October 23, 2024

Odia Express

Here, There and Everywhere

ଟ୍ରେନ ବିଷୟରେ କିଛି ରୋଚକ ତଥ୍ୟ – କେବଳ ଟ୍ରେନ ର ଆଗ ଓ ପଛ ରେ କାହିଁକି ଜେନେରାଲ ବଗି ଲାଗିଥାଏ ? ଏହାର କାରଣ ୯୯ ପ୍ରତଶତ ଲୋକ ଜାଣି ନାହାନ୍ତି

ସାଙ୍ଗମାନେ ଆପଣଙ୍କୁ ପୁନର୍ବାର ସ୍ୱାଗତ ଜଣାଉଛୁ ଆପଣ ମାନେ ଟ୍ରେନରେ ଯାତ୍ରା ତ ନିଶ୍ଚିତ ଭାବରେ କରିଥିବେ ଆଉ ବହୁତ ପ୍ରଶ୍ନ ଆପଣଙ୍କ ମନକୁ ଆସିଥିବ କି ଟ୍ରେନ ରେ ଜେନେରାଲ ଡ଼ବା ବା ବଗି ପଛରେ କାହିଁକି ରହିଥାଏ ଆଜ୍ଞା ହଁ ସାଙ୍ଗମାନେ ଆପଣ ଦେଖିଥିବେ କି ଜେନେରାଲ ଡ଼ବା ଆଗରେ ଓ ପଛରେ ଥାଏ ଓ ମଝିରେ ପ୍ରଥମ ଏ.ସି,ଦ୍ୱିତୀୟ ଏ.ସି,ତୃତୀୟ ଏ.ସି ଓ ସ୍ଲିପର ଡବା ଥାଏ ଆଉ ତାସହିତ ଆପଣଙ୍କୁ ଜଣା ଅଛି କି ଜେନେରାଲ ଡବାରେ ଟି.ଟି ଟିକେଟ ଚେକ କରିବା ପାଇଁ କାହିଁକି ଆସନ୍ତି ନାହିଁ।ଆଜ୍ଞା ହଁ ଆପଣମାନେ ସମସ୍ତେ ଦେଖିଥିବେ ଜେନେରାଲ ଡ଼ବାରେ ଟି.ଟି ବହୁତ କମ ଟିକେଟ ଚେକ କରିବାକୁ ଆସନ୍ତି।ଏହାରବି କିଛି କାରଣ ରହିଥାଏ।ଆସନ୍ତୁ ଆମେ ଆପଣଙ୍କୁ ଏହାର କାରଣ ଜଣେଇବୁ ଆପଣ ଦେଖିଥିବେ କି ଯେକୌଣସି ଟ୍ରେନ୍ରେ ଜେନେରାଲ ଡ଼ବାକୁ ସବୁବେଳେ ଆଗରେ ନହେଲେ ପଛରେ ଲାଗିଥିବ

ଏହାର କାରଣ ଜେନେରାଲ ଡବା ନିଜେ ନିଜ ସହ ଯୋଡି ହେଇନଥାନ୍ତି ଆପଣ ଗୋଟେରୁ ଅନ୍ୟକୁ ଯାଇ ପାରିବେ ନାହିଁ ଯଦି ଆକୁ ମଝିରେ ଲଗାଯିବତ ଟି.ଟି କୁ ଟିକେଟ ଚେକ କରିବା ପାଇଁ ସବୁ ଷ୍ଟେସନରେ ଓହ୍ଲେଇବାକୁ ପଡିବ।ଦ୍ୱିତୀୟ କାରଣ ହୁଉଛି ବେଳେବେଳେ ଷ୍ଟେସନ ମାନଙ୍କର ପ୍ଲାଟଫର୍ମ ଏତେ ଲମ୍ବା ହୋଇନଥାଏ କି ସମ୍ପୂର୍ଣ୍ଣ ଟ୍ରେନ ଠିଆ ହୋଇପାରିବ ଏହା ଦ୍ୱାରା ଟ୍ରେନ କିଛି ଭାଗ ବିନା ପ୍ଲାଟଫର୍ମ ରେନ ଆସି ରହିଯାଇଥାଏ ଜେନେରାଲ ଡ଼ବାର ଯାତ୍ରି ମାନଙ୍କୁ ଏତେ ମହତ୍ତ୍ୱ ଦିଆ ଯାଏ ନାହିଁ ସେଥିପାଇଁ ଜେନେରାଲ ଡବା ଆଗରେ କିମ୍ବା ପଛରେ ଲାଗିଥାଏ ସେଥିପାଇଁ ରିଜର୍ଭ ଡବା ପ୍ଲାଟଫର୍ମରେ ଆସି ଲାଗିପାରିବ।

