September 12, 2024

Odia Express

Here, There and Everywhere

ହନୁମାନଜୀଙ୍କୁ ବହୁତ ପସନ୍ଦ ଆସିଥାଏ ଏହି ଜିନିଷ, ପାଇବାକୁ ଚାହୁଁଛନ୍ତି ଯଦି କୃପା ତେବେ ମଙ୍ଗଳବାର ଦିନ ନିଶ୍ଚିତ ଚଢାନ୍ତୁ

1 min read

ଏମିତି ମାନାଯାଏ କି ହନୁମାନଜୀଙ୍କୁ ଅମରତାର ବରଦାନ ମିଳିଥିଲା,  ଓ ସେ ଆଜି ବି ଆମର ସାଥିରେ ଅଛନ୍ତି , ଯେଉଁ ପ୍ରକାରରେ ସଙ୍କଟ ଆସିଲେ ହନୁମାନଜୀ ଭଗବାନ ଶ୍ରୀରାମଙ୍କ ସାହାଯ୍ୟ କରିଥିଲେ, ଠିକ୍ ସେହି ପ୍ରକାରରେ ସଙ୍କଟ ମୋଚନ ହନୁମାନ ନିଜ ଭକ୍ତଙ୍କୁ ସାହାଯ୍ୟ କରିଥାନ୍ତି , କହନ୍ତି କି ଯେଉଁ ଲୋକ ସକାଳୁ ଉଠିକରି ହନୁମାନ ଚାଳିଶା ପାଠ କରନ୍ତି ,ତାଙ୍କ ଉପରେ କୌଣସି ସଙ୍କଟ ଆସେ ନାହିଁ , ମଙ୍ଗଳବାରକୁ ହନୁମାନଙ୍କ ଦିନ ଜଣାଯାଏ , ଏହି କାରଣରୁ କିଛି ଲୋକ ମନ୍ଦିରକୁ ଯାଈକରି ହନୁମାନଙ୍କ ମନ୍ଧିରରେ ହନୁମାନ ଚାଳିଶା ପାଠ କରନ୍ତି , ଓ ତାଙ୍କୁ ପ୍ରସାଦ ବି ଚଢାନ୍ତି ,ସବୁ ମଙ୍ଗଲବାର କୁ ଚାଳିଶା ପରେ ପ୍ରସାଦ ଚଢାଇଲେ ଅଧିକା ଲାଭ ମିଳିଥାଏ, ଆଜି ଏହି ଲେଖରେ ଆମେ ଜାଣିବା କି କେଉଁ ପ୍ରକାରର ପ୍ରସାଦ ଓ ଜିନିଷ ଚଢାଇଲେ ହନୁମାନଜୀ ପ୍ରସନ୍ନ ହୋଇପାରିବେ ।

୧) ବେସନର ଲଡୁ- ହନୁମାନଜୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଚାଳିଶା ପରେ ତାଙ୍କୁ ପ୍ରସାଦ ଚଢାଯାଏ , ମଙ୍ଗଳବାର ଦିନ ସକାଳୁ ହନୁମାନ ମନ୍ଦିର ଯାଇକରି ହନୁମାନ ଚାଳିଶା ପାଠ କରିଲେ ଓ ଲଡୁର ଭୋଗ୍ ଲଗାଇଲେ ଭଲ ଫଳ ପ୍ରାପ୍ତି ହୁଏ , ଏଥିରୁ ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିଥାଏ , ଓ ସବୁ ପ୍ରକାରର ସଙ୍କଟ ଦୁର ହୋଇଯାଏ ।

୨) ବୁନ୍ଦିଆ- ଆପଣ ବହୁତଥର ଦେଖିହିବେ କି ଅଧିକାଂଶ ଲୋକ ହନୁମାନଜୀଙ୍କୁ ବୁନ୍ଦୀର ଭୋଗ ଲଗାଇଥାନ୍ତି , ମଙ୍ଗଲାବାର ଦିନ ଚାଳିଶା ପରେ ବୁନ୍ଧିର ଭୋଗ ଲଗାଇବା ବହୁତ ଭଲ ମାନାଯାଏ , ଭୋଗ ଲଗାଇବା ପାଇଁ ବୁନ୍ଦୀର ତିଆରି ଜିନିଷର ବ୍ୟବହାର କରିପାରିବେ

୩)ସିନ୍ଦୁର- ବଜରଙ୍ଗ ବାଲିଙ୍କୁ ପ୍ରସାଦର ସହ ସିନ୍ଦୁର ଚଢାଇବା ବହୁତ ଶୁଭ ଜଣାଯାଏ , ସବୁ ମଙ୍ଗଳବାରକୁ ସକାଳୁ ସକାଳୁ ମଲ୍ଲୀଫୁଲର ତେଲରେ ସିନ୍ଦୁର ଲଗାଇକରି ଚଢାଇଲେ ଭଲ ହୋଇଥାଏ, ଏଥିରେ ଭଗବାନ ଜଲଦି ପ୍ରସନ୍ନ ହୋଇଥାନ୍ତି ,

୪) ଫୁଲର ମାଳା- ପ୍ରସାଦ, ସିନ୍ଦୁର ଚଢାଇବା ପରେ ଚାଳିଶା ପରେ ହନୁମାନଙ୍କୁ ଫୁଲର ମାଳା ଅର୍ପଣ କରିବା ଭଲ ହୋଇଥାଏ,  ଭଗବାନଙ୍କୁ ପୁଷ୍ପର ମାଳା ଅର୍ପଣ କରି ତାଙ୍କୁ ଜଲଦି ପ୍ରସନ୍ନ କରାଯାଇପାରିବ , ଯେଉଁ ଲୋକଙ୍କର ସବୁବେଳେ କେଉଁ  ଜିନିଷକୁ ନେଇ ସଙ୍କଟ ରହିଥାଏ, ସେ ଏହି ଜିନିଷ କୁ ନିଶ୍ଚିତ୍ କରନ୍ତୁ , ଏଥିରୁ ଜଲଦି ଲାଭ ମିଳିବ

Leave a Reply

Your email address will not be published. Required fields are marked *