October 17, 2024

Odia Express

Here, There and Everywhere

ଗାଡି ମାନଙ୍କ ପଛରେ “Horn Ok Plese ” କାହିଁକି ଲେଖା ଯାଇଥାଏ- ବିଲାତି ଗୋଟିଏ ପରିବା ନା ଫଳ – ଏବେ ଜାଣିରଖନ୍ତୁ ଏହାର ସଠିକ ଉତ୍ତର ସବୁ…

ଆମେ ଚାଲୁଥିବା ସଡକ ରେ ଅନେକ କିଛି ଜିନିଷ ଦେଖିବାକୁ ପାଇଥାଉ। ଏହା ମଧ୍ୟରୁ ଅନେକ ଜିନିଷ ଆମେ କେବେ କେବେ ଦେଖି ବାକୁ ପାଇଥାଉ ଆଉ କିଛି ଜିନିଷ ଥାଏ ଯାହା କି ଆମେ ସବୁବେଳେ ଦେଖିତେ ପାଇଥାଉ। ଆଜି ଆମେ ଆପଣଙ୍କ ପାଖରେ ଏପରି ଏକ ଚର୍ଚା କରିବାକୁ ଯାଉଛୁ କି ଆମେ ଦେଖୁଥିବା ଗାଡି ମାନଙ୍କ ପଛରେ ହର୍ନ ଓକେ ପ୍ଲିଜ କାହିଁକି ଲେଖା ଯାଇଥାଏ। ତ ଚାଲନ୍ତୁ ଜାଣିବା।
ଆମେ ସର୍ବଦା ଏହାକୁ ଦେଖିଥାଉ କି ଗାଡି ମାନଙ୍କ ପଛରେ ଏହି ହ୍ରନ ଓକେ ପ୍ଲିଜ ଲେଖା ଯାଇଥାଏ। ମାତ୍ର ଏହି ବାକ୍ୟଟି ପ୍ରାୟ ସମସ୍ତ ଟ୍ରକ ଅଥବା ମାଲ ବାହୀ ଗାଡି ରେ ଲେଖା ଯାଇଥାଏ। ଏହାର କାରଣ ଯଦି ଆପଣ ଜାଣି ନାହାନ୍ତି ତ ଆଜି ଆମେ ଆପଣଙ୍କ ପାଖରେ କହି ରଖୁଛୁ।

ଏହା ପ୍ରକୃତରେ ସୁରକ୍ଷା ଦୃଷ୍ଟି କୋଣ ରୁ ଲେଖା ଯାଇଥାଏ। ଏହାର ଅର୍ଥ ହେଇଥାଏ କି ଆପଣ ଓଭର ଟେକ କରିବା ଆଗରୁ ହ୍ରନ ନିଶ୍ଚୟ ବଜାନ୍ତୁ। ଆଗ କାଳରେ ବଡ ବଡ ଟ୍ରକ ତଥା ଗାଡି ମାନଙ୍କ ପାଇଁ ଗୋଟେ ଲେନ ହେଉଥିଲା ତ ସେହି ସ୍ଥାନ ରେ ଛୋଟ ଛୋଟ ଗାଡି ମାନଙ୍କ ପାଇଁ ବଡ଼ ଟ୍ରକ ମାନଙ୍କୁ ଓଭର ଟେକ କରିବା ଅତ୍ୟନ୍ତ କଷ୍ଟକର ହେଉ ଥିଲା। ଏହାର ଏକ ସମାଧାନ ଭାବେ ଆମ ସରକାର ଏହି ଉପାୟ କରିଥିଲା।

ଏହି ଉପାୟ ଅନୁସାରେ ଆମ ସରକାର ସମସ୍ତ ଗାଡି ର କର୍ମଚାରୀ ମାନଙ୍କୁ ଏହା ଆଦେଶ ଦେଇଥିଲା କି ଗାଡି ର ପଛ ପାଖରେ ଓକେ ହ୍ରନ ପ୍ଲିଜ ଲେଖି ଦିଅନ୍ତୁ ଆଉ ଯେତେବେଳେ କେହିଁ ବି ଛୋଟ ଗାଡି ଆପଣଙ୍କୁ ପଛ ପାଖରୁ ହ୍ରନ ଦେବ ତ ସେମାନେ ତାଙ୍କର ଓକେ ଉପର ର ସେହି ଲାଇଟ କୁ ଜଳେଇ ବେ। ଏହାଦ୍ୱାରା ସେମାନେ ଜାଣିପାରିବେ କି ଆଗରେ କିଛି ବିପଦ ନାହିଁ। ତ ସେମାନେ ଆରାମ ସେ ଆଗକୁ ଯାଇ ପାରିବେ।ସମାୟାନୁସାରେ ସଡକ ଚୌଡା ହେଇ ହେଇ ଗଲା। ଆଉ ଏହା ସହ ହି ଓକେ ର ଲାଇଟ ବଲବ ଉଠିଗଲା। ମାତ୍ର ଏହି ଓକେ ଲେଖା ଆଜି ବି ଅଛି। ଏହା ସୁରକ୍ଷା ର ଏକ ପ୍ରତୀକ ଭାବେ ମାନା ଯାଉଛି।

