February 12, 2025

Odia Express

Here, There and Everywhere

ଆଜିର ଓଡ଼ିଆ ମଜାଦାର୍ ଜୋକ୍ସ : ମୋହିତ୍ : ମୁଁ ସ୍କୁଲ୍ ଯିବି ନାହିଁ , ମା- କଣ ପାଇଁ ପୁଅ ? କଣ ପାଠପଢାରେ ମନ ଲାଗୁନି କି ? ତାପରେ ପୁଅ ଯାହା କହିଲା ହସି ହସି ବେଦମ ହେଇଗଲେ ମା..

1 min read

ଆଜିକାଲି କର୍ମବ୍ୟସ୍ତତା ଭରା ଏହି ଜୀବନ ମଧ୍ୟରେ ପ୍ରାୟ ସବୁ ବ୍ୟକ୍ତି ଚିନ୍ତାଗ୍ରସ୍ତ ରହିଥାଏ , ଚିନ୍ତାରେ ରହିଲେ ମଣିଷକୁ ନାନାପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଡାକ୍ତରଙ୍କ କଥା ମାନିଲେ ମଣିଷ ତେବେ ସୁସ୍ଥ୍ୟ ରହିପାରିବ ଯେବେ ସେ ନିଜ ମଧ୍ୟରେ ଖୁସିଥିବ ଆପଣ ସେ ଲୋକକଥା ତ ଶୁଣିଥିବେ କି “Laughter is the best Medicine” ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡୀଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି, ଆମେ ବିଶ୍ୱାସ କରୁଛୁ କି ଏହାକୁ ପଢିବାପରେ ଆପଣ ବି ବିନା ହସି ରହିପାରିବେ ନାହିଁ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର୍ ମଜାଦାର୍ ସିଲସିଲା ।

୧) ବାପା-ପଢିବୁନି ତ କଣ କରିବୁ ? ପୁଅ- ବସ୍ ଚଲେଇବି, ତାପରେ ନିଜର ବସ୍ କିଣିବି , ଆମ୍ବର ବଗିଚା କିଣିବି, ସ୍ତ୍ରୀକୁ ପଢାଇବି, ତାକୁ କଲେକ୍ଟର କରାଇବି , ତୁମ ନାଁରେ ମେଡିକାଲ୍ କରିବି, ବାପା ଚପଲ ବାହାର କରି କହିଲେ- ତୁ ଆଜି ପୁଣି ସୁର୍ଯ୍ୟବଂଶମ ଦେଖିଛୁ ନା ।

୨) ପାଗଳଖାନାରେ ଏକ ଡାକ୍ତର ରୋଗୀଙ୍କୁ ବୁଲି ବୁଲି ଦେଖା କରୁଥିଲା,  ଏକ ରୋଗୀର ପାଖରେ ପହଞ୍ଚିଲା, ତେବେ ରୋଗୀ କହିଲା ଡାକ୍ତର ସାହେବ , ଆପଣ ପୁର୍ବ ଡାକ୍ତରଙ୍କ ଠାରୁ ଭଲ ଅଟନ୍ତି , ଡାକ୍ତର ରୋଗୀର କଥା ଶୁଣିକରି ଖୁସି ହେଲା ଓ ପଚାରିଲା କେମିତି ଲାଗୁଛି କି ମୁଁ ଭଲ ବୋଲି, ରୋଗୀ ଉତ୍ସାହିତ ହୋଇ କହିଲା, ଆପଣ ଆମ ମାନଙ୍କ ପରି ଲାଗୁଛନ୍ତି ।

୩) ଚିଣ୍ଟୁ- ଆରେ ବଣ୍ଟି ଏତେ ଜଲଦି କୁଆଡେ ଯାଉଛୁ ? ବଣ୍ଟି- ଭଣ୍ତାରା କୁ , ଚିଣ୍ଟୁ- ଯିବାବେଲେ ଗୋଟେ ଉପଦେଶ ନେଇକି ଯା, ଚିଣ୍ଟ୍- ଦୁନିଆଁ ଦାରି ଯେତେ ପଛୁଆ ରହିଯାଉ, କିନ୍ତୁ ଭଣ୍ତାରାରେ ସେଠାରେ ବସିବ ଯେଉଁଠି ପୁରୀ ତରକାରୀ ବାଲାଙ୍କ ଏଣ୍ଟ୍ରି ହୋଇଥାଏ ।

