October 17, 2024

Odia Express

Here, There and Everywhere

ବାଛନ୍ତୁ ଏମାନଙ୍କ ଭିତରୁ ଗୋଟେ ଶାମୁକା ଓ ଜାଣନ୍ତୁ ନିଜ ବିଷୟରେ କିଛି ବିଶେଷ କଥା…

ସାଙ୍ଗମାନେ ଆପଣ ଜାଣିଛନ୍ତି ମନୁଷ୍ୟ ଅପାର ଗୁଣର ଅଧିକାରୀ ସମସ୍ତଙ୍କ ଭିତରେ ଭଲ ଓ ଖରାପ ଗୁଣ ମିଶ୍ରିତ ରହିଛି। ଆମ ସମସ୍ତଙ୍କ ଭିତରେ କିଛି ନା କିଛି ଖାସଅଛି କିମ୍ବା କିଛି ନା କିଛି କମି ଅଛି। ସାମାନ୍ୟତ ଆମେ ଆମ କମି କୁ ଜାଣିଯାଇ ଥାଉ। ସେତେବେଳେ ଆମେ ନିଜେ ବୁଝିଯାଉ କିମ୍ବା ଦୁନିଆ ଆମକୁ ବୁଝେଇ ଦିଏ।ଯେତେବେଳେ କଥା ଆସେ ଆମର ଭଲ ଗୁଣ ୟା ଆମ ସ୍ୱଭାବରେ ଦୃଢ଼ ରହସ୍ୟ ଉପରେ ତ ଆମେ ତାଙ୍କ ବିଷୟରେ ଶେଷପର୍ଯ୍ୟନ୍ତ କିଛିବି ଜାଣିପାରୁ ନାହିଁ।କେବେ କେବେ ବୟସ ଆମକୁ କଠିନତା ଦେଖାଇବା ଜରୁରୀ ପଡିନଥାଏ ତ ଆମେ ନିଜେ ନିଜ ସାଥିରେ ନ୍ୟାୟ କରିପାରନ୍ତି ନାହିଁ।ଏହି ସମୟରେ ଏହା ଅତ୍ୟନ୍ତ ଜରୁରୀ ଅଟେକି ବ୍ୟକ୍ତି ଏହି କଥାରୁ ପ୍ରଥମେ ହିଁ ଅବଗତ ବା ଜଣା ଶୁଣା ହୋଇଥାଉ କି ତଅଭିତରେ କଣ କଣ ଭଲଗୁଣ ବା ଖୁବିୟା ଅଛି।ଆଉ ସମୟସିଲେ ସେ କୌଣସି ରୂପରେବି ବାହାରକୁ ଆସିଥାଏ।

ଯଦି ଆପଣ ବି ନିଜ ନିଜ ଭିତରେ ଲୁଚି ରହିଥିବା ଭଲଗୁଣ ବା ଅନ୍ତର୍ନିହିତ ଗୁଣ ଲୁଚି ରହିଥାଏ ତାକୁ ପରୀକ୍ଷା କରିବାକୁ ଚାହୁଁଛନ୍ତି ତ ଆପଣଙ୍କୁ ଶାମୁକା ଭଳି ଏ ଆକୃତିରୁ ଗୋଟେକୁ ବାଛିବାର ଅଛି ଆପଣଙ୍କ ବାଛିବାଦ୍ୱାରା ଆପଣଙ୍କ ଉତ୍ତର ମିଳିଯିବ ବା ଆପଣଙ୍କ ଭିତରେ ଥିବା ଭଲ ଗୁଣକୁ ଆପଣ ଜାଣି ପାରିବେ।

ସାଙ୍ଗମାନେ ଯଦି ଆପଣ ମାନଙ୍କ ଭିତରୁ କେହିବି ସେ ପ୍ରଥମ ଶଙ୍ଖ କୁ ବାଛୁଛନ୍ତି ସେ କହୁଛିକି ଆପଣ ଯେତିକି ନିଜ ବିଷୟରେ ଜାଣିଛନ୍ତିକି ସେତିକି ପର୍ଯ୍ୟାପ୍ତ ନୁହେଁ ବହୁତ କମ ଜାଣିଛନ୍ତି ଏବେ ଆପଣଙ୍କୁ ନିଜ ବିଷୟରେ ବହୁତ ଅଧିକ କଥା ଜାଣିବାର ଅଛି।

