October 20, 2024

Odia Express

Here, There and Everywhere

ଏହି ୩ଟି ଜିନିଷ ଖାଇବା ଦ୍ୱାରା ଧୀରେ ଧୀରେ ଆପଣଙ୍କ କିଡ୍ନୀ ଖରାପ ହେଇଯାଇଥାଏ – ଏବେ ଜାଣିରଖନ୍ତୁ..

ଆଜି ଆମେ ଆପଣଙ୍କୁ ଏକ ମହତ୍ତ୍ୱ ପୁର୍ଣ୍ଣ କଥା କହିବାକୁ ଯାଉଛୁ କି ଯଦି ଆପଣ ଏଇ ଚାରିଟି ଜିନିଷ ଲଗାତାର ସେବନ କରୁଛନ୍ତିତ ଆପଣଙ୍କ କିଡନୀ ଗୁଡିକ ଅସୁବିଧାରେ ଅଛନ୍ତି ଓ ଏହା ଖରାପ ହୋଇ ପାରନ୍ତି।ଆଜି ଯାହା ଆମେ କହିବାକୁ ଯାଉଛୁ ତାହା ଅତ୍ୟନ୍ତ ମହତ୍ତ୍ୱପୁର୍ଣ୍ଣ ଅଟେ ଏ ଆଧୁନିକ ଜୀବନଶୈଳୀ ଜୀବନରେ ଶରୀରରେ ବିଭିନ୍ନ ପ୍ରକାର ଟକ୍ସିଡ଼ ଓ ବିଶଯୁକ୍ତ ପଦାର୍ଥ ତିଆରି ହୋଇଥାଏ ଓ ରକ୍ତରେ ମିସିଥାଏ ତାକୁ ଫିଲ୍ଟେର କରିବା କିଡନୀର କାର୍ଯ୍ୟ ଅଟେ ଏଥିରେ କୌଣସି ପ୍ରକାର ଅସୁବିଧା ହେବାଦ୍ୱାରା ଆମ ଶରୀର ଠିକରେ କାମ କରିପାରେ ନାହିଁ।ଆପଣଙ୍କ କିଛି ଅଭ୍ୟାସ କାରଣରୁ କିଡନୀର ଖରାପ ହେବାର ସମ୍ବାବନା ବଢିଯାଇଥାଏ।

ପ୍ରଥମ କାରଣ ଅଟେ ମିଠା ଯଦି ଆପଣ ଅଧିକ ମିଠା ଖାଉଛନ୍ତି ମିଠା ବିନା ରହିପାରନ୍ତି ନାହିଁ ଏହାକୁ ଖାଇବା ଦ୍ୱାରା ଶରିରରେ ସୋଡିୟମ ଓ ସୁଗାରର ମାତ୍ରା ବଢିବାକୁ ଲାଗିଥାଏ ସୋଡିୟମର ମାତ୍ରା ବଢିବା କାରଣରୁ ରକ୍ତକୁ ଫିଲ୍ଟେର କରିବାରେ ଅତିରିକ୍ତ ଚାପର ଅନୁଭବ କରିବାକୁ ପଡିଥାଏ ସେଥିପାଇଁ ଆପଣଙ୍କ କିଡନୀ ଉପରେ ଭାରି ନକାର୍ରାତ୍ମକ ପ୍ରଭାବ ପଡିଥାଏ ଓ ତାପରେ ଖରାପ ହେବାକୁ ଲାଗିଥାଏ।

