ଯଦି ଆପଣଙ୍କୁ ବହୁତଥର ଅନୁଭବ ହେଉଛି ଥକାପଣ, ଓ ଦୁର୍ବଳତା ତେବେ ଆଜିଠାରୁ କରନ୍ତୁ ଏହି ଜିନିଷର ସେବନ
ଆଜିର ଏହି କର୍ମବ୍ୟସ୍ତତା ଭରା ଜୀବନରେ ସମସ୍ତେ ଏତେ ବ୍ୟସ୍ତ ହୋଇସାରିଛନ୍ତି କି ନିଜ ସ୍ୱାସ୍ଥ୍ୟକୁ ନେଇକରି ସେ ସଠିକ୍ ସମୟ ଦେଇପାରୁନାହାନ୍ତି , ଏମିତିରେ ଥକା ଲାଗିବା କିମ୍ବା ଦୁର୍ବଳତା ଲାଗିବା ସାଧାରଣ କଥା ଅଟେ, ଏହା ସେମିତି କିଛି ରୋଗ ନୁହେଁ କିନ୍ତୁ ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ରହିଯାଏ ତେବେ ବ୍ୟକ୍ତିର କିଛି କାମ କରିବାକୁ ମନ କରେନାହିଁ, ଓ ସବୁବେଳେ ହତାଶ ହେଲା ପରି ଥାଏ , ବହୁତ ଲୋକଙ୍କୁ ଥକାପଣ, ଚିନ୍ତା ଦାୟିତ୍ୱ ସକାଶେ ବି ଏହା ହୋଇପାରେ, କିନ୍ତୁ କଣ ଆପଣ ଜାଣିଛନ୍ତି ଥକାପଣର ଏକ ବଡ କାରଣ ଡିହାଇଡ୍ରେସନ୍ ଯୋଗୁଁ ହୋଇଥାଏ, ଯାହାକୁ ଆମେ ବହୁତଥର ଅଣଦେଖା କରିଦେଉଛେ । କିଛି ଲୋକଙ୍କର ଅଭ୍ୟାସ ହୋଇଥାଏ କି ସେ ପୁରା ଦିନ ପାଣି ନପିଇ ସେ ସୋଢା, ଚାହା, କଫି ଆଦି ପିଇଥାନି , କାରଣ ତାଙ୍କୁ ଲାଗିଥାଏ କି ଏଥିରେ ଥକାପଣ ଦୁର ହୋଇଯିବ, କିନ୍ତୁ ଏହା କିଛି ସମୟ ପାଇଁ ପ୍ରଭାବ କରିଥାଏ , କିନ୍ତୁ ପରେ ବ୍ୟକ୍ତି ଥକାପଣ ଅନୁଭବ କରେ , କିଛି ଲୋକ ଥକାପଣ କାରଣରୁ ଶରୀରରେ ଅସହ୍ୟ ପୀଡା ହେଲେ ପେନ୍ କିଲର୍ ମେଡିସିନ୍ ର ସାହାରା ନେଇଥାନ୍ତି , କିନ୍ତୁ ଏହି ପରି ଥକାପଣକୁ ଦୁର କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ ।
ଯଦି ଆପଣଙ୍କୁ ବହୁତ୍ ଜଲଦି ଥକା ଲାଗୁଛି ତେବେ ଆପଣ ଏହି ଡ୍ରିଙ୍କ୍ ର ସେବନ କରିପାରିବେ , ଆଜି ଆମେ ଆପଣଙ୍କୁ ଏକ ଏମିତି ଡ୍ରିଙ୍କ୍ ବିଷୟରେ କହିବାକୁ ଯାଉଛୁ, ଯାହାର ସେବନ କରିଲେ ଥକାପଣ ଓ ଦୁର୍ବଳତା ଦୁର ହୋଇଯିବ , ହଁ ଆଜ୍ଞା ଆପଣଙ୍କୁ କହିଦେବୁ କି ଏଥିରେ କୌଣସି ସାଇଡ୍ ଇଫେକ୍ଟ ହୋଇନଥାଏ , ଏହା ସମସ୍ତଙ୍କ ଘରେ ସହଜରେ ମିଳିଯିବ, ଆପଣଙ୍କୁ ଆମେ କହିଦେବୁ କି ଆମେ ଯେଉଁ ଜିନିଷ ବିଷୟରେ କହୁଛୁ ତାହେଲା ମୁଗ ଡାଲି, ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ମୁଗଡାଲିର କିଛି ଫାଇଦା ବିଷୟରେ କହିବୁ, ଯାହା ବିଷୟରେ ଆପଣ ଜାଣିବା ଜରୁରୀ ଅଟେ
ମୁଗଡାଲିରେ ଭରପୁର୍ ପରିମାଣର ପ୍ରୋଟିନ୍ ,କ୍ୟାଲସିୟମ୍ ପୋଟାସିୟମ୍ ମିଳିଥାଏ , ଯାହା ଶରୀର ପାଇଁ ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ, ଯଦି ଆପଣ ଡାଲିର ପାଣି ପିଇବେ ତେବେ ଏଥିରେ ଆପଣଙ୍କୁ ବହୁତ ଫାଇଦା ହେବ । ଆପଣ ଯଦି ଥକାପଣ ଅନୁଭବ କରୁଛନ୍ତି ତେବେ ସକାଳୁ ମୁଗଡାଲିକୁ ଗରମ୍ ପାଣି ସହ ସେବନ କରିବାକୁ ହେବ, ଯେଉଁଥିରେ ଶରୀରରେ ଏମିତି ପୋଷକ ତତ୍ତ ମିଳିବ, ଯାହା ଥକାପଣ ଓ ଦୁର୍ବଳତା ଦୁର ହୋଇଯିବ , ଓ ସବୁଠାରୁ ଖାସ୍ କଥା ଏହା କି ଏଥିରେ ପାଚନତନ୍ତ୍ର ମଜବୁତ୍ ହୋଇଯିବ , ଗରମ ଦିନରେ ଏହା ବହୁତ ଲାଭକାରୀ ହୋଇଥାଏ