October 25, 2024

Odia Express

Here, There and Everywhere

ଝିଟିପିଟି ଘରୁ ବାହାର କରିବାର ଏହି ଅଚୁପା ଉପାୟ – ଆଜି ଜାଣିରଖନ୍ତୁ ସେ ବିଷୟରେ…

ବନ୍ଧୁଗଣ ଆପଣ ମାନଙ୍କୁ ସ୍ୱାଗତ ଆଜି ଆମେ ଏଠି କହିବୁକି ଝିଟିପିଟି ଘରୁ ତଡିବାର ଗୋଟେ ସହଜ ଉପାୟ ଚାଲନ୍ତୁ ଆମେ ଆପଣଙ୍କୁ କହିବୁ କି ଏ ଉପାୟ କିପରି ତିଆରି କରିବେ ସବୁଠାରୁ ପ୍ରଥମେ ଆମେ ଦୁଇଟି ଛୋଟ ପିଆଜ ନେବା ଆଉ ଆମେ ଏମାନଙ୍କର ଚୋପା ଛଡେ଼ଇ ଏମାନଙ୍କୁ ପୁରା ଭଲଭାବରେ ଛୋଟ ଛୋଟ କାଟି ଏମାନଙ୍କର ରସ ବାହାର କରାଇଦେବା ସେ ରସକୁ ବାହାର କରି ସାରିବା ପରେ ଗୋଟେ ସଫା ପାତ୍ରରେ ରଖିବା ତାପରେ ଗୋଟେ ସ୍ପ୍ରେଅର ନେବା ସେ ସ୍ପ୍ରେଅର ବୋତଲକୁ ଭଲ ଭାବରେ ଧୋଇ ଦେବା ତାପରେ ତାମଧ୍ୟରେ ପାଣି ଭର୍ତି କରିବା ତାପରେ ଆମକୁ ନେବାର ଅଛି ଗୋଲମରିଚ ସେ ଗୋଲମରିଚକୁ ଭଲ ଭାବରେ ଛେଚି ତାର ଚୂର୍ଣ୍ଣ ବନେଇନେବା ତାପରେ ସେ ଚୁର୍ଣ୍ଣକୁ ବୋତଲ ଭିତରେ ଭର୍ତି କରନ୍ତୁ ଭଲ ଭାବରେ ସେ ବୂତଲକୁ ହଲେଇ ମିଶାନ୍ତୁ ତାପରେ ଆଣିବେ ଲବଙ୍ଗ ସେ ଲବଙ୍ଗ କୁ ନେଇ ଭଲଭାବରେ ଚୂର୍ଣ୍ଣ ବନାଇବା।

ସେ ଚୂର୍ଣ୍ଣକୁ ନେଇ ଭଲଭାବରେ ସେ ବୋତଲରେ ମିଶାଇବା ଓ ତାପରେ ଭଲଭାବରେ ସେ ବୋତଲକୁ ହଲାଇ ମିଶାଇବା।ତାପରେ ଆମେ ଯେଉଁ ନେଇଥିଲେ ସେ ପିଆଜ ରସ ତାକୁ ବୋତଲରେ ମିଶାଇବା ଓ ସେ ବୋତଲ କୁ ଭଲ ଭାବରେ ହଲାଇବା ସେ ଯେଉଁ ମିଶ୍ରଣ ପ୍ରସ୍ତୁତ ହେବ ସେ ମିଶ୍ରଣ ଝିଟିପିଟି କୁ ଆଦୌ ପସନ୍ଦ ନୁହେଁ ଏହା ଫଳରେ ସେ ଘରୁ ବାହାରକୁ ପଳାଇଥାଏ।

