IAS ପରୀକ୍ଷାରେ ପଚାରାଯାଇଥିବା ପ୍ରଶ୍ନ ଆପଣଙ୍କ ଦିମାଗକୁ ଘୁମାଇଦେବ – ୮ କୁ ୮ ଥର କିପରି ଲେଖିବେ ଉତ୍ତର ୧୦୦୦ ଆସିବ ? ବୁଦ୍ଧିମାନ ଲୋକ ହେଇଥିଲେ ଉତ୍ତର ଦେବେ..
1 min read
ଆଜିର ମଡର୍ଣ୍ଣ ସମୟରେ ସବୁ ବିଦ୍ୟାର୍ଥୀଙ୍କ ଏହା ସ୍ୱପ୍ନ ହୋଇଥାଏ କି ସେ ନିଜ ପାଠପଢାପରେଏମିତି କିଛି କରିବେ ଯାହା ତାଙ୍କ କ୍ୟାରିୟର ସେଟ୍ ହୋଇଯିବ , ଏମିତିରେ ଏକ ସର୍ଭେରୁ ଜଣାଯାଏ କି ଅଧିକାଂଶ ଯୁବା ଡିଗ୍ରୀ ପରେ ଆଇଏଏସ୍ ହେବାର ସ୍ୱପ୍ନ ଦେଖିଥାନ୍ତି , ଏଇ ସ୍ୱପ୍ନ ଦେଖୁଥିବା କିଛି ଭୁଲ୍ ହୋଇନଥାଏ, କିନ୍ତୁ ଆଇଏଏସ୍ ହେବା ଯେତେ ସହଜ ଲାଗୁଥାଏ , ଅସଲରେ ସେତେ ଅଧିକା କଠିନ ହୋଇଥାଏ, ବଡ ବଡ ଦିମାଗ ବାଲା ୟୁପିଏସ୍ ସି ପରୀକ୍ଷା ଦେଇପାରିବା ଅସଫଳ୍ତ ପ୍ରମାଣିତ ହୋଇସାରିଛି, କିଛି ଲୋକ ଏହି ଲିଖିତ ପରୀକ୍ଷା ପାର୍ କରିନିଅନ୍ତି, କିନ୍ତୁ ଇଣ୍ଟରଭ୍ୟୁ ସମୟରେ ଇଣ୍ଟରଭ୍ୟୁଅର୍ ତାଙ୍କୁ ଏମିତି ଅଜବ ଗଜବ ପ୍ରଶ୍ନ ପଚାରିଥାନ୍ତି ତାଙ୍କ ଅବସ୍ଥା ଦୁଇଗୁଣା ଖରାପ ହୋଇଯାଏ , ଆଜି ଆମେ ଏହି ପରୀକ୍ଷା ସହ କିଛି ଏମିତି ମଜାଦାର୍ ପ୍ରଶ୍ନ ନେଇକରି ଆସୁଛୁ, ଯାହାର ଜବାବ୍ ଦେବା ବୋଧେ ଆପଣଙ୍କୁ ଜଣାନଥିବ , ବିଶ୍ୱାସ କରନ୍ତୁ ଆଇଏଏସ୍ ପରୀକ୍ଷାରେ ଆପଣଙ୍କୁ ଏମିତି କଠିନ ଓ ଟ୍ରିକି ପ୍ରଶ୍ନ ପଚାରିବୁ, ତେବେ ଆସନ୍ତୁ ଜାଣିବା ଆପଣଙ୍କ ଦିମାଗ ଦୌଡାନ୍ତୁ ।
୧) ଗୋଟେ ହାତିର ଓଜନ କେତେହୋଇଥାଏ ?
ଉତ୍ତର- ଏହି ପ୍ରଶ୍ନ ପୁରା ଭାବେ ସାଧାରଣ ଜ୍ଞାନ ସହ ସମାନ ହୋଇଥାଏ, କହିଦେବୁ କି ହାତି ଆମର ଦେଶରେ ମହଜୁଦ୍ ଅଛି, ତାଙ୍କର ଓଜନ ପ୍ରାୟତଃ ୫ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଅଟେ, କିନ୍ତୁ ଆଫ୍ରିକା ହାତୀର ଓଜନ ୬ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ, ଯେବେ ହାତି ଯୁବା ଅସ୍ୱସ୍ଥ୍ୟ ରେ ହୋଇଥାଏ, ତାହାର ଭାର ୨୦୦୦ କିଲୋରୁ ନେଇକରି ୬୫୦୦ କିଲୋ ପର୍ଯ୍ୟନ୍ତ ହୋଇଥାଏ ।
୨) ଏମିତି କେଉଁ ଗୃହ ଅଛି ଯାହା ଉପରେ ଅଧିକା ଚନ୍ଦ୍ର ମିଳିଥାଏ ?
