November 11, 2024

Odia Express

Here, There and Everywhere

ଯଦି ଆପଣ କରିଦେଇଛନ୍ତି ଭୁଲ୍ ନମ୍ବରରେ ରିଚାର୍ଜ, ତେବେ ଏହି ତରିକା ଆପଣାନ୍ତୁ ଓ ନିଜ ପୁରା ପଇସା ପୁଣି ଫେରି ପାଆନ୍ତୁ..

1 min read

ବହୁତଥର ଆପଣ ଏହା ଧ୍ୟାନ ଦେଇଥିବେ କି ଆପଣଙ୍କୁ ନିଶ୍ଚିତ ମନେ ଥିବ କି ଯେବେ ଆପଣ ନିଜ ନମ୍ବରରେ ରିଚାର୍ଜ କରାଇବାକୁ ଯାଇଥିବେ ତେବେ ଆପଣ ଭୁଲ୍ ବଶତଃ ଆଉ ଏକ ନମ୍ବର ଭୁଲ୍ ରେ କହିଦେଇଥିବେ , ଓ ତାହାପରେ ଦୋକାନୀ ବି ରିଚାର୍ଜ କରିଦେଇଥିବ , କିନ୍ତୁ କଣ ଏବେ ବି ଆପଣଙ୍କ ପାଖକୁ ବାଲ୍ୟାନ୍ସ ଆସିନାହିଁ , ତାପରେ ଆପଣ ଧ୍ୟାନ ଦେଇଥିବେ କି କିମ୍ବା ଜାଣିବାକୁ ଚାହିଁଥିବେ କି ନମ୍ବର ଭୁଲ୍ ଦେଇନାହାନ୍ତି ତ, କିନ୍ତୁ ଏବେ କଣ କରାଯାଇପାରିବ , ଆପଣଙ୍କୁ ତ ରିଚାର୍ଜର ପଇସା ଦେବାକୁ ପଡିବ , ଓ ତାହା ସହ ଆପଣଙ୍କୁ ସେହି ରିଚାର୍ଜ ଆଉଥରେ କରିବାକୁ ହେବ, ଆମେ ଲୋକେ କେବେ ନାକେବେ ଏମିତି ଭୁଲ୍ କରିବସୁ, ଯାହାପରେ ଆମେ ରାଗ ବି ବହୁତଥର ଆସିଯାଏ , କିନ୍ତୁ ଆମେ ଏମିତି କିଛି କରିପାରିବାନାହିଁ । କିନ୍ତୁ ଆପଣଙ୍କୁ କହିଦେବୁ କି ଆପଣ ଏମିତି ସ୍ଥିତିରେ କିଛି ବି କରିପାରିବେ

ହଁ ଆଜ୍ଞା, ଆପଣ ଏକ ଦମ୍ ଠିକ୍ ଶୁଣିଛନ୍ତି, ଯେବେ କେବେ ବି ଆପଣ ଭୁଲ୍ ରେ କିମ୍ବା ଦୋକାନୀର ଭୁଲ୍ କାରଣରୁ ଭୁଲ୍ ରିଚାର୍ଜ ହୋଇଯାଏ ,ତେବେ ଏମିତିରେ ଆପଣ ନିଜ ରିଚାର୍ଜ ଆଉଥରେ ଫେରିପାରିବେ ,କିନ୍ତୁ ଧ୍ୟାନ ଦେବା କଥା ଏହା କି ଏହି ଟ୍ରିକ୍ କେବଳ ଜିଓ ଉପଭୋକ୍ତାଙ୍କ ପାଇଁ ମାନ୍ୟ ହେବ , ସେମିତି ଆଜିକାଲି ୧୦୦ ରୁ ୯୦ ପ୍ରତିଶତ ୟୁଜର୍ସ ଜିଓର ହିଁ ଅଛନ୍ତି, ଆମେ ଆପଣଙ୍କୁ କହିଦେବୁ କି ଆପଣଙ୍କ ସହ ଯେବେ ବି ଏହିପ୍ରକାରର ଘଟଣା ବି ପରିସ୍ଥିତି ଆସେ ତେବେ ଆପଣଙ୍କ ଦ୍ୱାରା ଗୋଟିଏ ମେସେଜ୍ ଆପଣଙ୍କ ଭୁଲ୍ ହେଲା ତେବେ ରିଚାର୍ଜ ଏମାଉଣ୍ଟ ଫେରିପାରିବେ ।

