ଆଜି ନୂଆ ମଜାଦାର୍ ଜୋକ୍ସ : ସୁନ୍ଦର ମହିଳା କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ , ଚେହେରାରେ ଭାରତ ପତକା ଓ ମାନଚିତ୍ର ବନାଇଥିଲେ ତାପରେ ଯାହା ହେଲା ଜାଣିଲେ ଆପଣ ହସିବେ ନିଶ୍ଚୟ..
1 min readଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସନେଇକରି ଆସିଛୁ ଯାହା ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ଓ ଟ୍ରେଣ୍ତିଙ୍ଗରେ ଅଛି , ଆମେ ବିଶ୍ୱାସ କରୁଛୁ କି ଏହି ଜୋକ୍ସଗୁଡିକ ପଢିକରି ଆପଣଙ୍କ ହସ ଅଟକିବ ନାହିଁ, ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।
୧) ଜର୍ଜ- ଏହି ବୟସରେ ଝିଅଙ୍କୁ କମେଣ୍ଟ୍ ପାସ୍ କରୁଛ , କ୍ଷମା କରିବାର ଲାୟକ୍ ନୁହେଁ ତୁମେ । ୮୦ ବର୍ଷର ବୁଢା କହିଲା- ସାହେବ ମୋର କଥା ଶୁଣନ୍ତୁ, ଜର୍ଜ- ଏଠାରେ ୨୦-୨୨ ବର୍ଷର ପୁଅ ନାହିଁ ଯେ ତୁମ କଥା ଶୁଣିବ ! ବୁଢା- ସାହେବ ଏହା ୬୦ ବର୍ଷ ପୁରୁଣା କେସ୍ ଅଟେ, ଯାହାକୁ କମେଣ୍ଟ ପାସ୍ କରିଥିଲି ସେ ନିଜ ନାତି ସହ ଆସିଛି ।
୨) ପୁଅ- ବାପା ମୁଁ ଆଉଥରେ ଫେଲ୍ ହୋଇଗଲି, ବାପା- କିଛି କଥା ନୁହେଁ ତୁ ବାଘର ଛୁଆ, ପୁଅ- ମ୍ୟାମ୍ ବି କହନ୍ତି , ବାପା- କଣ ? ପୁଅ- କେଜାଣି କେଉଁ ଜୀବର ପୁଅ ତୁ ?
୩) ବିଳମ୍ବିତ ରାତିରେ ଜଣେ ସ୍ୱାମୀ-ସ୍ତ୍ରୀ ପାର୍ଟିରୁ ଫେରୁଥିଲେ , ରାସ୍ତାରେ ପୋଲିସ୍ ତାଙ୍କ ଗାଡି ଅଟକାଇଲେ ଓ ତଲାସି ନେଲେ , ଗାଡିର କାଗଜପତ୍ର ସବୁ ଚେକ୍ କରିବାପରେ ଇନସିପେକ୍ଟର ସ୍ତ୍ରୀକୁ ଇସାରା କରି ସ୍ୱାମୀକୁ ପଚାରିଲା ଇଏ କିଏ ? ସ୍ୱାମୀ- ମୋର ସ୍ତ୍ରୀ ସାର୍ , ଇନସିପେକ୍ଟର – କିଛି ପ୍ରମାଣ ଅଛି କି ଯାହା ପ୍ରମାଣ କରିପାରିବ କି ଇଏ ତୁମ ସ୍ତ୍ରୀ ବୋଲି, ସ୍ୱାମୀ ପ୍ରଥମେ ଦୁଇ ମିନିଟ୍ ଭାବିବାକୁ ବସେ , ତାପରେ ଗାଡିରୁ ବାହାରି ଇନସିପେକ୍ଟରକୁ ଆଉ ଗୋଟେ ଯାଗା ନେଇକରି , ଧୀରେ ସେ କହେ ସାର୍ –ଆପଣ ପ୍ରମାଣ କରିପାରିବେ କି ଏହି ସ୍ତ୍ରୀଲୋକ ମୋର ସ୍ତ୍ରୀ ନୁହେଁ ବୋଲି, ମୁଁ ଆପଣଙ୍କୁ ୨୫ ଲକ୍ଷର ବଙ୍ଗଳା, ଆପଣଙ୍କ ନାଁରେ କରିଦେବି , ଏବେ ଇନସିପେକ୍ଟର ବେହୋସ୍ ଅବସ୍ଥାରେ ଅଛି ।
୪) ବାନ୍ତା- ପରଟା ସହ ଲସି ପିଇକରି ଏକଦମ୍ ନିଶା ହୋଇଗଲା, ଓ ମସ୍ତ ନିଦ ଆସୁଛି, ସନ୍ତା- ଚୁପକର୍ – ଏବେ ତୁ ହାଇୱେ ରୁ ପଞ୍ଜାବୀ ଢାବାରୁ ୫୦୦ ମିଟର ଦୁର କରାଇବୁ କି ।
୫) ଆଜିର ବିଚାର, ଝିଅ ଓ ଚାକିରି ତେବେ ଛାଡିବ , ଯେବେ ଦ୍ୱିତୀୟ ହାତ ଥିବ ।
୬) ପୋଲିସ୍ କବାଟ ଖଟ ଖଟ୍ କରିଥିବାବେଳେ , ସାନ୍ତା- କିଏ କବାଟ ଖଟ ଖଟ୍ କରୁଛି ? ପୋଲିସ୍- ଆମେ ପୋଲିସ୍ ବାଲା, କବାଟ ଖୋଲ, ସାନ୍ତା- କଣ ପାଇଁ ଖୋଲିବି ? ପୋଲିସ୍ –କିଛି କଥା ହେବାର ଅଛି, ସାନ୍ତା- ତୁମେ କେତେ ଜଣ ଅଛ ? ପୋଲିସ୍- ଆମେ ୩ ଜଣ ଅଛୁ , ସାନ୍ତା- ତେବେ ନିଜ ନିଜ ଭିତରେ କଥା ହେଇଯାଅ ନା, ମୋର ପାଖରେ ଟାଇମ୍ ନାହିଁ ।
୭) ସାନ୍ତା ବାବାଙ୍କ ପାଖକୁ ଗଲା , ବାବା ମୁଁ ବହୁତ ଚିନ୍ତାରେ ଅଛି , ବାବା – କଣ ହେଲା ବତ୍ସ? ସାନ୍ତା- ସବୁଦିନ ରାତିରେ ଏକ ଡାହାଣି ଆସୁଛି, ବାବା- ରାତିରେ କାହା ସହ ଶୋଉଛ ? ସାନ୍ତା- ସ୍ତ୍ରୀ ସହ- ବାବା- ଗଳାରେ ବିଦ୍ୟାବାଲନର ଲକେଟ୍ ପକାଅ , କୃପା ଆସିବା ଆରମ୍ଭ ହୋଇଯିବ ।
୮) ଝିଅ ସ୍କୁଲରୁ ଲେଟ୍ ରେ ଆସିଥିଲା , ମାଷ୍ଟରଜୀ- କୁଆଡେ ଯାଇଥିଲୁ ? ଝିଅ- ଭ୍ୟାଲେଣ୍ଟଟାଇନ୍ ଡେ ପାଳୁଥିଲି, ମାଷ୍ଟରଜୀ- ଏହି ଭ୍ୟାଲେନଟାଇନ୍ ଡେ ଇଂରେଜ ମାନେ ବନାଇଛନ୍ତି ଆମେ ପାଳିବା ଉଚିତ୍ ନୁହେଁ , ଝିଅ- ଟ୍ରେନ୍ ବି ତ ଇଂରେଜ୍ ମାନେ କରିଛନ୍ତି , ତେବେ ଆମେ ବସିକି କଣପାଇଁ ବସିକି ଯାଉଛେ ?