୪) ସ୍ତ୍ରୀ ଜର୍ଜଙ୍କୁ- ମୋତେ ଏବେ ତାଙ୍କଠୁ ଆଉ କିଛି ନେବାର ନାହିଁ,  ଖାଲି ମୋତେ ମୋର ଅବସ୍ଥାରେ ଛାଡିଦିଅନ୍ତୁ , ଯେଉଁ ଅବସ୍ଥାରେ ତାଙ୍କୁ ମୁଁ ମିଳିଥିଲି,  ଜର୍ଜ- ତୁମେ କେଉଁଅବସ୍ଥାରେ ଦେଖା ହୋଇଥିଲ , ସ୍ତ୍ରୀ-ବିଧବା, ଜର୍ଜ ସାହେବ- ବେହୋସ୍

୫) ସାନ୍ତା- କାଲି ରାତିରେ ପଡୋଶୀର ଜଣାନାହିଁ କଣ ହେଲା, ଅଧାରାତିରେ ଆସିକରି କବାଟ ପିଟିବାକୁ ଲାଗିଲା, ବନ୍ତା- ଭଲ ତାହାଲେ ତୁମେ କଣ କଲ ? ସାନ୍ତା- ମୋର କଣ କରିବାର୍ ଥିଲା,  ମୁଁ ବି ମସ୍ତିରେ ତବଲା ବଜାଉଥିଲି।

୬) ସାନ୍ତା ସକାଳୁ ଟିକିଏ ଆଧ୍ୟାତ୍ମିକ ହୋଇଗଲା,  ଓ ଆଖି ବନ୍ଦ କରି ଭାବିବାକୁ ଲାଗିଲା , କିଏ ମୁଁ, କେଉଁଠୁ ଆସିଛି? କଣ ପାଇଁ ଆସିଛି ? ତେବେ କିଚେନ୍ ରୁ ତାର ସ୍ତ୍ରୀ ଆବାଜ୍ ଲଗାଏ,  ଏକ ନମ୍ବରର ଅଳସୁଆ ତୁମେ , ଜଣାନାହିଁ କେଉଁ ଦୁନିଆଁରୁ ଏଠାକୁ ଆସିଛ, ମୋର ସମୟ ଖରାପ୍ କରିବାକୁ , ଉଠ ଗାଧୋଇବ ଯା ।

୭) ପୁଅ- ଆଇ ଲଭ୍ ୟୁ, ଝିଅ- ମଦ ଛାଡିପାରିବ ମୋ ପାଇଁ ? ପୁଅ-ହଁ ହଁ ବିଲକୁଲ୍ ଛାଡିଦେବି, ଝିଅ- ଯେଉଁ ବ୍ୟକ୍ତି ମଦ ଛାଡିପାରିବ , ସେ କୌଣସି ସମୟରେ ମୋତେ ବି ଛାଡିଦେବ, ବାୟ୍ ଗେଟ୍ ଲଷ୍ଟ, ପୁଅ-ବେହୋସ୍ ।

୮) ପପୁ- କେବଳ ଦୁଇ ପ୍ରକାର ବ୍ୟକ୍ତି ମହିଳାଙ୍କୁ ବୁଝିପାରନ୍ତି ନାହିଁ , ଗପୁ- କିଏ କିଏ ? ପପୁ- କୁଆଁରା  ଓ ବିବାହିତ ଲୋକ , ଗପୁ- ଆଉ ଯିଏ ବୁଝିପାରନ୍ତି ସେ ? ପପୁ- ତେବେ ସେ ସାଧୁ ସନ୍ଥ ହୋଇକରି କେଉଁ ଆଶ୍ରମ ଚାଲିଯାଆନ୍ତି ।

୯) ମୋହିତ୍-ମୁଁ ସ୍କୁଲ୍ ଯିବିନାହିଁ , ମା-କଣ ପାଇଁ ପୁଅ କଣ ପାଠପଢାରେ ମନ ଲାଗୁନି ? ମୋହିତ୍- ନା ମା, ଏମିତି କଥା ନୁହେଁ , ମା- ତେବେ କଥା କଣ୍ ? ମୋହିତ୍ – ମାଷ୍ଟରଜୀଙ୍କୁ କିଛି ବି ଆସେନି, ସବୁ ପ୍ରଶ୍ନ ମୋତେ ହିଁ ପଚାରୁଛନ୍ତି

Leave a Reply

Your email address will not be published. Required fields are marked *