେବାରେ ଲାଗିଛି, ପୁଅ- ଏହାର ମେଡିସିନ୍ ନାହିଁ , ନିଅ ୧୦୦୦ ଟଙ୍କା ଟଙ୍କା । ପଣ୍ତିତ ଆରେ ଏଇଟା ତ ୫୦୦ ଟଙ୍କା , ପୁଅ –ଆସିଲା ଏବେ ନଜର, ଦିନ ୩୦୦ ଟଙ୍କା

୨) ଶିକ୍ଷକ- କିଛି ବି ଟେନସନ୍ ନିଅନି କ୍ଲାସରେ,  ମୋତେ ନିଜ ଶିକ୍ଷକ କମ୍ ସାଙ୍ଗ ଅଧିକା ଭାବ, ଯେଉଁ କଥା କହିବାର ଅଛି ବିନା ଚିନ୍ତାରେ କୁହ , ଛାତ୍ର- +୨ କ୍ଲାସର ପୁଜା ମୋବାଇଲ୍ ନମ୍ବର ଦେଇଦେ ସାଙ୍ଗ ।

୩) ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଚାଲୁଥିଲା  ସ୍ୱାମୀ- ମୁଁ ଡରୁନି ତୁମକୁ, ସ୍ତ୍ରୀ-ତୁମେ ଡରୁଛ, ପ୍ରଥମଥର ଯେବେ ତୁମେ ମୋତେ ଦେଖିବାକୁ ଆସିଥିଲ,  ତେବେ ୪-୫ ଜଣା ସାଙ୍ଗରେ ନେଇ ଆସିଥିଲ , ଯେବେ ମୋତେ ନେବାକୁ ଆସିଥିଲ , ତେବେ ୨୦୦ ଲୋକ ନେଇକରି ଆସିଥିଲ । ମୋତେ ଦେଖ ମୂଁ ଏକେଲା ଚାଲି ଆସିଲି ।

୪) ଶିକ୍ଷକ ତୁମର ଷ୍ଟ୍ରେଥ୍ କଣ ଅଛି, ପପୁ- ମୁଁ କେଉଁ କଥାକୁ ମନରେ ଦବାଇ ରଖିପାରେ , ଶିକ୍ଷକ- କେମିତି, ପପୁ- ଏହି ଦେଖିନିଅ ତୁମର ଝିଅର ଲଭ୍ ଲେଟର୍ ଅଛି, କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ ଏହି କଥା କାହାକୁ କହିନି ।

୫) ଘର ବାଲାଙ୍କୁ ଲାଗୁଛି କି ଆମର ପୁଅ ଲଭ୍ ମ୍ୟାରେଜ୍ ନ କରୁ, କିନ୍ତୁ କଣ ଜଣା ଏଠାରେ ତ ଝିଅ ରିକ୍ୱେଷ୍ଟ ଗ୍ରହଣ କରୁନାହାନ୍ତି , ଲଭ୍ ମ୍ୟାରେଜ୍ ତ ଦୁରର କଥା ।

୬) ଚିଣ୍ଟୁ- ଆରେ ସାଙ୍ଗ ତୁମର ଏସ୍ ଏମ୍ ଏସ୍ ଦୁଇଥର କଣପାଈଁ ପଠାଉଛ ? ମିଣ୍ଟୁ- ଯାହାଦ୍ୱରା ଯଦି ତୋତେ ଗୋଟେ ଫରୱାର୍ଡ କରିବାକୁ ପଡେ ତେବେ ଦ୍ୱିତୀୟ ତୋ ପାଖରେ ରହୁ ।

୭) ପପୁ- ଭାଇ ଐଶ୍ୱର୍ଯ୍ୟ ସଲମାନପରି ସୁପରଷ୍ଟାର୍ କୁ ଛାଡି ପ୍ଲପ୍ ଷ୍ଟାର୍ ଅଭିଷେକକୁ ବାହାହେଲା କାହିଁକି, ଗପୁ- କାରଣ ଅଭିଷେକ ବାଳରେ ହାତ ବୁଲାଇ ଐଶ୍ୱର୍ଯ୍ୟ ନିଜେ ଏହା ବୁଝିଲା କି ପ୍ଲପ୍ ହେଲେ କଣ୍ ହେଲା,  ଜେଲ୍ ତ ଯିବନି ।

୮) ଗୋଟେ ଭିକାରୀ ସରକାରୀ ନଳରେ ଗାଧୋଉଥିଲା,  ତେବେ ତାର ଏକ ଭିକରୀ ସାଙ୍ଗ କହିଲା,  ସାଙ୍ଗ- ମୋତେ ଯାହା ମନେ ଅଛି, ତୁମେ ଗତ ମାସ ଗାଧୋଇଥିଲ , ଭିକାରୀ- ସାଙ୍ଗ ମୋତେ ଜଣାଅଛି କି ତୁ ସଫାସୁତୁରା ରହିବାର ଅଭ୍ୟାସ ଅଛି