୯) ଭାରତରତ୍ନ- ସେହି ସ୍ତ୍ରୀମାନଙ୍କୁ ମିଳିବା ଦରକାର ଯାହା ୩୦୦ ଶବ୍ଦ ପ୍ରତି ମିନିଟ୍ କହିବାପରେ କହନ୍ତି କି ମୋର ମୁହଁ ଆଉ ଖୋଲନି ।
୧୦) ମୋର ପଡୋଶୀଘରର ବୁଢି ବାରମ୍ବାର ଘରୁ ବାହାରକୁ ଓ ବାହାରୁ ଘରକୁ ଯାଉଥିଲା, ମୁଁ ପଚାରିଲି କଣ ଅସୁବିଧା ହୋଇଛି , ସବୁ ଠିକ୍ ଅଛି ତ ? ବୁଢିକହିଲା- ଆରେ ପୁଅ ମୋର ବୋହୁ ଯୋଗା ସିଖାଉଛି, ଓ ସେ ରାମଦେବ ବାବା କହୁଛି, ଶାଶ୍ କୁ ଭିତରକୁ ନିଅ , ଶାଶ୍ କୁ ବାହାରକୁ ବାହାର କର,
୧୧) ସ୍ତ୍ରୀ- ଆଜି ଆମର ବିବାହକୁ ୨୫ ବର୍ଷ ହୋଇଗଲା, ଏତେ ବର୍ଷ କେମିତି କଟିଗଲା , ଜଣାପଡିଲା ନାହିଁ , ସ୍ୱାମୀ- ସମୟର ପତ୍ତା କଏଦି କୁ ଜଣାଯାଏ , ଜେଲରକୁ ନୁହେଁ ।
୧୨) ପପୁର ଜେଜେମା ମରିଗଲା, ଜଣେ ବ୍ୟକ୍ତି କହିଲା- ଜେଜେମା ମୋତେ ସାଥିରେ ନେଇଯାଇଥାନ୍ତା ହେଲା ଦୁଇ ଚାରି ଆହୁରିକହିଲେ ଜେଜେମା ଆମକୁ ସାଥିରେ ନେଇଯାଇଥାନ୍ତ ହେଲେ ,ପପୁ –ଚୁପ୍ କର ସବୁ –ଜେଜେମା କଣ ବୋଲେରୋ ନେଇକି ଆସିଛି କି ନେଇଯିବ ।
୧୩) ବୟଫ୍ରେଣ୍ତ- ଡାର୍ଲିଙ୍ଗ୍ ତୁମର ଘରେ ସବୁ କେମିତି ମାନିଗଲେ ଆମର ବାହାଘର ପାଇଁ ? ଗାର୍ଲଫ୍ରେଣ୍ତ- କିଛି ନାହିଁ ବାସ୍ ଗୋଟେ ପ୍ରଶ୍ନର ଉତ୍ତର ଦେଲି ମାନିଗଲେ , ବୟଫ୍ରେଣ୍ତ- କଣ ପଚାରିଲେ ? ଗାର୍ଲଫ୍ରେଣ୍ତ- ପୁଅ କଣ କରୁଛି ? ମୁଁ କହିଲି ପେଟ ଭିତରୁ ଗୋଇଁଠା ପକାଉଛି ,
୧୪) ସ୍ୱାମୀ ମଦ ପିଇକରି ଘରକୁ ଆସିଲା , ସ୍ତ୍ରୀର କଥା ନଶୁଣିବାକୁ ପଡୁ ସେଥିପାଇଁ ସେ ନିଜ ଲ୍ୟାପଟପ୍ ନେଇକରି କାମ କରୁଥିବାର ନାଟକ କରିବାକୁ ଲାଗିଲା, ସ୍ତ୍ରୀ-ଆଜି ପୁଣି ପିଇକି ଆସିଛ ନା? ସ୍ୱାମୀ- ନାହିଁ ତ । ସ୍ତ୍ରୀ- ତାହେଲେ ଆଟାଚ୍ ଖୋଲିକରି କଣ ଟାଇପ୍ କରୁଛ ମଦୁଆ ।
୧୫) ଜଣେ ସୁନ୍ଦର ମହିଳା କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ ଓ ଚେହେରାରେ ଭାରତର ତିରଙ୍ଗାଓ ମାନଚିତ୍ର କରିଥିଲେ, ତେବେ ଜଣେ ବୟସ୍କ ଲୋକ ତାଙ୍କ ପାଖକୁ ଆସିଲେ ଓ ଚେହେରାକୁ ଚୁମା ଦେଇଦେଲା , କେତେ ସୁନ୍ଦରଅଟେ ମୋର ଭାରତ ଦେଶ