ଦ୍ଵିତୀୟରେ ବେସି ମସଲା ଓ ମାଂସ,ମାଛ,ଚିକେନ,ମଟନ ଆଦିର ଅଧିକ ମାତ୍ରରେ ସେବନ କରିବା ଦ୍ୱାରା କିଡନୀ ଉପରେ ପ୍ରଭାବ ପଡିଥାଏ ସେଥିପାଇଁ ଆପଣଙ୍କୁ ଅତ୍ୟନ୍ତ ଆବଶ୍ୟକ କି ଭଲ ସବୁଜ ଫଳ ଓ ସବୁଜ ପନିପରିବା ଆଦିର ସେବନ କରିବା ଆବଶ୍ୟକ ଆମେ ଆପଣଙ୍କୁ ମନା କରୁନୁ ନଖାଇବା ପାଇଁ ଗୋଟେ ନିର୍ଦ୍ଧିଷ୍ଟ ପରିମାଣରେ ଖାଇବେ ଓ ତା ସହିତ ତାଜା ଫଳ ଓ ସବୁଜ ପରିବା ର ମିଶ୍ରଣ କରିବେ ଏ ଗୁଡିକୁ ବି ସାଥିରେ ନେବେ କାରଣ ଆପଣଙ୍କ ଖାଇବା ସୈଳି ବାଲାନ୍ସ ରହିବା ଦରକାର ନହେଲେ ଆପଣଙ୍କୁ କିଡନୀ ସମ୍ବନ୍ଧୀୟ ରୋଗ ବାଥଲୋଜିସ ହେଇପାରେ ।

ତୃତୀୟ କାରଣ ଅଟେ ନିଜ ମନଇଚ୍ଛା ବିନା ଡାକ୍ତରଙ୍କ ବିନା ପରାମର୍ଶରେ କୌଣସିବି ଔଷଧର ସେବନ କରିଥାନ୍ତି ସାଧାରଣତ ମହିଳା ମାନେ ଏମିତି କରିଥାନ୍ତି ଜେଏବେଳେ ତାଙ୍କୁ କଷ୍ଟ ହୋଇଥାଏ କିମ୍ବା ଘର କାମ କଲାବେଳେ ଅଧିକ ପରିଶ୍ରମ କରିବାକୁ ପଡିଥାଏ ସେ ସମୟରେ ପ୍ରାୟ ମହିଳା ପେନକିଲର ନାମକ ସେ ଔଷଧ ଖାଇଥାନ୍ତି ଏ ଔଷଧ ଆମ ହୃଦୟ କୁ ଦୁର୍ବଳ କରିବା ସହ ଆମ କିଡନୀକୁ ମଧ୍ୟ ଖରାପ କରିଥାଏ ଆଉ ଝିଅ ପିଲାମାନେ ମଧ୍ୟ ନିଜ ଗର୍ଭଧାରଣ କୁ ଅଟକେଇବା ପାଇଁ ମଧ୍ୟ ଔଷଧ ବ୍ୟବହାର କରନ୍ତି ଯାହାକୁ ଖାଇବା ଦ୍ୱାରା ନିଜର କିଡନୀ ଉପରେ ପ୍ରଭାବ ପକେଇଥାଏ ଲୋକମାନେ ସାଧାରଣତ ଟିକେ ଥଣ୍ଡା ଜର ହେବା ଦାର ବିନା ଡାକ୍ତରଖାନା ଯାଇ କିମ୍ବା ବିନା ପରାମର୍ଶରେ ସେ ପାରାସିଟାମଲ ଭଳି ଔଷଧ ଖାଇଥାଉ ଯାହା ଆମ ହୃଦୟକୁ ଦୁର୍ବଳ କରିବା ସହ ଆମକ କିଡନୀକୁ କ୍ଷତି ପହଞ୍ଚାଇ ଥାଏ।

ଚତୁର୍ଥରେ ଆଜି କାଲି ଦୁନିଆରେ କରୁଥିବା ଲୋକ ଧୂମ୍ରପାନ ଯେମିତିକି ବିଡ଼ି ଓ ସିଗରେଟ ଆଦି ଧୂଆଁର ସେବନ ଏ ବିଶାକ୍ତ ଧୂଆଁ ଯେତେବେଳେ ଆପଣଙ୍କ ଶରୀରକୁ ପ୍ରବେଶ କରିଥାଏତ ଏହାକୁ ଛାଣିବାରେ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ।ଏହି ସବୁ ଜିନିଷ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପେ ଛାଡି ଦେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *