July 20, 2024

Odia Express

Here, There and Everywhere

୧ ରୁ ୬ ମଧ୍ୟରେ ବାଛନ୍ତୁ କୌଣସି ଗୋଟେ ମହମବତୀ ଓ ଜାଣନ୍ତୁ ନିଜ ସ୍ୱଭାବ ବିଷୟରେ…

ଆମର ପ୍ରିୟ ସାଙ୍ଗମାନେ ମନୁଷ୍ୟର ମନ କଥା କେହି କହି ପାରନ୍ତି ନାହିଁ କିମ୍ବା କାହାର ମନ ଉପରେ କାହାର ନିୟନ୍ତ୍ରଣ ନଥାଏ ନିଜ ମନ ଏକ ଅଶାନ୍ତ ଢେଉ ସଦୃଶର ଅଟେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ଯୋଗ ଧ୍ୟାନ ପୂଜା ପାଠ ଓ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି ନିଜ ମନର ଶାନ୍ତି ଓ ଖୁସି ପାଇଁ ଆଉ ନିଜର ମନ ପରିସ୍ଥିତି ଓ ସୁବିଧା ଅସୁବିଧା ଜାଣିବା ପାଇଁ ଲୋକ ମାନେ ପ୍ରାୟ ମନୋତତ୍ୱ ବିତଙ୍କ ପାଖକୁ ଯାଇଥାନ୍ତି।ଆସନ୍ତୁ ଆଜି ଆମେ ଏଠି କିଛି ପରୀକ୍ଷା କରିବା ଓ ଜାଣିବା କିଛି ତତ୍ୱ ଆସନ୍ତୁ ଓ ବାଛନ୍ତୁ ଏ ମଧ୍ୟରୁ ଏକ ମହମବତୀ ଓ ଜାଣନ୍ତୁ ନିଜ ମନକଥା।

କୌଣସି ବ୍ୟକ୍ତିର ବାଛିବା ଶକ୍ତି ତାର ବ୍ୟକ୍ତିତ୍ୱ ଓ ସ୍ଵଭାଵର ଆଇନା ହୋଇଥାଏ।ତାକୁ କଣ ପସନ୍ଦ ଅଟେ କଣ ନାହିଁ ତାକୁ ତାର ସ୍ୱଭାବର ବିଭିନ୍ନ ପ୍ରହଳିକାର ଜଣା ପଡିଥାଏ।ଆଜି ଆପଣଙ୍କୁ ୫ଟି ଅଲଗା ଅଲଗା ମହମବତୀ ଦେଖାଯିବ ଯାହା ଭିତରୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୋଟେ ମହାମବତିକୁ ବାଛିବାର ଅଛି ଏ ମହମବତୀ ଆପଣଙ୍କ ବିଷୟରେ ବହୁତ କିଛି କହୁଛି ଆପଣଙ୍କ ପସନ୍ଦର ମହମବତୀ ବାଛିବା ପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ଦିଆଯିବ ଯାହାକୁ ଦେଖି ଆମେ କହିବୁ ଆପଣଙ୍କ ମନର କଥା।ଏବେ ଆସନ୍ତୁ ଆଉ ବାଛନ୍ତୁ କୌଣସି ଗୋଟେ ମହମବତୀ ଆଉ ଜାଣନ୍ତୁ ନିଜ ବିଷୟରେ କିଛି ଗୁରୁତ୍ୱ ପୁର୍ଣ୍ଣ ତଥ୍ୟ।

ସର୍ବ ପ୍ରଥମେ ଆମେ ଜାଣିବା ଯେଉଁମାନେ ପ୍ରଥମ ବା ହଳଦିଆ ରଙ୍ଗର ମୋଟା ମହାମ୍ ବତୀ କୁ ବାଛିଚନ୍ତିତ ଆପଣ ବହୁତ ଦୃଢ଼ ସ୍ୱଭାବର ହୋଇଥାନ୍ତି।ଭିତରୁ ଆପଣ ପଛେ ଯେତେ ଦୁଖୀ ହୋଇଥାନ୍ତୁ କିନ୍ତୁ ବାହାରୁ ସ୍ୱୟଂ କୁ ଖୁସି ଦେଖେଇବାର ଚେଷ୍ଟା କରିଥାନ୍ତି। ଯଦି କୌଣସି କଥା ଆପଣଙ୍କ ଆଗରେ ଯଦି ସିଧା ଓ ସ୍ପଷ୍ଟ ଭାବରେ କହିଦେଇ ଥାନ୍ତି ତ ଆପଣ ତୁରନ୍ତ ସେ କଥାକୁ ମାନି ଯାନ୍ତି ଆପଣଙ୍କୁ ଭିତରୁ ଗୋଟେ ବାହାରେ ଗୋଟେ ଥିବା ବ୍ୟକ୍ତି ଜମା ପସନ୍ଦ ନୁହନ୍ତି। ଯେଉଁ କଥା ଅପଣଙ୍କ ହୃଦୟରେ ଥାଏ ତାହା ଆପଣଙ୍କ ପାଟିରେ ମଧ୍ୟ ଥାଏ।

