October 28, 2024

Odia Express

Here, There and Everywhere

ସ୍ୱାମୀଙ୍କ ସହ ହେଉଛି ଝଗଡା ତ ଆଜି ହିଁ କରନ୍ତୁ ଏହି ୩ ଟି କାମ, ଆପେ ଆପେ ସୁଧରିଯିବେ ଆପଣଙ୍କ ସ୍ୱାମୀ

ସେମିତି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ତ ହେବା ସ୍ୱାଭାବିକ ହୋଇଥାଏ , କିନ୍ତୁ ଯେବେ କଥା ଲଢେଇର ଆସିବାକୁ ଲାଗେ ତେବେ ସଂମ୍ପର୍କରେ ଫାଟ ଲାଗିବାରେ ବେଶୀ ସମୟ ଲାଗେନାହିଁ , ବହୁତଥର ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲଢେଇ ହେବା କାରଣରୁ ସ୍ତ୍ରୀ ଡିପ୍ରେସନରେ ଚାଳିଯାଆନ୍ତି , ଓ ଏମିତିରେ ତାଙ୍କ ଦିମାଗରେ ଏହି କଥା ଆସିବାକୁ ଲାଗେ,  ଏମିତିରେ କିଛି ଏହି ସବୁ କିଛି ଛାଡି ଚୁପ୍ ଚାପ୍ ରହିବାକୁ ଲାଗନ୍ତି , ଯଦି ଆପଣଙ୍କ ଜୀବନରେ ଏମିତି କିଛି ହେଉଛି , ତେବେ ଆପଣ ଚାହୁଁଛନ୍ତି କି ଆପଣଙ୍କ ଘର ଆଉଥରେ ପୁର୍ବପରି ଠିକ୍ ହୋଇଯାଉ , ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ କହିବାକୁ ଯାଊଛୁ , ଯାହା ଆପଣଙ୍କ ସ୍ୱାମୀ ସବୁଦିନ ଝଗଡା କରିବା ପରିବର୍ତ୍ତେ ଭଲ ପାଇବେ । ଏହି ଖାସ୍ ଟିପ୍ସକୁ ସଠିକ୍ ଭାବେ ବ୍ୟବହାର କଲେ ଆପଣଙ୍କ ଘରେ କେବେ ଝଗଡା ହେବନାହିଁ , ଆପଣମାନେ ଏହି କଥା ତ ଜାଣିଥିବେ କି ଯେବେ ଘିଅ ସିଧା ଆଙ୍ଗୁଠିରେ ବାହାରେ ନାହିଁ ତେବେ ଆଙ୍ଗୁଠିକୁ ତେଢା କରି ବାହାର କରିବାକୁ ପଡେ , ଯଦି ଆପଣଙ୍କ ସ୍ୱମୀଙ୍କ ମନକୁ ଠିକ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଟିକିଏ ଚାଲାକ୍ ହେବା ଉଚିତ୍ , ତେବେ ଆସନ୍ତୁ କଣ କଣ କରିବାକୁ ହେବ ଏହା ପାଇଁ ।

୧) ଏମିତି କୁହାଯାଏ କି କେଉଁ ମହିଳା ପାଖରେ ସବୁଠାରୁ ବଡ ହତିଆର୍ ଆକର୍ଷଣ ଓ ଭଲ ପାଇବା ହୋଇଥାଏ,  ପୁରୁଣା ଜମାନାରେ ଅପସରାମାନେ ବଡ ରୁଷିମୁନିଙ୍କୁ ତପସ୍ୟା ଭଙ୍ଗ କରିଦେଉଥିଲେ , ସେମିତି ଏଠାରେ ଆପଣଙ୍କୁ କିଛି କରିବାକୁ ହେବ , ଆପଣଙ୍କ ସ୍ୱାମୀ ଜଣେ ପୁରୁଷ ଅଟନ୍ତି , ଯଦି ବିବାହର କିଛି ବର୍ଷ ପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ରୋମାନ୍ସ ଶେଷ ହୋଇଯାଇଛି , ତେବେ ଆପଣ ନିଜ ସ୍ୱାମୀଙ୍କୁ ଆହୁରି ଅଧିକା ପ୍ରେମ କରନ୍ତି , ଯାହାଦ୍ୱାରା ଲଢେଇ ଝଗଡା କରିବାର ମଉକା ନ ମିଳୁ , ଏଇପରି ଧୀରେ ଧୀରେ ଆପଣଙ୍କ ପାଖକୁ ସେ ଆସିବାକୁ ଲାଗିବେ , ଓ ଦିନ ଏମିତି ଆସିବ ଆପଣଙ୍କ ସହ ସେ ଝଗଡା କରିବାକୁ ପସନ୍ଦ କରିବେ ନାହିଁ ।

୨) ଯେବେ ପ୍ରେମ ରୋମାନ୍ସରେ କଥାରେ କିଛି ହେଉନାହିଁ ତେବେ ନିଜ ଛୁଆଙ୍କୁ ହତିଆର ରୁପେ ବ୍ୟବହାର କରନ୍ତୁ, ପୁରୁଷ ଯେତେ ବି ଝଗଡା କରିନେଉ କିନ୍ତୁ ତାର ପିଲାଙ୍କୁ ସେ ମୋହ ରଖିଥାଏ,  ଏମିତିରେ ଆପଣ କହିପାରିବେ କି ଆମର ଲଢେଇରେ ଆମ ଛୁଆଙ୍କ ଉପରେ ଖରାପ ପ୍ରଭାବ ପକାଇବ , କିମ୍ବା ଆପଣ ସେହି ଛୁଆଙ୍କୁ ନେଇ ଘରେ ଛାଡିଦେବାର କଥା କହିପାରିବେ,  ଆମର ଉପଦେଶ ଏହା ରହିବ କି ଆପଣ ଛୁଆଙ୍କୁ ବ୍ୟବହାର କରି ନିଜ ପ୍ରେମକୁ ବୁଝାନ୍ତୁ  ଓ ସବୁ ଦିନ ଝଗଡା କରିବାପରିବର୍ତ୍ତେ ଛୁଆଙ୍କ ପାଠପଢା ଓ କ୍ୟାରିୟର ଉପରେ ଫୋକସ୍ କରିବାକୁ କୁହନ୍ତୁ ।

୩ – ଆପଣ ତାଙ୍କୁ ଏତେ ମାତ୍ର ରେ ଭଲ ପାଇବା ଦିୟନ୍ତୁ ଯେପରି ସେ ଆପଣାକୁ ନିଜର ସବୁକିଛି ମାନିନେବେ | ଆପଣ ତାଙ୍କୁ କୌଣସି ପ୍ରକାର ପ୍ରେମ ମାଗିବା ଦରକାର ନାହିଁ | ଆପଣ ନିଜେ ତାଙ୍କୁ ପ୍ରେମ ଦିୟନ୍ତୁ ନିଶ୍ଚୟ ସେ ତାର ବଦଳ ରେ ଆପଣାକୁ ଢେର ସାରା ପ୍ରେମ କରିବେ ସେ

Leave a Reply

Your email address will not be published. Required fields are marked *