September 13, 2024

Odia Express

Here, There and Everywhere

ରୋଷେଇ ଗ୍ୟାସରେ ବାନ୍ଧିଦିଅନ୍ତୁ ଏହି ଖାସ୍ ଜିନିଷ, ସବୁବେଳେ ରହିବ ସମୃଦ୍ଧି , ଆସିବ ନାହିଁ ଦାରିଦ୍ରତା

ଆପଣମାନେ ଗୋଟେ କଥା ଜାଣିଥିବେ କି କିଛି ଘରର ମାହୋଲ୍ ଏମିତି ହୋଇଥାଏ କି ସେଠାରେ ସବୁବେଳେ ଅନ୍ନ ଓ ଧନର ସମୃଦ୍ଧି ରହିଥାଏ, ସେମିତି କିଛି ଘର ଏମିତି ହୋଇଥାଏ ଯେଉଁଠି କିଛି ଘଟିବା କାରଣରୁ ଅନ୍ନର କମି ହୋଇଯାଏ , ସେମିତି ସମୃଦ୍ଧି ମତଲବ କେବଳ ଅନ୍ନ ହୋଇନଥାଏ, ସେମିତି ସମୃଦ୍ଧି ମତଲବ ଏହାର ସଂବନ୍ଧ ଆଲମୀରାରେ ରଖିଥିବା ଧନରୁ ହୋଇଥାଏ,  କେଉଁ ବି ଘରର ରାଷେଇ ଘର ଏକ ବଡ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ହୋଇଥାଏ,  ଏହା ସେ ଜାଗା ଅଟେ ଯେଉଁଠି ସବୁ ସଦସ୍ୟଙ୍କ ଖାଇବା ତିଆରି ହୋଇଥାଏ , ତାହା ସହ ଅନ୍ନର ସାମଗ୍ରୀ ବି ରଖାଯାଏ , ଏମିତିରେ ଏଠାରେ ହେଉଥିବା ସବୁ ସଦସ୍ୟଙ୍କ ଉପରେ ଏହା ପ୍ରଭାବ ପକାଇଥାଏ ।ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ, ଯାହା ଆପଣାଇବାପରେ ଆପଣଙ୍କ ଘରେ କେବେ ଅନ୍ନ ଓ ଧନର କମି ହେବନାହିଁ , ଯେବେ ଆପଣ ଘରରେ ଖାଇବା ବନାନ୍ତି ତେବେ ଅଧିକାଂଶ ଲୋକ ଗ୍ୟାସ ଚୁଲ୍ହାର ବ୍ୟବହାର କରନ୍ତି , ଏହି ଚୁଲ୍ଲୀ ଜଳିଲେ ପୁରା ଘରର ପେଟ ଭରିଥାଏ , ଆମେ ଏହି ଗ୍ୟାସ୍ ଚୁଲ୍ଲାକୁ ଚଲାଇବାପାଇଁ ସିଲିଣ୍ତରର ଦରକାର ପଡିଥାଏ

ଆଜି ଆମେ ଗ୍ୟାସ ସିଲିଣ୍ତର ସଂବନ୍ଧିତ ଏକ ମହତ୍ତ୍ୱପୁର୍ଣ୍ଣ ଉପାୟ କହିବାକୁ ଯାଉଛୁ । ଯେବେ ଆପଣ ରୋଷେଇ ଘର ଚୁଲ୍ଲାରେ ନୁଆ ଗ୍ୟାସ୍ ସିଲିଣ୍ତର ଲଗାଇବେ ତେବେ ତାହା ପୁର୍ବରୁ ଗ୍ୟାସ୍ ସିଲିଣ୍ତରରେ ଏକ ଖାସ୍ ଜିନିଷ ଲଗାଇବାକୁ ହେବ , ଏମିତି କରିଲେ ଘରେ ଉନ୍ନତି ହେବ , ଚାଳନ୍ତୁ ଆପଣଙ୍କୁ କହିବୁ, ଏହାପାଇଁ କଣ କରିବାକୁ ହେବ , ସବୁଠାରୁ ପ୍ରଥମେ ବଜାରରୁ ଏକ କଳା ଫିତା ଆଣନ୍ତୁ , ଏହି କଳା ଫିତାକୁ ତିନି ଭାଗରେ ବରାବର କାଟିଦିଅନ୍ତୁ , ଏହାପରେ ତିନିଟି ଫିତାକୁ ପୁଜା କରନ୍ତୁ , ଏହାପରେ ଯେବ୍ ଘରର ପୁଜା ପାଠ କରିବେ ତେବେ ଏହାର ପୁଜା କରନ୍ତୁ

ଏହାପରେ ରୋଷେଇ ଚୁଲ୍ଲାରେ ନୁଆ ସିଲିଣ୍ତର ଲଗାନ୍ତୁ,  ତେବେ ଜୟ ମା ଅନ୍ନପୁର୍ଣ୍ଣା କହିକରି ତିନୋଟି ଫିତାର ପାଖରେ ଗ୍ୟାସ ସିଲିଣ୍ତର ବାନ୍ଧିଦିଅନ୍ତୁ , ଏହି ପରି ସବୁ ଫିତା ବାନ୍ଧିବାପାଇଁ ତିନିଥର ଜୟ ମା ଅନ୍ନପୁର୍ଣ୍ଣା ମା କହିବାକୁ ପଡିବ । ଏହି କାମ କରିବାପରେ ଯେପରି ଗ୍ୟାସ୍ ଚୁଲ୍ଲା ଚାଲୁ କରିବେ , ତେବେ ସବୁଠାରୁ ଉପରେ ଏକ ଗାଇକୁ ରୁଟି ଖୁଆନ୍ତୁ , ଏହି ରୁଟି ଗାଇକୁ ଖୁଆଇବାପରେ ଘରର ଅନ୍ୟ ସଦସ୍ୟ ଖାଦ୍ୟ ଗ୍ରହଣ କରିବେ , ଏହି ଉପାୟ ଆପଣଙ୍କୁ ତେବେ କରିବେ ଯେବେ ଚୁଲ୍ଲାରେ ନୁଆ ସିଲିଣ୍ତର ଗ୍ୟାସ୍ ଲାଗିଥିବ ।

ଗୋଟେ କଥା ଧ୍ୟାନ ରଖିବେ କି ଚୁଲ୍ଲାର ଗ୍ୟାସ ଲଗାଇଲେ ଗ୍ୟାସ୍ ସିଲିଣ୍ତର କେବେ ଖାଲି ରଖିବାକୁ ଦିଅନ୍ତୁ ନାହିଁ , ଏହା ଦ୍ୱାରା ଘରେ ସମୃଦ୍ଧି ଚାଲିଯାଏ , ଏଥିପାଇଁ ଯଦି ଆପଣଙ୍କ ପାଖରେ ଦୁଇଟି ଗ୍ୟାସ୍ ସିଲିଣ୍ତର ଅଛି ତେବେ ଗୋଟେ ଭରିକରି ଏକ୍ସଟ୍ରା ରଖନ୍ତୁ , ଯାହା ଦ୍ୱାରା ଚୁଲ୍ଲାରେ ଲାଗିଥିବା ସିଲିଣ୍ତର ଖାଲି ହେବାପୁର୍ବରୁ ଭରା ହୋଇଥିବା ସିଲିଣ୍ତର ଲଗାଇପାରିବେ

Leave a Reply

Your email address will not be published. Required fields are marked *