September 8, 2024

Odia Express

Here, There and Everywhere

କଣ ଆପଣ ଜାଣିଛନ୍ତି କି ରାତି ସାରା ପାଣିରେ ଭେଣ୍ତିକୁ ବତୁରାଇ ସେହି ପାଣିକୁ ପିଇଲେ ହୋଇଥାଏ ଗଜବର ଫାଇଦା, ଜାଣିଲେ ସବୁଦିନ ପିଇବେ

ସବୁଜ ପନିପରିବା ଭିତରୁ ଭେଣ୍ତି ଏକ ଏମିତି ପରିବା ଅଟେ , ଯାହାର ପ୍ରୟୋଗ ଖାଇବାରେ କରିଥାନ୍ତି , ଭେଣ୍ତିରୁ ସାଧାରଣତଃ ବହୁତ ପ୍ରକାରର ଡିସ୍ ବନାଇକରି ଲୋକେ ଖାଆନ୍ତି , ଆଜି ଆମେ ଆପଣଙ୍କୁ ଭେଣ୍ତିକୁ ବତୁରାଇ କରି ପାଣି ପିଇଲେ ବହୁତ କିଛି ଫାଇଦା ପାଇବେ , ତାହା ସହ ଆପଣଙ୍କୁ କହିଦେବୁ କି ଭେଣ୍ତିକୁ ଖାଇଲେ କଣ ଫାଈଦା ହୋଇଥାଏ, ତେବେ ଆସନ୍ତୁ ଭେଣ୍ତିର୍ ପାଣିକୁ ବତୁରାଇ ଖାଇଲେ କଣ ଫାଇଦା ହୋଇଥାଏ ଜାଣିବା ।ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଭେଣ୍ତିରେ ଫାଈବର୍ ଅଧିକା ହୋଇଥାଏ, ଯାହା ପାଚନକ୍ରିୟାକୁ ମଜବୁତ୍ କରିଥାଏ , କହିଦେବୁ କି ଅଧିକା ପରିମାଣର ଫାଇବର୍ ହେବା ସହ ଯଦି ଆପଣ କେବଳ ରାତିକୁ ଦୁଇଟି ଭେଣ୍ତି କାଟିକରି ତାକୁ ଏକ ଗ୍ଲାସରେ ପକାଇ ରଖିବେ ଓ ସକାଳୁ ସେହି ପାଣିକୁ  ସେବନ କରିବେ ତେବେ ନିଶ୍ଚିତ ଆପଣଙ୍କ ଡାଇବେଟିଜ୍ ସମସ୍ୟା ଦୁର ହୋଇଯିବ , ଓ ଆପଣଙ୍କୁ ଜଲଦି ଆରାମ ମିଳିବ , ଓ ସୁଗର୍ କଣ୍ଟ୍ରୋଲ୍ ରହିବ

କହିଦେବୁ କି ରାତି ସାରା ପାଣୀକୁ ଭେଣ୍ତି ବତୁରାଇ ରଖି ସେହି ପାଣିକୁ ପିଇଲେ କିଛି ହିଁ ଦିନ ମଧ୍ୟରେ ଡାଇବେଟିଜ୍ କଣ୍ଟ୍ରୋଲ୍ ହୋଇପାରିବ , ଓ ଏହା ଛଡା କହିଦେବୁ କି ଭେଣ୍ତିକୁ କେବେ ତେଲରେ ଭାଜିବେ ନାହିଁ । ଏହା ଛଡା ଆପଣଙ୍କୁ କହିଦେବୁ କି ଭେଣ୍ତିର ସେବନ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଭଲ କାମ କରେ , କହିଦେବୁ କି ଗର୍ଭବତୀ ମହିଳା ଯଦି ଭେଣ୍ତିକୁ ଖାଇବାରେ ସେବନ କରନ୍ତି , କିମ୍ବା ଭେଣ୍ତିକୁ ପାଣିରେ ବତୁରାଇ ସେହି ପାଣିକୁ ପିଅନ୍ତି ତେବେ ଏଥିରେ ଛୁଆକୁ କେଉଁ ପ୍ରକାରର୍ ଅସୁବିଧା ଦେଖାଯାଏ ନାହିଁ , ଏହା ସହ ଡାକ୍ତର ବି ଭେଣ୍ତି ଖାଇବାକୁ ଉପଦେଶ ଦିଅନ୍ତି , ଆପଣଙ୍କୁ କହିଦେବୁ କି ଭେଣ୍ତିରେ ପ୍ରଚୁର ପରିମାଣରେ ଭିଟାମିନ୍ ହେବା କାରଣରୁ  ଆମର ହାଡଗୁଡିକ ମଜବୁତ୍ ହେବାରେ ସହାୟକ ହୋଇଥାଏ , ଏହା ଛଡା ଯଦି ଆପଣ ସବୁଦିନ ଭେଣ୍ତିକୁ ବତୁରାଇ ପାଣି ପିଅନ୍ତି ତେବେ ଏହାର ତରକାରୀ ରୁପରେ ଖାଆନ୍ତୁ, ଫ୍ରାଇଡ୍ ଓ ମସଲାଦାର୍ ଭେଣ୍ତିରୁ ଭଲ ପୋଷକ ତତ୍ତ୍ୱ ପ୍ରାପ୍ତି ହୋଇଥାଏ ।

ଆପଣଙ୍କୁ କହିଦେବୁ କି ଭେଣ୍ତିର ସେବନ କଲେ ଲୋକଙ୍କୁ ବହୁତ ଫାଇଦା ପହଞ୍ଚାଇଥାଏ, ଯାହା ଆସ୍ତମା ରୋଗୀଙ୍କ ପାଇଁ ଭଲ ହୋଇଥାଏ, ଅସ୍ତମା ରୋଗୀଙ୍କୁ ଯଦି ସବୁ ରାତିରେ କେବଳ ଦୁଇଟି ଭେଣ୍ତି ପାଣିରେ ପକାଇ ସେହି ପାଣିକୁ ପିଅନ୍ତି ତେବେ କିଛି ହିଁ ଦିନରେ ତାଙ୍କୁ ଅସ୍ତମାର ଅଭିଯୋଗ ହୁଏ ନାହିଁ , ଏହା ଛଡା ଭେଣ୍ତିର ସେବନ ଦ୍ୱାରା କବଜ୍ ପରି ସମସ୍ୟା ଦୁର ହୋଇଯାଏ, ଭେଣ୍ତି ଏକ ଏମିତି ପରିବା ହୋଇଥାଏ , ଯାହା ଫାଈବର୍ ସବୁଠାରୁ ଅଧିକା ହୋଇଥାଏ,  ଏଥିପାଇଁ ଏହା ପାଚନକ୍ରିୟାରେ କୌଣସି ବାଧା ଆଣେ ନାହିଁ , ଓ କବଜ୍ ସମସ୍ୟାରୁ ମୁକ୍ତି ମିଳିଥାଏ ।

କହିଦେବୁ କି ଭେଣ୍ତିର ପାଣି ପିଇବା କିମ୍ବା ଭେଣ୍ତିର ସେବନ କରିବା କେଉଁ ହୃଦରୋଗୀଙ୍କ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ , ଏଥିପାଇଁ କାରଣ ଭେଣ୍ତି ଆପଣଙ୍କ ଶରୀରର କୋଲେଷ୍ଟ୍ରୋଲ୍ ସମସ୍ୟା ଦୁର୍ କରିପାରେ

Leave a Reply

Your email address will not be published. Required fields are marked *