October 17, 2024

Odia Express

Here, There and Everywhere

ତିନୋଟି ଛୋଟ ଝିଅକୁ ବଞ୍ଚାଇବା ପାଇଁ ଗାଇ ଚାରାଳୀ କରିଲେ ଏପରି କାମ ଯେ ସାରା ଅଂଚଳ କରୁଛି ସଲାମ…

ନମସ୍କାର ସାଙ୍ଗମାନେ ଆଜି ଆମେ ଏଠି କହିବାକୁ ଯାଉଛୁ କି ୩ଟି ଛୋଟ ଛୁଆଙ୍କୁ ଜୀବନ ଦେଇ ନିଜେ ହିଁ ଜୀବନ ଠାରୁ ଦୁରେଇ ଯାଇଛନ୍ତି ବା ମରିଯାଇଛନ୍ତି । ଆଜି ଏଠି ଆମେ କହିବାକୁ ଯାଉଛୁ ଚାଲନ୍ତୁ ଏ ହେଉଛି ବହୁତ ସମ୍ବେଦନଶୀଳ କାହାଣୀ ଅଟେ ଯେଉଁଠି ଲୋକମାନେ ନିଜ ଲାଭ ପାଇଁ ନିଜ ଘରୁ ବାହାର କରିଦଉଛନ୍ତି ମା ମାନେ ବୃଦ୍ଧ ଆଶ୍ରମରେ ରହୁଛନ୍ତି ଓ କିଛି ଲୋକ ଭିକ ମାଗୁଛନ୍ତି ଏଠି ନିଜ ଲୋକମାନଙ୍କର ସାହାର୍ଯ୍ୟ ପ୍ରାପ୍ତ ହେଉନାହିଁ କିନ୍ତୁ ତଥାପି ଏମିତି ଲୋକମାନେ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ପାଇଁ ବହୁତ ବଡ଼ ହୃଦୟ ରଖିଛନ୍ତି।ଚାଲନ୍ତୁ ସେ ବିଷୟରେ ପୁରା ଭଲଭାବରେ ସେ ବିଷୟରେ ଭଲଭାବରେ ବର୍ଣ୍ଣନା କରିବା।

ଆପଣଙ୍କୁ ଏ ଲୋକ ବିଷୟରେ ଜାଣିଲେ ଆପଣ ବହୁତ ଖୁସି ଅନୁଭବ କରିବେ ଓ ଗର୍ବିତ ଅନୁଭବ କରିବେ।ଏ ଯୋଉ ଘଟଣା ଆସିଛି ସେ କାନପୁର ଠାରେ ଥିବା ଜଙ୍ଗସନ ଠାରେ ସେଠି ବିର୍ବଲଆକବର ପୁର ବୋଲି ଗାଁ ଅଛି ଆଉ ସେଠି ଜୟନାରାୟଣ ଯିଏ ଛେଳି ଚରାନ୍ତି ସେ ସମୟରେ ନଦି କୂଳରେ ବହୁତ ଲୋକ ଅଛନ୍ତି ଯେଉଁ ମାନେ ଛେଳି ଚରେଇବାକୁ ଯାଆନ୍ତି।