ତୃତୀୟ କାରଣ ଅଟେ କି ଭିଡ଼ ବାଣ୍ଟି ହୋଇଯାଏ।ଗୋଟେ ଭିଡ଼ ଆଗକୁ ଯାଏ ଓ ଅନ୍ୟଟି ଯେପରି ପଛକୁ ଜୀଵ ଯେଉଁଥିପାଇଁ ଭିଡକୁ ନିୟନ୍ତ୍ରଣ କରିହୁଏ କାରଣ ଜେନେରାଲ ଡ଼ବାରେ ଅଧିକ ଲୋକ ଯିବା ଆସିବା କରନ୍ତି ତେଣୁ ସେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଡ଼ବା ଗୁଡିକୁ ଆଗ ପଛ କରି ଲଗା ହୋଇଥାଏ।ଜେନେରାଲ ଡ଼ବାରେ ଡ଼ବା ଠିକ କ୍ରମାଙ୍କରେ ନ ଥାଏ ଓ ଯିବା ପାଇଁ ବାଟ ନଥାଏ ସେଥି ପାଇଁ ସେ ଅନ୍ୟ ଏକ ଡ଼ବାକୁ ଯିବା ପାଇଁ ସେ ଅପେକ୍ଷା କରିଥାଏ ଯାହା ଫଳରେ ସେ ଯଦି ଦୁର ଜାଗା କୁ ଯାଏ ତାହେଲେ ଇଏ ଅସୁବିଧା ଜନକ ହୋଇଥାଏ।

ଜେନେରାଲ ଡ଼ବାରେ ଭିଡର ମାତ୍ରା ଅଧିକ ଥାଏ ଯେଉଁଠି ପାଇଁ ସେ ଟିକେଟ ପରୀକ୍ଷା କରିବା ଅସମ୍ବବ ଅଟେ।ଜେନେରାଲ ଡ଼ବା ସରକାରଙ୍କ ରୋଜଗାର ପାଇଁ ନୁହେଁ ଯାତ୍ରୀ ସୁବିଧା ପାଇଁ ହୋଇଥାଏ।ଯେଉଁଥିରେ ଯାତ୍ରୀ କମ ଖର୍ଚ୍ଚରେ ବହୁତ ଲମ୍ବା ଯାତ୍ରା କରିଥାନ୍ତି।ଏହି ସବୁ କାରଣରୁ ଟିଟି ଟିକେଟ ଚେକ କରିପାରେନି।ଭାରତୀୟ ରେଳ ମାତ୍ରେ ସବୁଠାରୁ ବଡ଼ ୨.୫କୋଟି ଯାତ୍ରୀଙ୍କର ଜୀବନ ରେଖା ଅଟେ।ଯିଏ ଏହାକୁ ସବୁଦିନ ବ୍ୟବହାର କରନ୍ତି।ଆପଣ ଜାଣିଛନ୍ତିକି ଭାରତୀୟ ରେଳର ପଟି ଏତେ ଲମ୍ବା କି ଆମେ ପୃଥିବୀକୁ ଦୁଇଥର ମାପି ପାରିବା ଓ ସବୁଠୁ ଧୀରେ ଚାଲୁଥିବା ଟ୍ରେନର ଗତି ୧୦ କି.ମି ପ୍ରତି ଘଣ୍ଟା ଅଟେ।ସବୁଠୁ ଛୋଟ ନାଁ ବାଲା ରେଳଷ୍ଟେସନ ଇବ ଅଟେ।

ଭାରତୀୟ ରେଳ ପ୍ରମୁଖ ବ୍ୟବସ୍ଥା ଅଟେ ଲୋକମାନଙ୍କର ପରିବହନ ପାଇଁ ଏହା ଗୋଟେ ଦିନ ବି ବନ୍ଦ ରହିଲେ ସମ୍ପୂର୍ଣ୍ଣ ଜନସମାଜ ଅସ୍ତବ୍ୟସ୍ତ ହୋଇପଡିବ।

Leave a Reply

Your email address will not be published. Required fields are marked *