ସାବଧାନ୍ ! ଘରେ ରଖୁଛନ୍ତି ଯଦି ଗଙ୍ଗାଜଳ ତେବେ ଭୁଲରେ କରିବସନ୍ତୁ ନାହିଁ ଏହି ଭୁଲ୍ , ନହେଲେ ହୋଇପାରେ ଭାରି କ୍ଷତିର ସାମ୍ନା
ଗଙ୍ଗାଜଳ ବିସୟରେ ହିନ୍ଦୁ ଧର୍ମରେ ବହୁତ ସାରା ମାନ୍ୟତା ଅଛି, ସବୁ ଘରରେ ଗଙ୍ଗାଜଳ ନିଶ୍ଚିତ ଥାଏ , ଗଙ୍ଗା ଜଳକୁ ପବିତ୍ର ମାନାଯାଇଛି, ଓ କେଉଁ ବି ଶୁଭ କାମ କରିବାକୁ ହେଲେ ଲୋକେ ଏହାର ବ୍ୟବହାର କରିଥାନ୍ତି , କେଉଁ ବି ବସ୍ତୁ ପବିତ୍ର କରିବାର ଅଛି ତେବେ ଗଙ୍ଗାଜଳ ହିଁ ହୋଇଥାଏ, ଜନ୍ମ ହେଉ କିମ୍ବା ମୃତ୍ୟୁ ହେଲେ ଗଙ୍ଗାଜଲର ଉପଯୋଗ ହୋଇଥାଏ, ଏହା ଏକ ପବିତ୍ର ଜଳ ରୁପେ କାମ କରାଯାଏ , ଏଥିରେ ଯୋଡି ହୋଇଥିବା ବହୁତ ସାରା ସାବଧନତା ବିଷୟରେ ଲୋକଙ୍କୁ ଅଧିକା ଜ୍ଞାନ ନାହିଁ , ନ ଚାହିଁଲେ ବି ମନୁଷ୍ୟ କିଛି ଏମିତି ଭୁଲ୍ କରିବସେ ଯାହା ପରେ ସେ ଭାରି କ୍ଷତିର ସାମ୍ନା କରିଥାନ୍ତି , ତେବେ ଆସନ୍ତୁ ଗଙ୍ଗାଜଳକୁ ନେଇକରି କେଉଁ କେଉଁ କଥାକୁ ସାବଧାନ ରହିବାକୁ ହେବ ତାହା ଜାଣିବା ।
୧) ଯଦି ଆପଣ ନିଜ ଘରେ ଗଙ୍ଗାଜଳକୁ ପ୍ଲାଷ୍ଟିକ୍ ବୋତଲରେ ରଖିଛନ୍ତି , ତେବେ ତାହାକୁ ବାହାର କରିଦିଅନ୍ତୁ , ପ୍ଲାଷ୍ଟିକ୍ ବୋତଲରେ ଗଙ୍ଗାଜଳ ରଖିବା ଅଶୁଭ ହୋଇଥାଏ , ଏହି ପବିତ୍ର ଜଳକୁ ସବୁବେଳେ ରୁପା କିମ୍ବା ତମ୍ବାର ବାସନରେ ରଖିବା ଉଚିତ୍ , ଯଦି ଆପଣଙ୍କ ଘରେ ଗଙ୍ଗାଜଳ୍ଅଛି, ତେବେ ଏହାକୁ ଏମିତି କେଉଁ ଜାଗାରେ ରଖନ୍ତୁ ନାହିଁ, ଏହାକୁ ସବୁବେଳେ ପୁଜା କରୁଥିବା ସ୍ଥାନରେ ରଖିବା ଉଚିତ୍ , ନିୟମିତ ରୁପରେ ସେହି ସ୍ଥାନକୁ ସଫାସଫି ରଖିବା ଉଚିତ୍ ।
୩) ଧ୍ୟାନ ରଖିବେ କି ଯେଉଁ ସ୍ଥାନରେ ଗଙ୍ଗାଜଳ ରଖିଛନ୍ତି , ସେ ଆଖପାଖ ସ୍ଥାନରେ କେଉଁ ଆମିଷ କିମ୍ବା ମଦପାନ ସେବନ କରନ୍ତୁ ନାହିଁ, ଏମିତି କରିଲେ ସେହି ଜାଗା ଅପବିତ୍ର ସହ ଅଶୁଭ ବୋଲି ଜଣାଯାଏ , ଓ ଗଙ୍ଗାଜଳର କିଛି ବି ମହତ୍ତ୍ୱ ରହିବ ନାହିଁ ।
୪) ମାଂସ ମାଛର ସେବନ କରିବା ପରେ ଯଦି ଆପଣ ଭୁଲରେ ଏହି ପବିତ୍ର ଜଳକୁ ଛୁଇଁନେଉଛନ୍ତି , ତେବେ ତାହାକୁ ତୁରନ୍ତ ଜଳକୁ ବଦଳାଇଦିଅନ୍ତୁ , ସେହି ସ୍ଥାନରେ ନୁଆ ଜଳ ରଖିଦିଅନ୍ତୁ , ଓ ତାପରେ ତାହାକୁ ବ୍ୟବହାରରେ କରନ୍ତୁ