October 24, 2024

Odia Express

Here, There and Everywhere

ଦୁବାଇ ପାଖରେ ଏତେ ପଇସା କେଉଁଠୁ ଆସିଲା ? ଜାଣିଲେ ଆପଣ ମଧ୍ୟ କହିବେ ସାବାସ…

1 min read

ସାଙ୍ଗମାନେ ଆପଣମାନଙ୍କୁ ସ୍ୱାଗତ କରୁଛୁ କଣ ଆପଣମାନେ ଜାଣିଛନ୍ତି କି ଦୁବାଇ ପାଖରେ ଏତେ ପଇସା କୋଉଠୁ ଆସେ ସେଠାକାର ସେଖ ସଂବୃଦ୍ଧି ପୁର୍ଣ୍ଣ ଜୀବନ ଯାପନ ପାଇଁ ଏତେ ପଇସା କୋଉଠୁ ଆଣନ୍ତି?ଯଦି ଆମେ ଆପଣଙ୍କୁ ପଚାରିବୁ କି ପୂର୍ବ ୨୦ ବର୍ଷରୁ ଦୁବାଇ ପାଖରେ ଏତେ ପଇସା କେଉଁଠୁ ଆସିଲା ତ ଆପଣ ମାନେ ଜାଣିଛନ୍ତି ଆପଣଙ୍କ ଭିତରୁ ପ୍ରାୟ ଲୋକଙ୍କ ଜବାବ ଏହା ଆସିବ କି ସେଠି ଟେଲର ଖଦାନ ଅଛି ବୋଲି ତ ଆମେ ଅପଣଙ୍କୁ କହିଦବୁ କି ଦୁବାଇ ରେ ଯେତେ ତେଲ କାରଖାନା ଅଛି ତାର ଆୟ ଦୁବାଇର ମୋଟ ଆୟର ଜମା ୧%ଅଟେ।ସେଠି ସେ ବାକି ୯୯% କେଉଁଠୁ ଆସେ।ଆଜିଠାରୁ ୨୦-୨୨ ବର୍ଷ ପୂର୍ବେ ଦୁବାଇରେ ବାଲି ଛଡା କିଛି ନଥିଲା ଜଣେ ଶେଖ ଦୁବାଇର ମାନଚିତ୍ର ବଦଳେଇ ଦେଲେ ସେ ହଉଛନ୍ତି ଶେଖ ମହମ୍ମଦ ବିନ ରସିଦ ଅଲ ମକତୁମ ଇଏ ଜଣେ ଏମିତି ବ୍ୟକ୍ତି ଅଟନ୍ତି କି ଯେ ବହୁତ ଦୁର କଥା ଭାବିଲେ ଆଉ ଆଜି ଦୁବାଇକୁ ୩ ନଂ ପର୍ଯ୍ୟଟନସ୍ତଳୀ ରୂପେ ବନାଇ ଦେଲେ।

ସେଥିପାଇଁ ଦୁନିଆର ସବୁ ଧନି ଲୋକ ଆଜି ସେଠି ନିଜ ଏମପାୟର ଗଢିବାକୁ ଚାହୁଁଛନ୍ତି।ସେଥିପାଇଁ ଦୁବାଇ ଆଜି ଗୋଟେ ଏମିତି ଜାଗା ହୋଇଯାଇଛି ଯେଉଁଠି ଆପଣଙ୍କୁ ସବୁ ୧ ନଂ ମିଳିବ ଦୁନିଆର ସବୁଠୁ ବଡ଼ ମଲ ହେଉ କି ଦୁନିଆର ସବୁଠୁ ବଡ଼ ବିଲ୍ଡିଂ ହଉ ଦୁନିଆର ଗୋଟେ ହିଁ ସାତ ତାରା ବିଶିଷ୍ଟ ହୋଟେଲ ହେଉକି ବୁରଜ ଅଲି ଅରବ ହେଉ ସେ ଯେତେବେଳେ ଡ଼ିଜନୀ ଲାଣ୍ଡ ପାଖକୁ ଗଲା କହିଲା ଦୁବାଇରେ ବି ସବୁଠୁ ବଡ ଡ଼ିଜନୀ ଲାଣ୍ଡ ବନାଇବାକୁ କିନ୍ତୁ ସେମାନେ ମନାକରିଦେଲା ତାପରେ ଶେଖ ଦୁବାଇରେ ଦୁବାଇ ଲାଣ୍ଡ ବନେଇଲେ ତାପରେ ଦୁନିଆର ସବୁଠୁ ବଡ଼ ଫୁଲର ବଗିଚା ବନାଇଲେ ଯାହାର ନାଁ ଦୁବାଇ ମିରାକିଲ ଗାର୍ଡେନ ଅଟେ ତାପରେ ଗୋଟେ ମଣିଷକୃତ ଆଇଲାଣ୍ଡ ବନାଇଲେ ଯାହାର ନାଁ ପାମ ଜୁମେରିହା ଅଟେ।