ଆପଣଙ୍କୁ କହିଦେବୁ କି ଯେବେ ବି ଆପଣଙ୍କ ସହ ଏମିତି ହୋଇଥାଏ ତେବେ ସବୁଠାରୁ ପ୍ରଥମେ ରିଚାର୍ଜ କରିବାର ଦୁଇ ଘଣ୍ଟାପରେ ଆପଣଙ୍କୁ ଏକ ମେସେଜ୍ ନିଜ କମ୍ପାନୀ ମାନେ ଜିଓକୁ ପଠାଇବାକୁ ହେବ , ଓ ଯଦି ଆପଣ ଏମିତି କରୁନାହାନ୍ତି ତେବେ କେଉଁ କାରଣରୁ ଭୁଲିଯାଇଛନ୍ତି ତେବେ ଆପଣଙ୍କୁ ଭୁଲ୍ ରିଚାର୍ଜର ପଇସା ମିଳିବା ଅସଂମ୍ଭବ ହୋଇଯିବ,  ତେବେ ଭଲ ହେବ କି ଆପଣ ସମୟ ଥିବାବେଳେ ଏହି କାମ କରିନିଅନ୍ତୁ, ଯାହା ଦ୍ୱାରା ଆପଣଙ୍କ ପଇସା ଫେରିପାରିବେ , ଓ ଆପଣଙ୍କ ସମୟ ବି ବଞ୍ଚିଯିବ ।

ଏଥିପାଇଁ ସବୁଠାରୁ ପ୍ରଥମେ କହିଦେବୁ କି ଆପଣ ନିଜ ଫୋନର ମେସେଜ୍ ବକ୍ସରେ ଯିବାକୁ ହେବ , ଓ ସେଠାରେ ଏକ ନିୟୁ ମେସେଜ୍ ଟାଇପ୍ କରିବାକୁ ହେବ , ଆପଣ କ୍ୟାପିଟାଲ୍ ଲେଟରରେଏକ ମେସେଜ୍ ଲେଖିବେ ଯାହାକି ହେଲା- JIOREV  ଓ ତାପରେ ଏକ ସ୍ପେସ୍ ଦେଇକରି ନିଜ Transcation Number ଓ ତାପରେ ସ୍ପେସ୍ ଦେଇକରି ରିଚାର୍ଜର ଏମାଉଣ୍ଟ ଏହାପରେ ଏକ ସ୍ପେସ୍ ଦେଇକରି କଷ୍ଟମରର ମୋବାଇଲ୍ ନମ୍ବର ଲେଖିକରି ତାହାକୁ ଏହି ନମ୍ବର୍- ୭୦୨୧୦୧୦୦୯୯ ରେ ପଠାଇବାକୁ ହେବ

କହିଦେବୁ କି ଏହି ନମ୍ବରରେ ମେସେଜ୍ ପଠାଇବାପରେ ଆପଣଙ୍କୁ ରିପ୍ଲାଇ ଓ ସାଥିରେ ଆପଣଙ୍କ ପୁରା ପଇସା ରିଫଣ୍ତ ପ୍ରାୟ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଫେରିଆସିବ,  ଆପଣଙ୍କ ପାଖରେ ଏଠାରେ ମତଲବ ଏହା କି ଆପଣଙ୍କ ବ୍ୟାଲ୍ୟାନ୍ସ ଆସିଯିବ , ଓ ଆପଣ ଯେତେ ଏମାଊଣ୍ଟର ମେସେଜ୍ ପଠାଇଥିବେ,  ଏହିପରି ଭୁଲ୍ ରିଚାର୍ଜ କରି ପୁରା ପଇସା ଫେରିପାରିବେ , ଏହା ପୁଣି ବିନା କୌଣସି ଅସୁବିଧାରେ , ଏହା କେବଳ ଜିଓ ରିଟେଲରଙ୍କ ପାଇଁ ଉପଲ୍ଲବ୍ଧ । ଏହା ଜାଣିନିଅନ୍ତୁ ।

Leave a Reply

Your email address will not be published. Required fields are marked *