November 21, 2024

Odia Express

Here, There and Everywhere

ସୋନୁ ସୁଡ଼ କିପରି ମଜୁରିଆ ମାନଙ୍କୁ ସାହାଯ୍ୟ କରୁଛନ୍ତି ତାହା ଦେଖନ୍ତୁ ଓ ଜାଣନ୍ତୁ ସେ କେତେ ସମ୍ପତିର ମାଲିକ – କାହିଁକି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ନିଜେ କହିଲେ…

ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି ସୋନୁ ସୁଡ଼ଙ୍କ ବିଷୟରେ କଥା ହେବାକୁ ଯାଉଛୁ ଜିଏକି ଗରିବ ଲୋକ ବା ମୂଲିଆ ମାନଙ୍କ ରକ୍ଷା କର୍ତା ହୋଇ ଆଗକୁ ଆସିଛନ୍ତି ଚାଲନ୍ତୁ ଆପଣଙ୍କୁ କହିବୁକି ଲୋକଙ୍କ କହିବା ଅନୁସାରେ ସୋନୁ ସୁଧ ଏତେ ଲୋକଙ୍କର ସାହାଯ୍ୟ କରୁଛନ୍ତି ତାହେଲେ ତାଙ୍କର ମୋଟ ସମ୍ପତି କେତେ ହେବ ଚାଲନ୍ତୁ ଏହା ଉପରେ ନଜର ରଖିବା।ଆପଣମାନେ ଜାଣିଥିବେକି ସୋନୁ ସୁଧ ଯିଏ ଜଣେ ଜଣାଶୁଣା ମହାନ ହସ୍ତୀ ଅଟନ୍ତି ଆଉ ସେ ଏମିତି ସମୟରେ ହିଁ ଲୋକଙ୍କ ସାହାଯ୍ୟ କରୁଛନ୍ତି ଓ ଲୋକଙ୍କ ପାଇଁ ଭଗବାନ ହୋଇ ସାହାର୍ଯ୍ୟ କରୁଛନ୍ତି କି ଲୋକ ଏ ବିଷୟରେ ଜାଣିବାକୁ ବହୁତ ଈଛୁକ ଅଛନ୍ତିକି ସୋନୁ ସୁଡ଼ଙ୍କ ପାଖରେ ଏମିତି ଏତେ କେତେ ସମ୍ପତି ଅଛି କି ସେ ଲୋକଙ୍କ ସାହାଯ୍ୟ କରିପାରିବେ।

କହିବାକୁ ଗଲେ ସୋନୁ ସୁଡ଼ଙ୍କ କହିବା ଅନୁସାରେ ସେ ଯେଉଁ ଶେଷ ମୂଲିଆ ଥିବା ଯାଏଁ ସେ ଏହି ପ୍ରୋସେସକୁ ବନ୍ଦ କରିବେ ନାହିଁ ଓ ତାଙ୍କ ସାହାଯ୍ୟ କରୁଥିବେ ସେମାନେ ଯେ ପର୍ଯ୍ୟନ୍ତ ଘରେ ନ ପହଁଚି ଯାଇଛନ୍ତି ଆମେ ଆପଣଙ୍କୁ ଏଇଟାବି କହିଦେବୁ କି ସୋନୁ ସୁଡ଼କ ଘରକୁ ଆସିବା କଥା ମଧ୍ୟ କହୁଛନ୍ତି କିନ୍ତୁ ସେମାନଙ୍କୁ ଜଣା ଅଛିକି ସେ ମଜାକ କରୁଛନ୍ତି ସେ ତାଙ୍କ ଉପାୟରେ ହିଁ ତାଙ୍କୁ ହସି ମାଜକରେ ହିଁ ଉତ୍ତର ପ୍ରଦାନ କରିଛନ୍ତି କି ଆସ ଭାଇ ସେଥିରେ କଣ ଅଛି ମୁଁ ଆଜିକାଲି କୋଉଠି କାହାକୁ ଭେଟ କରିପାରୁଛି ଯେଉଁଟାକି ବହୁତ ପ୍ରଶଂସା ଜନିତ କାର୍ଯ୍ୟ କରିଛନ୍ତି ସେ ଏ ସମୟରେ ବଲିଉଡ଼ ରୁ ଆରମ୍ଭ କରି ଯେତେ ନେତା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ବା ବା କରୁଛନ୍ତି ଆପଣ ଜାଣିଛନ୍ତି କି ତାଙ୍କ ଉପରେ ଗୋଟେ ଫିଲ୍ମ ତିଆରି ହେବାକୁ ଯାଉଛି ତାକୁ ପ୍ରାୟତଃ ଅକ୍ଷୟ କୁମାର ମେନ ଲିଡ କରିବେ।