୯) ମିଛ କହିବାର ଏକ ସୀମା ଥାଏ, ଉଧାର ଦେଇଥିବା ପଇସା ଫେରାଇବାପାଇଁ ମୁଁ ନିଜ ସାଙ୍ଗ ଘରେ ଲ୍ୟାଣ୍ତଲାଇନ୍ ରେ ଫୋନ୍ କରି ତେବେ ତାରଜବାବ୍ ଶୂଣିକରି ବେହୋସ୍ ହେବାପୁର୍ବରୁ ବଞ୍ଚିଗଲି , କହିଲା ଡ୍ରାଇଭ୍ କରୁଛି, ପରେ ଫୋନ୍ କରୁଛି

୧୦) ସନ୍ତା ବନ୍ତା ସାଙ୍ଗ୍ ତୁ ଏତେ ଉଦାସ୍ କଣ ପାଇଁ ,ବାନ୍ତା_ କଣ କହିବି ସାଙ୍ଗ- ମୁଁ ନିଜ ବାପାଙ୍କ ପାଖରୁ ବହିପାଇଁ ଟଙ୍କା ମାଗିଥିଲି, କିନ୍ତୁ ସେ ବହି ହିଁ କିଣା ହୋଇପଠାଇଦିଆଗଲା ।

୧୧) ଥରେ ସାନା ନିଜ ସ୍ତ୍ରୀ ସହ ବସିକରି କଥା ହେଉଥିଲା,  ସାନ୍ତା- ସ୍ତ୍ରୀକୁ- ଜାଣୁ ଆମର ଦଶମ ବିବାହ ବାର୍ଷିକିରେ ମୁଁ ତୁମର ଆଣ୍ତାମାନ୍ ନିକୋବର୍ ଆଇଲ୍ୟାଣ୍ତ ନେଇଯିବି , ସ୍ତ୍ରୀ-ଖୁସିରେ ଆରେ ବାହ୍ , ଓ ୨୫ ତମ ବିବାହ ବାର୍ଷିକିରେ ସାନ୍ତା- ତେଏବ୍ ତୁମକୁ ଆଉଥରେ ଫେରାଇ ଆଣିବି, ବିଚରା ଶାନ୍ତା ଦୁଇ ଦିନଉ ନିଜ ଘରକୁ ଫେରିନି ।

୧୨) ଏକ ଘଡି ଠିକ୍ କରୁଥିବା ଲୋକ ନିଜ ପ୍ରେମିକାକୁ କିଛି ଏହିପ୍ରକାର ଚିଠି ଲେଖିଲା , ମୁଁ ତୁମର ସବୁବେଲେ ୭ ଦେଲି, ତୁମେ ମୋର ସାତ୍ ୨ ଆମେ ୨ ୯ ସବୁବେଲେ ଏକା ସାଥେ ରହିବାର ଅଛି , ଏଥିପାଇଁ ମୋତେ ଛାଡିବାର ଭୁଲ୍ ୨୧୨ କରିବନି ।

୧୩) ଏକ ସୁନ୍ଦର ଝିଅ ବସଷ୍ଟାଣ୍ତରେ ଠିଆ ହୋଇଥିଲା,  ଏକ ଯୁବକ କହିଲା – ଚନ୍ଦ୍ର ତ ରାତିରେ ବାହାରିଥାଏ, ଆଜି ଦିନରେ କେମିତି ବାହାରି ଆସିଲା,  ଝିଅ- କହିଲା ଆରେ ପେଚା ରାତିକୁ କହିଥାଏ, ଆଜିଦିନରେ କେମିତି କହିପକାଇଲା ।

୧୪) ଏୟାର୍ ହୋଷ୍ଟେସ୍ ପଣ୍ତିତକୁ – ସାର୍ କଣ ନେବେ ? ପଣ୍ତିତ-ପୁରି ତରକାରି କ୍ଷିରି ଓ ଲଡୁ, ଏୟାର୍ ହୋଷ୍ଟେସ୍, ସାର୍ ଆପଣ କିଙ୍ଗ୍ ଫିସର୍ ପ୍ଲେନରେ ବସିଛନ୍ତି , ବିଜୟ ମାଲ୍ଲାଙ୍କ ଶ୍ରାଦ୍ଧ ନୁହେଁ ।

୧୫) ଭିକାରୀ ସାହେବ ଏକ ଟଙ୍କା ଦିଅ, ସାହେବ୍ – କାଲି ଆସ, ଭିକାରୀ-ସାହେବ୍ କାଲି କାଲି ଚକ୍କରରେ ଏହି କଲୋନୀ ମୋର ଲକ୍ଷେ ଟଙ୍କା ପାଖାପାଖି ଉଧାରି ପଡିଛି ।

Leave a Reply

Your email address will not be published. Required fields are marked *