October 21, 2024

Odia Express

Here, There and Everywhere

ଶରୀରରେ ଜମିଥିବା ସମସ୍ତ ଅଳିଆ ଜିନିଷ କୁ ଦୁର କରନ୍ତୁ – ଆଜି ଘରେ ଏହି ଜିନିଷ ସବୁ ମାନି ନିୟନ୍ତୁ…

1 min read

ଡିଟକ୍ସ ଦ୍ୱାରା ସ୍ୱାସ୍ଥ୍ୟ ଜଡିତ ବଡ଼ରୁ ବଡ଼ ସମସ୍ୟାକୁ ବି ଠିକ କରାଯାଇ ଥାଏ।ଏମିତି ମାନନ୍ତି କି ଯେଉଁମାନେ ସମୟ ସମୟ ରେ ଶରୀର ଡିଟକ୍ସ କରିବା ଦ୍ୱାରା ସେ ଲମ୍ବା ଆୟୁ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବାନ ବନି ରୁହନ୍ତି। ଆପଣ ମାନେ ଜାଣିଛନ୍ତି ବାହାରର ଯେତେବି ବିଷାକ୍ତ ଖାଦ୍ୟ,ମଦ,ମୈଦାରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ,ଧୂମ୍ରପାନ,ଘରେ ତିଆରି ଅଧିକ ଟେକରେ ତିଆରି ଜିନିଷ ଯେତେ ବେଳେ ଆମେ ଖାଇଥାଉ ଏହି ଭଳି ଖାଇବା ଆମ ଶରୀରରେ ମାସ ମାସ ଧରି ଖରାପ ପ୍ରଭାବ ପକେଇ ଥିଲେ।ମୋଟପା,ମୁହଁରେ ଦାଗଧପା,ଚୁଟି ପାଚିବା।ଅଖିରୁ କମଜୋରି ସାରିଯିବା। ଅଳସୁଆ ଲାଗିବା,ଶରୀର ବିଭିନ୍ନାଙ୍ଗରେ ଆଲର୍ଜିକ ହୋଇଥାଏ। ହୃତପିଣ୍ଡ,କିଡ୍ନୀ,ଲିଭର୍ ଆଦିମାନଙ୍କରେ ବିଶାକ୍ତପଦାର୍ଥ ମାନଙ୍କର ଆସି ଜମି ତାର ମାତ୍ରାରେ ବଢିବାରେ ଲାଗିଲେ ଶରୀର ର ବିଭିନ୍ନ ଅଙ୍ଗ ଖରାପ ହୋଇପାରେ। ଫଳ ଓ ପନିପରିବା ଆଦିର କୀଟନାଶକ ଓ ପେଷ୍ଟିସାଇଡ ଆଦି ପକା ହୋଇଥାଏ ।

ଫଳ ଓ ପନିପରିବା ଆଦିରେ ପକା ହୋଇଥାଏ ଦେଖିବେ।ଏତେ ସବୁ କେମିକାଲ ଆମ ଶରୀର ପାଇଁ ହାନିକାରକ ଅଟେ। ଏ ଗୁଡିକ ଜେତେବେଳେ ଆମ ଶରୀରରେ ଆସି ଜମା ହୁଏ ସେଗୁଡିକ ଆମ ଶରୀର ଅନ୍ତରେ ବହୁତ କ୍ଷତି ଘଟିଥାଏ। ଆପଣଙ୍କ ଲକ୍ଷ୍ୟ ଅଟେ ଏ ଡିଟକ୍ସ ପ୍ରକ୍ରିୟା ଏତେ ଯାହା ଦ୍ୱାର ଶରୀର ବିଭିନ୍ନ ବର୍ଜ୍ୟବସ୍ତୁ ବାହାରକୁ କାଢ଼ିଥାଏ ଯାହା ଦ୍ୱାରା କାହାର ଲାଭ ହୋଇଥାଏ।