ତେବେ ସେ କହିଛନ୍ତି କି ଜଣେ ପ୍ରବାସୀ ଶ୍ରମିକର ଦୁଃଖ କଣ ମୁଁ ଜାଣିଚି | ମୁଁ ଦିନେ ଏପରି ଭାବେ ଆସି ଏଠାରେ ଥିଲି ଓ ବହୁତ କଷ୍ଟରେ ବଂଚିଥିଲି | ଲୋକଙ୍କ ଅସଲ ଦୁଃଖ ମୁଁ ଯଂଛି ସେଠି ପାଇଁ ମୁଁ ଚାଁହୁଛି ସମସ୍ତେ ନିଜ ନିଜ ଘରକୁ ଫେରନ୍ତୁ ଓ ମୋ ଦ୍ୱାରା ଯାହା ମଧ୍ୟ ସମ୍ଭବ ମୁଁ ନିଶ୍ଚୟ କରିବି | ଆପଣଙ୍କୁ କହିଦେବାକୁ ଚାହୁଁଛୁକି ସୋନୁ ସୁଡ଼ ୧୩୦ କୋଟିର ମାଲିକ ଅଟନ୍ତି। ବଲିଉଡ,ଟଲିଉଡ଼,ତେଲୁଗୁ ,ତାମିଲ ସବୁ ପ୍ରକାର ଇଣ୍ଡ୍ରଷ୍ଟିରିରେ ନିଜର ପ୍ରତିଭା ପ୍ରଦର୍ଶନ କରିଥାନ୍ତି।ସେ ସବୁ ଦର୍ଶକଙ୍କ ହୃଦୟରେ ଥିଲେ ଆଜି ତାଙ୍କୁ ଦେଖିଲେ ଲାଗୁଛିକି ସ୍ୱୟଂ ଭଗବାନ ଏମିତି କରୁଛନ୍ତି।କହିବାକୁ ଗଲେ ସୋନୁ ସୁଡ଼  ଲକଡାଉନ ଆରମ୍ଭ ହେବା ଦିନରୁ କରୁଛନ୍ତି ସେ ମଝିରେ ନିଜ ହୋଟେଲ ସେ ଡକ୍ଟର ମାନଙ୍କୁ ଦେଇଦେଲେ ଯେଉଁ ମାନଙ୍କୁ ସିକ୍ୟୁରୀଟିର ଅତ୍ୟନ୍ତ ଦରକାର ଥିଲା ସେଠି ୪୫୦୦୦ ରୁ ବେସି ଲୋକ ସେଠାରେ ରହୁଥିଲେ।

କିଛି ଲୋକ ଏମିତିବି କହୁଛନ୍ତି ବି ସେ କାଳେ ବିଜେପିର ଟିକେଟ ପାଇବା ପାଇଁ ଏମିତି କରୁଛନ୍ତି।ଆଉ ଯଦିବି ଟିକେଟ ମିଳିବି ଗଲା ତାହେଲେ କଣ ଫରକ ପଡିବ ସେ ଏବେ ଏମିତି କରୁଛନ୍ତି ପରେ ବି ଭଲ କାମ କରିବେ।କହିବାକୁ ଗଲେ ବହୁତ ଲୋକ ଅଛନ୍ତି ଯେଉଁ ମାନେ ଏପଟ ସେପଟ ଗପନ୍ତି ଓ ଆତା ଗୋଡ଼ଟାଣନ୍ତି ଆଙ୍କୁ ଦେଖି ଅମିତା ବଚନଜି ମଧ୍ୟ ବହୁତ ବସ କାଢ଼ି ସାହାର୍ଯ୍ୟ କଲେଣି।ସୋନୁ ସୁଧ ସରକାରଙ୍କ ସାହାର୍ଯ୍ୟ ନେଇ ସରକାରୀ ବସ ବାହାର କରି ବହୁତ ମୂଲିଆ ମଜୁରିଆଙ୍କୁ ସାହାଯ୍ୟ କରୁଛନ୍ତି।

ଏହା ଥିଲା ତାଙ୍କ ବିଷୟରେ ସେ କିଏ କଣ କହିଲା ତାକୁ ଖାତିର ନ କରି ନିଜ କାମ ନିଜେ କରିଚାଲୁଛନ୍ତି ଏହିପରି କହିବାକୁ ଗଲେ ତାଙ୍କ ନାଁ ଚାରୀଆଡେ ପ୍ରସିଦ୍ଧ ରହିଛି ତେଣୁ ସେ ଯେତେ ସାହାଯ୍ୟ କଲେ ବି ତାଙ୍କ ପଇସା ଅଭାବ ପଡିବନି।

Leave a Reply

Your email address will not be published. Required fields are marked *