ନିଜେ ନିଜ ଜ୍ଞାନ ସହ ଚିନ୍ହିତ ହେବାକୁ ପଡିବ। ଆପଣ ଅନ୍ତର ଜ୍ଞାନୀ ଅଟନ୍ତି ଏ ବିଷୟରେ ବି ଆପଣଙ୍କୁ ଜାଣିବାର ଅଛି।ଆପଣଙ୍କ ଷଷ୍ଠ ଇନ୍ଦ୍ରିୟ ଜାଗୃକ ଅଟେ ଯେଉଁଟା ଆପଣଙ୍କ ଉପରକୁ ଆସୁଥିବା ବିପଦକୁ ନେଇ ହିଁ ଆପଣଙ୍କୁ ସତର୍କ କରାଇବ।ଆପଣ ଆପଣଙ୍କ ସ୍ୱପ୍ନକୁ ଗମ୍ଭିର ଭାବରେ ନେବା ଆବଶ୍ୟକ ଅଟେ ଆପଣଙ୍କୁ ଯେଉଁଟା ଅନୁଭବ ହୁଏ ବା ଯେକୌଣସି ବିଷୟରେ ଆପଣଙ୍କୁ ସନ୍ଦେହ ହୁଏ ତାକୁ ଧ୍ୟାନ ପୂର୍ବକ ବୁଝିବ।

ଦ୍ୱିତୀୟ ଶାମୁକା ନିଜପାଇଁ ବାଛିବାର ଅର୍ଥ ଏଇଆକି ଆପଣ ଯେତେ ଭାଵନ୍ତି ତାଠାରୁ ବେଶୀ ଅଲଗା ଲୋକ ଆପଣଙ୍କ ଠାରୁ ପ୍ରଭାବିତ ଅଟନ୍ତି।ଏବେ ସମୟ ଆସିଯାଇଛି କି ଯେତେବେଲେ ଆପଣ ନିଜେ ନଜ ଗୁଣକି ଚିନ୍ହିବ ଆଉ ଏ ଅପାର ସତ୍ୟତାକୁ ଆପଣେଇନେବା ଉଚିତ।ଆପଣଙ୍କ ଜ୍ଞାନ ଓ ବୁଦ୍ଧିମତାକୁ ପ୍ରାପ୍ତ ମାରିଥିବା ବହୁତ ଲୋକ ଅଛନ୍ତି ଆପଣଙ୍କ ଭିତରେ ଲୁଚି ଲୁଚି ଥିବା ବ୍ୟକ୍ତିତ୍ୱ ଅନ୍ୟଲୋକଙ୍କ ତୁଳନାରେ ଆମକୁ ବହୁତ ମଜବୁତ ବା କଠିନ ବନେଇଥାଏ ଏହି କଥାକୁ ଆପଣଙ୍କୁ ବୁଝିବା ଦରକାର।

ତୃତୀୟ ଶାମୁକାକୁ ଯଦି ଆପଣ ବାଛିଛନ୍ତି ତ ତାର ଅର୍ଥ ଏଇଆ ଅଟେ କି ଆପଣ ଯଦି କିଛ ଶିଖିବାକୁ ଶୁନିଶ୍ଚିନ୍ତ କରିଛନ୍ତିତ ସେତେବେଳେ ଆପଣଙ୍କ ଠାରୁ ଭଲ ବା କୌଶଳବିତ କେହି ହେଇପାରିବେ ନାହିଁ।ଯେତେବେଳେ ଶିକ୍ଷା କିମ୍ବା ଅଧ୍ୟନ ସମ୍ବନ୍ଧିତ କିଛି ବାଜି ମିଳିଥାଏତ ଆପଣ ଉତ୍ତମ ପ୍ରଦର୍ଶିନ କରନ୍ତି କିନ୍ତୁ ଆପଣଙ୍କୁ କେହି ହରେଇ ପାରିବେ ନାହିଁ।ଆପଣଙ୍କୁ ନୁଆ ନୁଆ ଜିନିଷରେ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ଯାହାଫଳରେ ନିଜ ବ୍ୟକ୍ତିତ୍ୱକୁ ଉନ୍ନତ କରିପାରିବେ।

Leave a Reply

Your email address will not be published. Required fields are marked *