ସେଠି ସକାଳ ସମୟରେ ତିନିଟି ଛୋଟ ଝିଅ ପିଲା ଗୋଟେ ୧୦ବର୍ଷର,ଗୋଟେ ୮ବର୍ଷର,ଅନ୍ୟଟି ୭ ବର୍ଷର ଅଟେ ଯେଉଁମାନଙ୍କ ନାଁ କାଜଲ,ଆକାଂକ୍ଷା ଓ ଦିଖସି ଅଟେ ଏ ତିନିଜଣ ହିଁ ନଦୀକୁ ଗାଧେଇବାକୁ ଯାଇଥିଲେ ଆଉ ସେ ସମୟରେ ସେଠି ଥିବା ବବଣ୍ଡର ସେଠି ଥିବା ପାଣିରେ ବା ଗାତରେ ବା ସେସମୟରେ ସବୁଠୁ ବେସି ପାଣି ଆସିବାକୁ ଲାଗିଲା ଓ ସେ ଝିଅ ବହୁତ ଚିଲେଇବାକୁ ଲାଗିଲେ ଯେଉଁ କାରଣରୁ ଏ ଯୋଉ ଛେଳି ଚରୁଆଳ ଥିଲା ତାଙ୍କର ମୃତ୍ୟୁ ହୋଇଥିଲା।ଆଉ ସେ ବହୁତ ଭଲ ଲୋକ ଥିଲେ ଯିଏ କାହାର ଜୀବନ ବଞ୍ଚଉ ବଞ୍ଚଉ ମରିଗଲେ ଝିଅ ମାନେ ଦେବୀ ସମାନ ଅଟନ୍ତି ସେ ସମୟରେ ସେ ଯେତେବେଳେ ଶୁଣିଲେ ସେ ଝିଅଙ୍କ ପାଟି ତାପରେ ସେ ନଦୀ ଭିତରକୁ ଡେଇଁ ପଡିଲେ ଓ ଧୀରେ ଧୀରେ କରି ଝିଅମାନଙ୍କୁ ଟାଣିକି କୂଳକୁ ନେଇ ଆସିଲେ ଓ ନିଜେ ସେ ବବଣ୍ଡର ଭିତରେ ଫସିଗଲେ ଓ ତାସହିତ ସେ ବୁଡ଼ିଗଲେ

ସେତେବେଳେ ସେ ଝିଅମାନେ ଗଲେ ଓ ବ୍ରାହ୍ମଣ ମାନଙ୍କୁ ଡାକି ଆଣିଲେ ଆଉ ସେଠି ଥିବା କେତେକ ଲୋକ ଯିଏ ପହଁରା ଶିଖିଛନ୍ତି ସେମାନେ ଘଣ୍ଟା ଘଣ୍ଟା ଧରି ଖୋଜିଲେ ଓ ଜୟ ରାମଜୀଙ୍କ ସବ ଖୋଜି ପାଇଲେ ସେ ବିଷୟରେ ପୋଲିସକୁ ସୂଚିତ କରିଦେଲେ ତାପରେ ସେ ବିଷୟରେ ସେ ମୃତକଙ୍କ ଘର ଲୋକଙ୍କୁ ଜଣାଇଲେ ସେ ବିଷୟରେ ଜାଣି ତାଙ୍କ ଘର ଲୋକ ବହୁତ ଦୁଃଖ ପ୍ରକାଶ କଲେ କିନ୍ତୁ ଏଠି ଜଣା ପଡିଲା କି ତିନି ଜଣଙ୍କ ଜୀବନ ବଞ୍ଚେଇବା ପାଇଁ ସେ ଜଣଙ୍କ ଜୀବନ ଚାଲିଗଲା।

ସେଠିକାର ଗ୍ରାମୀଣ ମାନେ କେବଳ ଜୟରାମଙ୍କ ପ୍ରସଂସା ଉପରେ ପ୍ରସଂସା କରୁଛନ୍ତି।ଆଜିକାଲି ଯୁଗରେ ଯେଉଁ ମଣିଷ ନିଜେ ନିଜର ହେଉନାହାନ୍ତି ସେଠି ପର ଲୋକ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଲେ।ଏ ଭଳି ମହାନ ଆତ୍ମାଙ୍କୁ ସ୍ୱର୍ଗରେ ହିଁ ଜାଗା ମିଳିବ କାରଣ ଛୋଟ ଝିଅ ସାଧାରଣତ ଦେବୀମାଙ୍କ ସ୍ୱରୂପ ହୋଇଥାନ୍ତି ତେଣୁ ତାଙ୍କୁ ସ୍ୱର୍ଗରେ ଜାଗା ମିଳିବ।

Leave a Reply

Your email address will not be published. Required fields are marked *