ଏବେ ଆସନ୍ତୁ ଜାଣିବା ସେ ମାନଙ୍କ ବିଷୟରେ ଯେଉଁମାନେ ଦ୍ୱିତୀୟ ବା ମୋଟା ନାଲି ମହମବତୀ କୁ ବାଛିଛନ୍ତି ତାହେଲେ ସେମାନେ ସ୍ୱଭାବରୁ ବହୁତ ସ୍ନେହୀ ଓ ବିଶ୍ୱାସ ଯୋଗ୍ୟ ଅଟନ୍ତି,ଏମାନଙ୍କ କହିବାର ଉପାୟ ଏତେ ଆକର୍ଷିତ ଅଟେ କି ଆପଣ କୌଣସି ବି ବ୍ୟକ୍ତିଙ୍କୁ ପ୍ରଥମ ଦେଖାରେ ମୋହିତ କରିପାରିବେ ଏହା ସହିତ ଆପଣ ସବୁବେଳେ ନୂଆ ନୂଆ ଜିନିଷ କରିବା ପାଇଁ ଚେଷ୍ଟା କରନ୍ତି ଓ ଲୋକଙ୍କୁ ଶୀଘ୍ର କ୍ଷମା କରିବା ଗୁଣ ଆପଣଙ୍କ ଭିତରେ ଅଛି।

ଏବେ ଜାଣିବା ସେମାନଙ୍କ ବିଷୟରେ ଯେଉଁମାନେ ମୋଟା ଓ ଧଳା ମହମବତୀ ବାଛିଚନ୍ତି ସେମାନେ ସ୍ୱଭାବରୁ ବହୁତ ଭାବୁକ ଅଟନ୍ତି,ଅନ୍ୟମାନଙ୍କର ସାହାର୍ଯ୍ୟ ପାଇଁ ଆପଣ ସବୁବେଳେ ଆଗଭର ହୋଇରହିଥାନ୍ତି କେବଳ ଏତିକି ନୁହେଁ ଆପଣ ନିଜ କର୍ତ୍ତବ୍ୟ ପ୍ରତି ସବୁବେଳେ ଆଉ ଅଧିକ ସଚୋଟ ରହିଥାନ୍ତି ଆପଣ ସ୍ବାଧୀନତା ପ୍ରିୟ ବ୍ୟକ୍ତି ଅଟନ୍ତି ଆପଣ କାହା ଅଧୀନରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ।

ଆପଣ ବହୁତ ଭଲ ସ୍ୱଭାବର ବ୍ୟକ୍ତି ଅଟନ୍ତି ଅନ୍ୟମାଙ୍କ ହୃଦୟ କଥା ବୁଝି ପାରନ୍ତି।ଏବେ ଜାଣିବା ଯେଉଁମାନେ ଚତୁର୍ଥ ମହମବତୀ ବା ମୋଟା ନିଳ ମହାମବତିକୁ ବାଛିଛନ୍ତି ସେମାନେ ସମସ୍ତଙ୍କ ଠାରୁ ଅଲଗା ରହିବା ପସନ୍ଦ କରନ୍ତି ଆପଣ ମାନଙ୍କୁ ଦୁନିଆ ବିଷୟରେ ବେସିକିଛି ଫରକ ପଡିନଥାଏ। କାହାଉପରେ ନଜର ରଖିବା ଆପଣଙ୍କ ସ୍ୱଭାବର ନଥାଏ ଏହା ବ୍ୟତୀତ ଆପଣ ଅନ୍ୟଜଣକ ଜୀବନରେ ବଧା ଦେଇନଥାନ୍ତି।

ଏବେ ଜାଣିବା ସେମାନଙ୍କ ବିଷୟରେ ଯେଉଁମାନେ ପାଞ୍ଚ ନମ୍ବର୍ ମହମବତୀ ବା ପତଳା ଧଳା ମହମବତୀ ଟି ବାଛିଛନ୍ତି ତ ସେମାନେ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି ଓ ଶାନ୍ତ ମୁଣ୍ଡର ଅଟନ୍ତି ନିଜ ଜୀବନରେ ଶାନ୍ତିରେ ବଞ୍ଚିବାକୁ ଆପଣ ପସନ୍ଦ କରନ୍ତି ଓ ଜୀବନକୁ ଭରପୁର ଭାବରେ ଉପଭୋଗ କରିବାକୁ ପସନ୍ଦ କରନ୍ତି।କହିବାକୁ ଗଲେ ଆପଣ ଶାନ୍ତ ସ୍ୱଭାବର ଅଟନ୍ତି କିନ୍ତୁ ଆପଣ ପ୍ରାୟ କେତେକ କ୍ଷେତ୍ରରେ ଆପଣ ବହୁତ ଶୀଘ୍ର ଅତ୍ୟନ୍ତ ରାଗି ଯାଇଥାନ୍ତି ନିଜପରିବାରର ଲୋକମାନଙ୍କୁ ଆପଣ ବହୁତ ସ୍ନେହ କରନ୍ତି ଓ ଆପଣ ସେମାନଙ୍କୁ ସବୁବେଳେ ଖୁସିରେ ଦେଖିବାକୁ ଚାହୁଁଛନ୍ତି। ଆଉ ଆପଣଙ୍କ ମଧ୍ୟରେ ବହୁତ ବଡ଼ ଭଲ ଗୁଣ ଥାଏ କି ଯାହାକୁ ଆରମ୍ଭ କରିବା ପୂର୍ବରୁ ଆପଣ ତାର ସମ୍ପୂର୍ଣ୍ଣ ଯୋଜନା କରି ନିଅନ୍ତି।

Leave a Reply

Your email address will not be published. Required fields are marked *