ଆଉ ଏହାକୁ ଲେଖିବାର ଏକ କାରଣ ବି ଏହା କୁହାଯାଉଛି କି ପ୍ରଥମେ ଟାଟା କମ୍ପାନୀ ତରଫ ରୁ ଓକେ ନାମକ ଗୋଟେ ସାବୁନ ବନା ଯାଉଥିଲା ଆଉ ଏହି ସାବୁନ ର ପ୍ରଚାର ସେମାନେ ଟାଟା ର ପ୍ରତିଟି ଟ୍ରକ ପଛରେ ଓକେ ଲେଖିକି ପ୍ରଚାର କରୁଥିଲେ। ଏହାର ବି ଏକ କାରଣ ମାନା ଯାଇଥାଏ। ଆଜି ଓକେ ତ ଏକ ସାବୁନ ଆଉ ନାହିଁ ମାତ୍ର ସେହି ପୁରୁଣା ଟ୍ରକ ମାନଙ୍କ ପଛରେ ଓକେ ଲେଖା ହେଉଛି।

୨:ଆମ ଦୈନନ୍ଦିନ ଜୀବନ ରେ ଟମାଟୋ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ।ଲାଲ ଲାଲ ଦେଖା ଯାଉଥିବା ଏହି ପରିବା ର ସବୁଠୁ ବଡ଼ ବିଶେଷତା ହେଉଛି କି ଏହାକୁ ଗରମ କଲେ ବି ଏହାର ଭିଟାମିନ ନଷ୍ଟ ହେଇନଥାଏ। ଏହାକୁ ଆମେ ଜାମ ବନେଇବା ପାଇଁ ହେଉ ଅଥବା ଭିଣ୍ଡି ର ତରକାରୀ ବନେଇବା ପାଇଁ ହେଉ ବହୁତ ବଡ଼ ଭାବେ ବ୍ୟବହାର କରିଥାଉ। ଏହା ଉପରେ ଏକ ବଡ଼ ଚିନ୍ତା ଲାଗିକି ରହିଥିଲା କି ଟମାଟୋ ଏକ ପରିବା ନା ଫଳ। ମାତ୍ର ବହୁତ ଦିନର ଗବେଷଣା ପରେ ଏହା ଉପରୁ ପରଦା ହଟିଗଲା କି ଏହା ଏକ ଫଳ ଅଟେ। ଯାହାକୁ ଏତେ ଦିନ ଯାଏ ଆମେ ପରିବା ଭାବିକି ଖାଉଥିଲେ ତାହା ଅସଲ ରେ ଏକ ଫଳ ଅଟେ।

କେମ୍ବ୍ରିଜ ଡିକସିନାରୀ ରେ ଲେଖା ଯାଇଛି କି ଟମାଟୋ ଏକ ଏପରି ଫଳ ଯାହାକୁ କି ପରିବା ଭଳି ଶିଝେଇ ଖିଆ ଯାଏ। ଏହା ସେଓ ର ଟକ୍କର ର ଫଳ ଅଟେ ଯାହା ପାଇଁ ଏହାକୁ ଲଭ ଆପଲ ଅଥବା ଗୋଳଡେନ ଆପଲ ବି କୁହାଯାଏ।

୩: କଦଳୀ ଆମ ଶରୀର ପାଇଁ ଅତ୍ୟନ୍ତ ଫାଇଦା ଦାୟକ ହେଇଥାଏ। ଏହା ଆମ ଶରୀର ର ଶକ୍ତି ବର୍ଦ୍ଧକ ହେବା ସଂଗେ ସଂଗେ ଆମର ଇମ୍ୟୁନୋ ସିଷ୍ଟମ କୁ ମଜବୁତ କରିଥାଏ। ମାତ୍ର ଆମେ ବଜାର ଯିବା ସମୟରେ ଯେଉଁ କଦଳୀ ଉପରେ ଜମା ବି ଦାଗ କି କଳା ଚିହ୍ନ ନଥାଏ ତାକୁ ହି କିଣି ଥାଉ। ମାତ୍ର ଆମେ ବହୁତ ବଡ଼ ଭୁଲ କରିଥାଉ। କାରଣ ଦାଗ ନଥିବା କଦଳୀ କୁ କୃତ୍ରିମ ଉପାୟ ରେ ପାଚିବାକୁ ଦିଆ ଯାଇଥାଏ। ଆଉ ପ୍ରାକୃତିକ ଉପାୟ ରେ ପାଚିଥିବା କଦଳୀ ରେ ଟିକେ ନା ଟିକେ ଦାଗ ଥାଏ। ତ ଆପଣ ବୁଝି ହି ଯାଇଥିବେ କି କେଉଁ କଦଳୀ ଆମକୁ କିଣିବା ଦରକାର।

୪: ଗୋଟେ ଲିଟର ପାଣି ରେ କେତେ ବୁନ୍ଦା ପାଣି ଥାଏ: କଣ ଆପଣ କେବେ ଭାବିଛନ୍ତି କି ଯଦି ଗୋଟେ ଲିଟର ପାଣି କୁ ଆମେ ଅଲଗା ଅଲଗା ବୁନ୍ଦା ବୁନ୍ଦା ଭାବେ ବିଭାଜିତ କରିବା ତ ତାହା କେତେ ବୁନ୍ଦା ହେବ। ଏହାର ଜବାବ ଜାଣିବା ପାଇଁ ବୈଜ୍ଞାନିକ ମାନେ ବର୍ଷା ବୁନ୍ଦା ର ସାହାରା ନେଲେ। ଗୋଟେ ବର୍ଷା ବୁନ୍ଦା ର ଓଜନ ପ୍ରାୟ .୦୫ ଗ୍ରାମ ଅଟେ। ଏହିପରି ଭାବେ ଗୋଟେ ଗ୍ରାମ ରେ ପ୍ରାୟ ୨୦ ବୁନ୍ଦା ପାଣି ଥାଏ। ସେହିପ୍ରକାରେ ଗୋଟେ ଲିଟର ପାଣି ରେ ପ୍ରାୟ ୨୦ ହଜାର ବୁନ୍ଦା ପାଣି ଥାଏ।

Leave a Reply

Your email address will not be published. Required fields are marked *