ମନି ପ୍ଲାଣ୍ଟ ସହ ଏହି ପଇସାର ଏହି ଉପାୟ ଖୋଲିଦେବ ଘରକୁ ଧନ ଆସିବାର ସବୁ ରାସ୍ତା – ଆଜି ହିଁ ଜାଣିନିଅନ୍ତୁ
ମନିପ୍ଲାଣ୍ଟ ନାଁରୁ ବୁଝାପଡେ କି ଏହି ଗଛ ପଇସା ସହ ସଂବନ୍ଧ ରଖେ , ମାନାଯାଏ କି ଯେଉଁ ଘରେ ମନିପ୍ଲାଣ୍ଟର ଗଛ ହୋଇଥାଏ ସେହି ଘରେ ନା କେବଳ ସୁଖ ସମୃଦ୍ଧି ଆସିଥାଏ ବର୍ଂ ଧନର ଆଗମନ ବି ହୋଇଥାଏ , ଏହି କାରଣରୁ କିଛି ଲୋକଙ୍କର ଘରେ ମନିପ୍ଲାଣ୍ଟ ଗଛ ଲଗାଇଥାନ୍ତି, ଏହି ଗଛର ସବୁଠାରୁ ବଡ ଖାସିୟତ୍ ଏହା କି ଘରେ ହେଉ କିମ୍ବା ଅଗଣାରେ ଯେଉଁଠି ପାରିବେ ଏହାକୁ ଲଗାଇପାରିବେ , ତାହା ସହ ଏହା କେବଳ ପାଣିରେ ଲଗାଯାଇପାରିବ , ଏହା ଯତ୍ନ ପାଇଁ ଅଧିକା ପରିଶ୍ରମ କରିବାକୁ ପଡେନି, ଏହାକୁ ଘର ବାହାରେ ଦୁହେଁ ଜାଗାରେ ରଖିପାରିବେ । କିନ୍ତୁ ବାସ୍ତୁ ଅନୁସାରେ ଏହାକୁ ସଠିକ୍ ଦିଗ ଓ ସଠିକ୍ ଜାଗାରେ ଲଗାଯାଇଥାଏ , ତେବେ ଯାଇକରି ଲାଭପ୍ରାପ୍ତି ହୁଏ
ଏଥିପାଇଁ ଏହି ଗଛକୁ ଲଗାଇବାପୁର୍ବରୁ କିଛି କଥାକୁ ଧ୍ୟାନ ଦେବା ଉଚିତ୍ , କେବେ ବି ଉତ୍ତର୍ ପୁର୍ବ ଦିଗରେ ଏହାକୁ ଲଗାଇବା ଉଚିତ୍ ନୁହେଁ , କାରଣ ଏହି ଦିଗରେ ନକରାତ୍ମକତା ମାନାଯାଏ , ଏହି ଦିଗର୍ ପ୍ରତିନିଧି କୁ ବୃହସ୍ପତି ମାନାଯାଏ , ଯଦି ମନିପ୍ଲାଣ୍ଟକୁ ସଠିକ୍ ଦିଗରେ ରଖିଦିଆଯାଏ , ତେବେ ଏହା ମନିପ୍ଲାଣ୍ଟରେ ଆପଣଙ୍କର ପ୍ରଭାବ ପଡିବ , ସେମିତି ଏହି ଗଛ ଦକ୍ଷିଣ ପୁର୍ବ ଦିଗରେ ରଖାଯାଇଥାଏ , କହିଦେବୁ କି ଏହା ଗଣେଷ ଓ ଶୁକ୍ରଜୀଙ୍କ ଦିଗ ହୋଇଥାଏ , ଏଥିପାଇଁ ମନିପ୍ଲାଣ୍ଟକୁ ଏହି ଦିଗରେ ଲଗାଇଲେ ଧନର ବର୍ଷା ହୋଇଥାଏ , ଧ୍ୟାନ ରଖିବେ କି ମନିପ୍ଲାଣ୍ଟକୁ କେବେ ଘର ବାହାର୍ ଲଗାଇବା ଉଚିତ୍ ନୁହେଁ ।
ଘରେ ଭିତରେ ଲଗାଇଲେ ଲାଭ ମିଳିଥାଏ , ଗଛକୁ ସଠିକ୍ ଦିଗରେ ଲଗାଇବା ଜରୁରୀ, ଏହାର ଆଖପାଖ ସ୍ୱଚ୍ଚତା ରହିବା ବି ଜରୁରୀ, କୁହାଯାଏ କି ଏହା ଆମର ସ୍ୱାସ୍ଥ୍ୟ ଓ ସଂମ୍ପଦ ଉପରେ ପ୍ରଭାବ ପକାଏ , ଏହା ସହ କୁହାଯାଏ କି ଯଦି ମନି ପ୍ଳାଣ୍ଟର କୂଣ୍ତରେ ଏକ ପଇସା ରଖିଦିଆଯାଏ , ଏହାର ପ୍ରଭାବ ଅଧିକା ହୋଇଥାଏ , ସବୁବେଳେ ଧ୍ୟାନ ରଖିବେ କି ମନିପ୍ଲାଣ୍ଟର ପତ୍ର କେବେ ଯେମିତି ନ ସୁଖେ କିମ୍ବା ମଉଁଳି ନଯାଉ, ଯଦି ପତ୍ର ସଢିଯାଇଛି କିମ୍ବା ସୁଖିଯାଇଛି ତେବେ ତାହାକୁ ବାହାର କରି ଆଉଥରେ ସେ କୁଣ୍ତରେ ପକାଇଦେବେ