October 22, 2024

Odia Express

Here, There and Everywhere

ଲକଡାଉନରେ ଗାଁ ଯାଇକି ଘର ତିଆରି କରୁଥିଲା ପରିବାର,ବାହାରିଲା କିଛି ଏପରି ଦେଖି ଆଶ୍ଚର୍ଯ୍ୟ ହୋଉଗଲେ ସମସ୍ତେ..

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ।ଆଜି ଆମେ ଆପଣଙ୍କୁ କହିବୁ ଏକ ଏପରି ପରିବାର ବିଷୟରେ ଯେଉଁମାନେ ଲକଡାଉନ ସମୟରେ ନିଜ ଘରକୁ ଗଲେ ଓ ଭାବିଲେ ଏକ ଘର କରିବେ ।ସାମଗ୍ରୀ ଖେଳେଇବା ସମୟରେ ଏକ ବାକ୍ସ ଭିତରୁ ବାହାରିଲା କିଛି ଏପରି ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ।ଆସନ୍ତୁ ଜାଣିବା କଣ ଘଟିଥିଲା ପୁରାଘଟଣା।କୁହାଯାଇଛି ଭାଗ୍ୟ ହେବେ ଖୋଲେ ଛପର ପାଡିକି ମିଳିଥାଏ।ଫ୍ରାନ୍ସର ରାଜଧାନୀ ପ୍ୟାରିସ ରୁ ଏହି ମାମଲା ଆମ ସମ୍ନାକୁ ଆସିଛି।ଆପଣଙ୍କୁ ଜଣାଥିବ ଏବେ ବିଶ୍ୱରେ ଏହି ମହାମାରି ଚାଲିଛି ଯାହା ପାଇଁ ସବୁ ସ୍ଥାନରେ ଲକଡାଉନ ମଧ୍ୟ ଚାଲିଛି।

ଆପଣଙ୍କ ଙ୍କୁ ଜଣା ଥିବା ଲକଡାଉନରେ ଗୋଟେ ରାଜ୍ୟ ରୁ ଆଉ ଗୋଟେ ରାଜ୍ୟ କୁ ଯିବାକୁ କିଛି ପରିମିଶନ ର ଆବଶ୍ୟକତା ରହିଛି।ସେହିପରି ଲକଡାଉନରେ ଫ୍ରାନ୍ସ ର ପ୍ୟାରିସ ର ଏକ ପରିବାର ଲକଡାଉନରେ ରହି ରହି ବିରକ୍ତ ହୋଇ ଭାବିଲେ ନିଜ ଗାଁ କୁ ଯାଇ କିଛି ସମୟ ଅତିବାହିତ କରିବାକୁ।ଓ ସେ ନିଜ ପୁରା ପରିବାର ସହିତ ବାହାରିଲେ।ସେଠାରେ ପହଁଚିବା ପରେ ଅନେକ ସାମଗ୍ରୀ ଅଶନା ହୋଇପଡିଥିଲେ ସେମାନେ ତାକୁ ସଫା କରିବା ଆରମ୍ଭ କଲେ।ସେମାନେ ଭାବିଲେ ଏକ କୁଡ଼ିଆ ତିଆରି କରିବେ ଯାହା ଦ୍ଵାରା ସେମାନଙ୍କର ସମୟ କଟିଯିବ।

ଆପଣ ବି ଏହି ଲକଡାଉନରେ କଣ କରୁଛନ୍ତି ବକ୍ସରେ ଆମକୁ ନିଶ୍ଚୟ ଲେଖିବେ।ଏହା ପରେ ଯେବେ ଏହି ପରିବାର ଘର ତିଆରି ପାଇଁ କାମରେ ଲାଗିଥିଲା ଓ ସାମଗ୍ରୀ ସବୁ ଉଥାଉଥିଲା ଏକ ଚଦର ଦେଖିଲା ତାକୁ ଉଠାଇଲା ବେଳକୁ ଏକ ସୁନାର ବିସ୍କୁଟ ବାହାରିଲା ପ୍ରଥମେ ସେ ଜାଣିପାରି ନଥିଲେ କାରଣ ତା ଉପରେ ଅଶନା ଲାଗିଯାଇଥିଲା।ଏହା ପରେ ସେ ଏହାକୁ ଥୋଇ ଦେଇ କାମରେ ଲାଗିପଡିଲେ।ଏହା ପରେ ତାଙ୍କୁ ଲାଗିଲା ଏହାକୁ ବଣିଆ ପାଖୁ ନେଇକି ଦେଖେଇବା ଉଚିତ ଏହା କଣ ।ଏହା ପରେ ଜଣେ ଯାଇ ଦେଖେଇଲା ଏହା ପରେ ବଣିଆ ଭଲସେ ଦେଖିବା ପରେ କହିଲା ଏହା ଏକ ସୁନାର ବିସ୍କୁଟ ଅଟେ ଯାହା ୧ କିଲୋରୁ ଅଧିକ।ଯାହାର ମୂଲ୍ୟ ଇଣ୍ଡିଆନ ପଇସା ଅନୁସାରେ ୩୩ଲକ୍ଷ ହେବ।

ଏହା ପରେ ତାଙ୍କ ଭାଗ୍ୟ ବଦଳିଗଲା।ସେ କହିଛନ୍ତି ୧୯୬୭ ରେ ତାଙ୍କ ଆଈମା ସେହି ଘରେ ରହୁଥିଲେ ସେ ବୋଧେ ଏହାକୁ କିଣିଥିବେ କୌଣସି କାରଣ ରହିଗଲା ଯାହା ବୋଧେ ସେ ଆମକୁ କହିପାରି ନଥିଲେ।ଏହା ଆମରି ଥିଲା ବୋଲି ବୋଧେ ଆମକୁ ପୁନଃ ମିଳିଗଲା।ଆପଣଙ୍କୁ ଏହା ପସନ୍ଦ ଆସୁଛି ଏହାକୁ ଲାଇଲ କରନ୍ତୁ ଓ ସେୟାର ବି କରନ୍ତୁ।ଆଗକୁ ଆମେ ଆପଣଙ୍କ ପାଇଁ ଏହି ଭଳି ଲେଖା ନେଇକି ଆସିବୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *