February 12, 2025

Odia Express

Here, There and Everywhere

ଚର୍ବୀ କମାଇବାକୁ ନେଇକରି ବହୁତ ପ୍ରକାରର ସମସ୍ୟା ପାଇଁ ଅଁଳା ଅଟେ ଏକ ରାମବାଣ ଚିକିତ୍ସା, ଏଠାରେ ଜାଣନ୍ତୁ ଏହାର ବୈଶିଷ୍ଠତା

ପ୍ରକୃତି ଆମକୁ ବରଦାନ ସ୍ୱରୁପ ବହୁତ ଏମିତି ତତ୍ତ୍ୱ ଦେଇଛନ୍ତି , ଯାହା ଆମେ ମାନେ ରୋଗରୁ ମୁକ୍ତି ପାଇପାରିବା,  ଏମିତି ଜିନିଷ ଆମ ଶରୀର ପାଇଁ ବହୁତ ତରିକା ଫାଇଦାଦାୟକ ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରାକୃତିକ ବରଦାନ ସ୍ୱରୁପ ଫଳ ବିଷୟରେ କହିବାକୁ ଯାଉଛି, ଯଦି ଆପଣ ଏହାର ଉପଯୋଗ କରିପାରିବେ , ଏହା ବହୁତ ଫାଈଦା ଅଛି, ଯାହାଙ୍କୁ ଜାଣିକରି ଆପଣ ଏହାର ଲାଭ ଉଠାଇପାରିବେ,  ଆଜି ଆମେଯେଉଁ ଫଳ ବିଷୟରେ କହିବାକୁ ଯାଉଛୁ ତାହା ସମସ୍ତଙ୍କୁ ଜଣାଥିବ, ସେମିତି ଆପଣ ଅଁଳା ଫଳ ବିଷୟରେ ଜାଣିଥିବେ , ଯାହା ଆପଣଙ୍କ ଶରୀର ପାଇଁ  ଫାଈଦାଦାୟକ ଅଟେ, ସେମିତି ଆପଣ ଅଁଳା ବିଷୟରେ ଜାଣିଥିବେ , କିନ୍ତୁ ଆପଣଙ୍କୁ କହିଦେବୁ କି ଅଁଳା  ଖାଇବା ଛଡା କେବେ ଅନ୍ୟ ଜିନିଷ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ , ବହୁତ୍ ଲୋକ ଏହାର ପ୍ରୟୋଗ ବାଳ ପାଇଁ କରିଥାନ୍ତି , ତେବେ କିଛି ଲ୍କ ଏହାର ବ୍ୟବହାର ତେଲ ପରି କରିଥାନ୍ତି , ତେବେ ସେମିତି କିଛି ଲୋକ ଅଁଳାର ଆଚାର, ବି କରିଥାନ୍ତି , ଓ ତାହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହେବା ପସନ୍ଦ କରିଥାନ୍ତି , ଏହାର ଅର୍ଥ ଏହା କି ଅଁଳା ବହୁତ ରୁପରେ ଆମ ଘରରେ ପ୍ରୟୋଗ କରାଯାଏ ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ଅଁଳାରେ ବହୁତ ଏମିତି ଔଷଧୀୟ ଗୁଣ ମିଳିଥାଏ, ଯାହା ସ୍ୱାସ୍ଥ୍ୟ୍ ପାଇଁ ବହୁତଅଧିକା ଲାଭକାରୀ ହୋଇଥାଏ, ଏମିତିରେ ଆଜି ଆମେ ଆପଣଙ୍କୁ ଅଁଳା ର ଏହି ଗୁଣ ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ କହିବୁ କେଉଁ ସେହି ଗୁଣ, ଯାହା ଆମ ପାଇଁ ଏକ ଔଷଧୀ ସମାନଅଟେ, ଆପଣଙ୍କୁ ଜଣେଇଦେବୁ କି ଅଁଳାରେ ଭିଟାମିନ୍ ସି ମାତ୍ରା ଅଧିକା ମିଳିଥାଏ , ଏହି କାରଣରୁ ଅଁଳାର ପ୍ରୟୋଗରୁ ଥଣ୍ତା କାଶ ହୃଦ ରୋଗ ସଂବନ୍ଧୀ ସବୁ ସମସ୍ୟାର ମୁକ୍ତି ମିଳିବ । ଅଁଳା ରେ ଅଧିକା ମାତ୍ରାରେ ଭିଟାମିନ୍ ସି ମହଜୁଦ୍ ହେବା ଅଁଳାର ଉପଯୋଗରୁ ସ୍କର୍ବୀ ରୋଗ ବି ଦୁର କରାଯାଈପାରିବ ।

ଏହା ଛଡା ଆପଣଙ୍କୁ ଏହା ପରେ ଅଁଳା ସେବନ ବ୍ଲଡରେ କୋଲେଷ୍ଟ୍ରୋଲ୍ ମାତ୍ରା ନିୟନ୍ତ୍ରିତ କରିଥାଏ,  ଓ ଏହା ଆପଣଙ୍କ ପାଚନ କ୍ରିୟାପାଇଁ ଲାଭକାରୀ ହୋଇଥାଏ , କାରଣ ଏହାର ସ୍ୱାଦ ଖଟା ହୋଇଥାଏ, ଯାହାକୁ ନେଇ ଶରୀରରେ ପାଚନକ୍ରିୟା କୁ କ୍ରିୟାବର୍ତ୍ତ କରିବା ଏନଜାଇମ୍ ସକ୍ରିୟ ହୋଇଯାଆନ୍ତି , ଏହା ସହ୍ ଅଁଳାରେ ମିଳୁଥିବା ଫାଇବର୍ ପାଚନ କ୍ରିୟା ପାଇଁ ବହୁତ ଲାଭକାରୀ ହୋଇଥାଏ ।

ବାଳ ପାଇଁ ଅଁଳା ବରଦାନ ଅଟେ,  କହିଦେବୁ କି ଯଦି ଆପଣ ଅଁଳାକୁ ସୁଖାଇକରି ରାତିରେ ବତୁରାଇ ରଖିଦେବେ ତେବେ ସକାଳୁ ଏହାକୁ ପେଷ୍ଟ ବନାଇକରି ଆପଣ ନିଜ ବାଳରେ ଲଗାଇପାରିବେ,  ଓ ତାପରେ ସୁଖିବାକୁ ଛାଡିଦିଅନ୍ତୁ , ଏହାପରେ ଏହାକୁ ଧୋଇଦିଅନ୍ତୁ , ଏମିତି କରିଲେ ଆପଣଙ୍କ ବାଳ ଚମକଦାର୍ ଓ ମଜବୁତ୍ ହୋଇଯିବ । ଅଁଳାରେ ବହୁତ ଆଣ୍ଟିଏକ୍ସିଡେଣ୍ଟ ତତ୍ତ୍ୱ ମିଳିଥାଏ , ଯାହା ଶରୀରର କୋଷିକାକୁ ନଷ୍ଟ ହେବାରୁ ରକ୍ଷା କରିଥାଏ, ଏହା ସହ ଏହା ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାର କାମ କରିଥାଏ

Leave a Reply

Your email address will not be published. Required fields are marked *