October 22, 2024

Odia Express

Here, There and Everywhere

ସରକାରୀ ପରୀକ୍ଷା ର କିଛି ମଜାଦାର ପ୍ରଶ୍ନ – ଏପରି କେଉଁ ଦେଶ ଅଛି ଯେଉଁଠାରେ କେବଳ ୨୭ ଜଣ ଲୋକ ରହୁଛନ୍ତି ? ଉତ୍ତର ଏବେ ଜାଣିରଖନ୍ତୁ..

ବନ୍ଧୁଗାଁ ଆପଣାକୁ ପୁଣି ଥରେ ସ୍ୱାଗତ ଆଜିର ମଜାଦାର ପ୍ରଶ୍ନ ଉତ୍ତର କୁ |ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ କଥା ଜାଣିବାର ଓ ନିଜର ପ୍ରତିଭା କୁ ଜାଣିବାର ସୁଯୋଗ ନେଇ ଯାଇଛୁ | ଯଦି ଆପଣାକୁ ଏହି ପ୍ରଶ୍ନ ଉତ୍ତର ଭଲ ଲାଗୁଚି ତେବେ ନିଜ ସାଙ୍ଗ ମାନକ ସହ ନିଶ୍ଚୟ ସେୟାର କରିବେ | ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି କଥା ତଥା ଏପରି ପ୍ରଶ୍ନ ର ଚର୍ଚ୍ଚା କରିବାକୁ ଯାଉଛୁ ଯାହା କି ଆମର ଆଇଏଏସ ତଥା ଅନ୍ୟ ସରକାରୀ ପରୀକ୍ଷା ରେ ପଚରା ଯାଇଥାଏ। ତ ଚାଲନ୍ତୁ ସମୟ ନଷ୍ଟ ନ କରି ଏହାକୁ ଆରମ୍ଭ କରିବା।

୧: ଦୁନିଆ ରେ ମନୁଷ୍ୟ ପରେ ଦ୍ୱିତୀୟ ସବୁଠାରୁ ବୁଝିବା ଜୀଵ କାହାକୁ କୁହା ଯାଏ?

: ଉତ୍ତର ହେଉଛି ଡ଼ଲଫିନ।

୨: ଦୁନିଆ ରେ କେଉଁ ଜୀଵ ପାଖରେ ତିନୋଟି ହୃଦୟ ଥାଏ?

: ଜବାବ ହେଉଛି ଅକ୍ଟୋପସ

୩: ଏମିତି କେଉଁ ପ୍ରାଣୀ ଅଛି ଯିଏ କି ନିଜର ସମସ୍ତ କାମ ହାତ ବଦଳରେ ନିଜର ନାକ ଦ୍ୱାରା କରି ଥାଏ?
: ଜବାବ ହେଉଛି ହାତୀ

୪: ଏହି ଦୁନିଆ ରେ ଏପରି କେଉଁ ଦେଶ ଅଛି ଯେଉଁ ଦେଶ ଭିତରେ କି ମାତ୍ର ୨୭ ଜଣ ଲୋକ ହି ରୁହନ୍ତି?

: ଏହାର ଜବାବ ହେଉଛି ସିଲ୍ୟାଣ୍ଡ। ସିଲ୍ୟାଣ୍ଡ ଏକ ଇଂଲଣ୍ଡ ର ଛୋଟ ଜାଗା ଅଟେ ଯାହାକୁ କି ବ୍ରିଟିଶ ସରକାର ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବନେଇ ଥିଲେ। ଏହାକୁ ଏକ ବନ୍ଧୁକ ଚାଲାଣ କ୍ଷେତ୍ର ଭାବେ ମାନା ଯାଉଥିଲା ଆଉ ଏଠାରେ ୧୯୬୭ ରେ ରୟ ବେଟସ ନାମକ ଜଣେ ବ୍ୟକ୍ତି ସେଠାକୁ ଯାଉଛି ଆଉ ତାକୁ ନିଜର ଜାଗା ବୋଲି କହିଲା। ତାର ମୃତ୍ୟୁ ପରେ ତାର ପୁତ୍ର ହେନ୍ରି ବେଟସ କୁ ଏହାର ମାଲିକ ବୋଲି କୁହା ଗଲା। ଏହି ଜାଗା କୁ ଆନ୍ତର୍ଜାତୀୟ ଭାବେ କିଛି ବି ଦେଶ ର ସ୍ୱୀକୃତି ମିଳି ନାହିଁ। ଏହି ଜାଗା ରେ ମାତ୍ର ୨୭ ଜଣ ଲୋକ ହି ରୁହନ୍ତି।

୫: ଏପରି କେଉଁ ଦେଶ ଏହି ଦୁନିଆ ରେ ଅଛି ଯାହା ଭିତରେ ଗୋଟେ ବି ନଦୀ ମିଳି ନଥାଏ?

: ତ ଏହାର ଜବାବ ହେଉଛି ସାଉଦି ଆରବିଆ। ଏହା ଏକ ଏପ୍ରକାର ଦେଶ ଯେଉଁଠି ବହୁତ କମ ମାତ୍ରା ରେ ବର୍ଷା ହୁଏ ଆଉ ଏହାର ଅଧିକାଂଶ ଇଲାକା ମରୁଭୂମି ରେ ଆଚ୍ଛାଦିତ ତେଣୁ ଏଠାରେ ଗୋଟେ ବି ନଦୀ ନାହିଁ।

୬: ଦୁନିଆ ରେ ଏପରି କେଉଁ ଦେଶ ଅଛି ଯେଉଁଠି କି ଗୋଟେ ବି ପ୍ରାକୃତିକ ବୃକ୍ଷ ନାହିଁ?

: ଉତ୍ତର ହେଉଛି କାତାର। ଏହା ଏକ ମରୁଭୂମି ଅଟେ ଯାହା ଭିତରେ କି ଦୂର ଦୂର ଯାଏ କିଛି ବି ଗଛ ନାହିଁ। ଏହା ମରୁଭୂମି ଭିତରେ ବସିଥିବା ଏକ ଉନ୍ନତ ଦେଶ ଅଟେ ମାତ୍ର ଏଠାରେ ଗୋଟେ ବି ପ୍ରାକୃତିକ ବୃକ୍ଷ ନାହିଁ।

Leave a Reply

Your email address will not be published. Required fields are marked *