ଏହାପରେ ସେ ମିଶ୍ରଣରେ ଡେଟଲ ସାବୁନ ଆପଣ ଡେଟଲ ସାବୁନ ଛଡା ଆଉ କୌଣସି ସାବୁନ ନେବେ ନାହିଁ କାରଣ ଡେଟଲ ସାବୁନର ଯେଉଁ ବାସ୍ନା ଝିଟିପିଟି ମାନଙ୍କ ପାଇଁ ଅସହ୍ୟନିୟ ହୋଇଥାଏ ଓ ଝିଟିପିଟିମାନେ ଘରେ ରହି ନଥାନ୍ତି। ସେ ସାବୁନର ଛୋଟଛୋଟ ଗୁଣ୍ଡକୁ ନେଇ ପାଣିବୋତଲରେ ପକାଇ ଭଲଭାବରେ ହଲେଇ ମିସେଇବା।

ଏହା ହେଉଛି ସୁନିଶ୍ଚିନ୍ତ ଉପାୟ ଯାହା ନିଶ୍ଚିନ୍ତ କାର୍ଯ୍ୟ କାରୀ ହୋଇଥାଏ ଯାହାଫଳରେ ଘରେ କୌଣସି ଝିଟିପିଟି ରୁହନ୍ତି ନାହିଁ।ତାପରେ ସେ ସ୍ପ୍ରେଅରରେ ପୁରାଇ ଭଲ ଭାବରେ ହଲେଇବା ଦ୍ୱାରା ସେ ସାବୁନ ଯେପର୍ଯ୍ୟନ୍ତ ଭଲ ଭାବରେ ମିଶିଯିବା ଦରକାର।

ବର୍ଷା ଦିନେ ଝିଟିପିଟି ବହୁତ ଆସିଥାନ୍ତି ଓ ଏ ଋତୁରେ ବହୁତ ପୋକଜୋକ ବେସି ଆସିଥାନ୍ତି ତେଣୁ ଏହି ଉପାୟ ଦ୍ୱାରା ସେମାନେ ଘରକୁ ଆସନ୍ତିନାହିଁ।ଦୁଇଟି ଛୋଟ ଦୀପ ନେବେ ତାପରେ ତାଭିତରେ ସେ ମିଶ୍ରଣକୁ ପୁରେଇ ରଖିବା ଉଚିତ ତାପରେ କିଛି ତୁଳା ନେବା ସେ ଦୀପରେ ବୁଡାଇ ଘରଦୁଇ କଣରେ ରଖିବେ ତାପରେ ତା ବାସ୍ନାରେ ଝିଟିପିଟି ଦୂରକୁ ପଳେଇଥାନ୍ତି।

ତାପରେ ସେ ସ୍ପ୍ରେ ସାହାଯ୍ୟରେ ଘର ଚାରି ଆଡେ ତାକୁ ସ୍ପ୍ରେ କରିବା ଉଚିତ ସ୍ପ୍ରେ କରିବା ଦ୍ୱାରା ଘରେ ଗୋଟେ ଝିଟିପିଟି ବି ରହିବେ ନାହିଁ। ସେ ଦୀପ ଦୁଇଟିରେ ଥିବା ମିଶ୍ରଣକୁ ରଖିବା ଦ୍ୱାରା ସେଥିରୁ ବାହାରୁଥିବା ବାସ୍ନା ଘର ଚାରି ଆଡେ ଘୁରି ବୁଲେ ଯାହା ଫଲରେ କୌଣସି ପ୍ରକାର ଝିଟିପିଟି କିମ୍ବା କୌଣସି ପୋକ ଘରୁ ଦୁରେଇ ରହିଥାନ୍ତି।ବାହାରେ ମିଳୁଥିବା କ୍ଷ୍ୟତିକାରକ ରାସାୟନିକ ପଦାର୍ଥ ଠାରୁ ଘରୋଇଉପାୟରେ ଆମର ଶରୀର ଶୁସ୍ଥ ରହିଥାଏ ଓ ପଇସାର ଅପବ୍ୟବହାର ହୋଇନଥାଏ ଆଉ ଏ ଉପାୟ ନିଶ୍ଚିନ୍ତ କାର୍ଯ୍ୟ କାରୀ ହୋଇଥାଏ।

Leave a Reply

Your email address will not be published. Required fields are marked *