ଉତ୍ତର- ଏହାର ସଠିକ୍ ଉତ୍ତର ହେଲା ବୃହସ୍ପତି ଗ୍ରହ , ବୃହସ୍ପତି ଗ୍ରହ ୨୦୦୯ ରେ ବୃହସ୍ପତି ମାନେ ଜୁପିଟର୍ ପ୍ଲାନେଟ୍ ରେ ବୈଜ୍ଞାନିକ ମାନେ ୬୩ ଚନ୍ଦ୍ରମାର ଖୋଜ୍ କରିଥିଲେ ଅନୁମାନ ଲଗାଯାଇଛି କି ଆସୁଥିବା ସମୟରେ ଓ ଚନ୍ଦ୍ରମା ସହ ମିଶିବାର ସଂମ୍ଭାବନା ଅଛି ।
୩) ଏମିତି କେଉଁ ଜିନିଷ ଅଛି ଯାହା ବ୍ୟକ୍ତି ନିଜ ପାଈଁ କିଣେ ନାହିଁ ,କିନ୍ତୁ ନିଜ ପାଇଁ ପିନ୍ଧିପାରିବ ?
ଉତ୍ତର- ଏହାର ଉତ୍ତରହେଲା କଫନ୍, କାରଣ କଫନ୍ ମରିବାପରେ ପିନ୍ଧାଯାଇଥାଏ, ଏମିତିରେ ମୃତବ୍ୟକ୍ତିକୁ ଏହାକୁ ନିଜେ ପିନ୍ଧିପାରିବେ ନାହିଁ , ନା କିଣିପାରିବ ।
୪) WWE ରେ ଗ୍ରେଟ୍ ଖାଲିଙ୍କ ପୁରା ନାଁ କଣ ଅଟେ ?
ଉତ୍ତର- ଦିଲ୍ଲୀପ ସିଂହ ରାଣା
୫) କେଉଁ ପଶୁ ମାହବାରୀ ଅର୍ଥାତ୍ ପିରିୟର୍ଡସ୍ ରେ ମିଳିଥାନ୍ତି ,?
ଉତ୍ତର – କହିଦେବୁ କି ମଣିଷଙ୍କ ମହାବାରୀ କିମ୍ବା ପିରିୟର୍ଡ ମିଳିଥାଏ , କିନ୍ତୁ କହିଦେବୁ କି ମାଦା ପଶୁ ବି ମହାବାରୀ ସାମ୍ନା କରନ୍ତି , ଯେମିତି ସିମ୍ପାଞ୍ଜି, ବିଲେଇ, ହାତି, ବାଦୁଡି, ଙ୍କୁ ପିରିୟର୍ଡ ଆସିଥାଏ ।
୬) ୮ କୁ ୮ ଥର ଲେଖିଲେ ଉତ୍ତର ୧୦୦୦ ହଜାର କିପରି ହୋଇପାରିବ ?
ଉତ୍ତର- ୮୮୮+୮୮+୮+୮+୮+୧୦୦୦
୭ : ତାହା କେଉଁ ଦାନ ଯାହା ଧନୀ ଆଉ ଗରିବ ଦ୍ୱୟ କରନ୍ତି?
ଉତ୍ତର : କନ୍ୟାଦାନ ଆଉ ମତଦାନ
୮ – ଏମିତି ଏକ ଜିନିଷ ଯାହାର ମୁଣ୍ଡ ଆଉ ଲାଞ୍ଜ ଦୁଇଟି ଅଛି ମାତ୍ର ଶରୀର ନାହିଁ?
ଉତ୍ତର : କଏନ
୯ : ଏମିତି ଏକ ଜିନିଷ ଯାହା ବାନ୍ଧିବା ପରେ ବି ଚାଲେ?
ଉତ୍ତର : ଘଡି