ମଳ ମୂତ୍ର ଆଦି ଆକାରରେ ଶରୀର ରୁ ବିଶାକ୍ତ ପଦାର୍ଥ ବାହାରୁଥାଏ ତାପରେ ଶରୀର ସମ୍ପୂର୍ଣ୍ଣ ରୂପରେ ସ୍ଵଛ ହୋଇନଥାଏ ଡିଟକ୍ସ କରିବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ରୂପେ ସଫା ହୋଇଥାଏ। ଯେଉଁଦିନ ଠାରୁ ଆପଣ ଡିଟକ୍ସ ଗ୍ରହଣ କରିବା ଆରମ୍ବ କରିଛନ୍ତି ସେବେଠାରୁ ଶରୀର ରେ ପରିବର୍ତ୍ତନ ଆସିବା ଆରମ୍ଭ ହୋଇଥାଏ।

ଘିକୁଆଁରି ରସ ହାଜମକୁ ଭଲ କରି ତାଙ୍କୁ ସନ୍ତୁଷ୍ଟ କରିଥାନ୍ତି।ଗହମ ଘାସର ରସପିବା ଦରକାର ଏଥିରେ ଆଇରଣ ର ମାତ୍ରା ଅଧିକ ଥାଏ। ଏହାର ସେବନ ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ।ଯଦି ମେଦ କମୁନାହିଁ ଗହମ ଘାସ ରସ ସହ ଲେମ୍ବୁ ମିଶାଇ ପିବା ଉଚିତ। ବିଟ ବି ଗୋଟେ ପ୍ରକାର ଶକ୍ତି ବର୍ଦ୍ଧକ ପଦାର୍ଥ ଅଟେ ବିଟ ଶରୀରର ଥିବା କାଲିଯାକୁ ସଫାହୋଇଯାଏ। ଏହା ଚର୍ବି ଜମିବାରୁ ରକ୍ଷା କରିଥାଏ।କାହ୍ବ ଗ୍ରୀନ ଟି ଗୋଟେ ସାଧାରଣ। ଚା ଠାରୁ ଅଧିକ ମସଲା ସେଥିରେ ଥାଏ ସେମିତିରେ ବି ଏହାକୁ ସବୁ ଦିନ ପିଇହେବ କିନ୍ତୁ ଏହାକୁ ଶୀତଦିନେ ପିଇବା ଆବଶ୍ୟକ।

ପେଟରେ ଜମା ଚର୍ବି ବଢିଥାଏ। ଆପଲସିଡେର ଭିନେଗାର ବ୍ୟବହାର କାରିବା ଉଚିତ। ସେଥିରେ ଖରାପ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ। ଏହାକୁ ସେବନ ଦ୍ୱାରା ଶରୀରରେ ମୂଡ଼କରି ରହେ ହଁ ଚାଲିଥାଏ। ଯେଉଁମାନେ ସବୁ ଖାଇଲା ପରେ ବି ସେମାନଙ୍କୁ ଶକ୍ତି ମିଳେ ନାହିଁ ସେମାନେ ସେ ଆପେଲସିଡେର ଭିନେଗାର ପାଣି ସହ ସେବନ କରିବା ଉଚିତ ।ନଡ଼ିଆ ପାଣି ଶରୀରରେ ଯମିଥିବା ବିଶାକ୍ତ ପଦାର୍ଥ କୁ ବାହାରକୁ ନିଷ୍କାସିତ କରିଥାଏ । ଏହା ଦ୍ୱାରା ଶରୀରରେ ଅଭାଵଥିବା ଟକ୍ସିନ ଆମ ଶରୀର ଦରକାର କରିବା ଉଚିତ।ଏ ସବୁ ସହ ଆମେ ଆମ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିବା ଉଚିତ ଯେମିତିକି ସକାଳୁ ଶୀଘ୍ର ଉଠିବା ଖାଦ୍ୟ ପେୟ ଠିକ ସମୟରେ ନବା ଉଚିତ।

ସବୁ ଦିନ ନିୟମିତ ଦୌଡ଼ିବା ଉଚିତ ଯାହାଦ୍ୱାରା ୪୦-୪୫ମି ରେ ବହୁତ ଟକ୍ସିନ ବଶକୁ ଆସିଥାଏ।ଅଧିକ ରୁ ଅଧିକ ପାଣି ପିଇବ ଦ୍ୱାରା ମୂତ୍ର ଦ୍ୱାରା ବର୍ଜ୍ୟବସ୍ତୁ ଶରୀର ମଧ୍ୟ ଡେ଼ଇ ବାହାରକୁ ଯାଇ ଥାଏ।

Leave a Reply

Your email address will not be published. Required fields are marked *