ତାପରେ ସେଠାରେ ଏମିତି ଏକ ଡ୍ରୋନ ତିଆରି ଚାଲିଛି ଯିଏ ମଣିଷକୁ ୧୫୦ କି.ମି ପ୍ରତି ଘଣ୍ଟାରେ ନେଇ ଗୋଟେ ଜାଗାରୁ ଅନ୍ୟଜାଗାକୁ ପହଞ୍ଚାଇଥାଏ।ଆଜି ଠାରୁ ୨୦ ବର୍ଷ ପରେ ସବୁ ଗାଡି ଅଟୋମାଟିକ ହୋଇଯିବ।ଆଉ ଯଦି ଦୁବାଇର କ୍ରାଇମ ର ଆକଳନ କରାଯାଏ ତାହେଲେ ସେ ଶୁନ ଅଟେ।ସେଠାରେ ନା ଚୋରି,ତସକରି,କିଡନାପ,ବଳତ୍କାର ଭଳି କିଛିବି ହୋଇନଥାଏ ତାର ସବୁଠୁ ବଡ଼ କାରଣ ତାର କଠିନ ନିୟମାବଳୀ ଅଟେ।କଣ ପାଇଁ ନା ଆପଣ କିଛିବି ଭୁଲ କଲେ ଆପଣଙ୍କ ଆକାଉଣ୍ଟ ରୁ ପଇସା କଟିଯାଏ ସେ ଯାହାହେଉ ଟ୍ରାଫିକ ନିୟମ ଭାଙ୍ଗିଲେ କି ଗାଡି ଆସନା କରି ବୁଲିଲେ।ଏହି ସବୁ କାରଣ ଅଟେ ଲୋକ ଯେଉଁଥି ପାଇଁ ଦୁବାଇ ଯିବାକୁ ପସନ୍ଦ କରନ୍ତି।

ଆଉ ଆପଣ ଦେଖିବେ ସେଠି ଶେଖ ମାନନଙ୍କ ସଂଖ୍ୟା କେବଳ ୮-୧୦% କାରଣ ସେଠି ଆହୁରି ଅନ୍ୟଦେଶର ଲୋକ ବାସକରନ୍ତି।ଏଇଟା ଏଥିପାଇଁ ସମ୍ଭବ କାରଣ ଦୁବାଇରେ ଲୋକଙ୍କ ଠାରୁ କୌଣସି କର ଆଦାୟ କରାଯାଏ ନା କିଛି ସ୍ପେସିଆଲ ପରମିଟ ଦରକାର।ଆପଣ ଯାଆନ୍ତୁ ଆଉ ଆପଣଙ୍କ ବ୍ୟବସାୟ ବିସ୍ତାର କରନ୍ତୁ।କେବଳ ଆପଣଙ୍କ ପାଖରେ ପଇସା ଥିବା ଦରକାର ଆଉ ଯାହା ପାଖରେ ପଇସା ନାହିଁ ସେ ସେଠାରେ ପଇସା ରୋଜଗାର ପାଇଁ ଯାନ୍ତି ଆଉ ସେଠି ଖରାରେ କଷ୍ଟ କରି ରୋଜଗାର କରନ୍ତି। ଏବେ ଆପଣ ମାନେ ଜାଣି ଯାଇଥିବେ କି ସେଠାରେ ପଇସା କେବଳ ପର୍ଯ୍ୟଟକ ମାନଙ୍କ ପାଖରୁ ଆସେ।ସେଥିପାଇଁ ଦୁବାଇ ଆଜି ଉନ୍ନତିର ପଥରେ ଆଗେଇ ଚାଲିଛି।

Leave a Reply

Your email address will not be published. Required fields are marked *