October 21, 2024

Odia Express

Here, There and Everywhere

IAS ଇଣ୍ଟରଭିଉ ରେ ପଚରାଗଲା – ଯଦି ଆପଣଙ୍କୁ ଗୋଟେ ଦିନ ପାଇଁ ପ୍ରଧାନମନ୍ତ୍ରୀ ବନେଇ ଦିଆଯାଏ ତ ଆପଣଙ୍କର ପ୍ରଥମ ନିଷ୍ପତ୍ତି କଣ ହେବ? ଉତ୍ତର ଶୁଣିବା ପରେ ହେଇଗଲା ଚାକିରୀ…

ମଣିଷ ଜୀବନରେ ଆଗକୁ ବଢିବା ପାଇଁ ହେଲେ କିଛି ନୂଆ ନୂଆ କଥା ଜାଣିବା ନିହାତି ଦରକାର | ତେୱବେ ଏହି କଥା ଆପଣାକୁ ଅନେକ ଜାଗାରେ ସହାୟତା ହେଇଥାଏ | ମଣିଷ ଜୀବନ ସାରା ନିଜର ଉପସ୍ତିତି ବୁଢ଼ୀ ପାଇଁ ଅନେକ ବଡ ବଡ ନିଷ୍ପତି କୁ ସାହାଯ୍ୟରେ ପରା ହେଇପାରେ | ତେବେ ଆଜି ଆମେ ଆପଣଙ୍କ ପାଖରେ ଆଇଏସ ପରୀକ୍ଷା ରେ ପଚାରାଯାଇଥିବା କିଛି ପ୍ରଶ୍ନ ଆଉ ତାର ଉତ୍ତର ନେଇକି ଆସିଛୁ। ତ ଚାଲନ୍ତୁ ଜାଣିବା।

୧: ଜଣେ ମହିଳା କ୍ୟାନ୍ଦିଦେଟ ଙ୍କୁ ପଚାରାଗଲା କି ଆପଣ ଗୋଟେ ଟେଲିକମ କମ୍ପାନୀ ର ସିଇଓ ଅଟନ୍ତି ଆଉ ଆପଣଙ୍କୁ ନିଜର କଲ ରେଟ ବଢେଇବାର ଅଛି। ତ ଆପଣ ଏମିତି କଣ କରିବେ କି ଆପଣଙ୍କ କମ୍ପାନୀ ର କଲ ତ ବଢିଯିବ ମାତ୍ର କଷ୍ଟମର ଙ୍କୁ ସେହି ସମାନ ରେଟ ଦେବାକୁ ହେବ?

ଉତ୍ତର : ତ ଝିଅ ଜଣକ କହିଲେ କି ଆମେ କଲ ର ଭେଳିଦିଟି ହି କମେଇ ଦେବୁ। ଏହାଦ୍ୱାରା ଲୋକଙ୍କର କଲ ମହଙ୍ଗା ବି ହେଇ ଯିବ ଆଉ ଲୋକ ମାନଙ୍କୁ କଲ ର ସେହି ସମାନ ଦାମ ଚୁକ୍ତା କରିବାକୁ ହେବ।

୨: ଜଣେ କ୍ୟାଣ୍ଡିଡେଟ ଙ୍କୁ ପଚାରାଗଲା କି ଆପଣ ଯୌତୁକ ର ସମସ୍ୟା କୁ କିପରି କମ କରିବେ ଅଥବା ସମାପ୍ତ କରିବେ?

ଉତ୍ତର : ତ ତାଙ୍କର କହିବା କଥା ଥିଲା କି ଯୌତୁକ ଏକ ସାମାଜିକ ସମସ୍ୟା ଅଟେ ଏହାକୁ ସମାପ୍ତ କରିବା ପାଇଁ ଏକ ଲମ୍ବା ଅଭିଯାନ ଚଳେଇବାକୁ ହେବ। ଏହାର ଆରମ୍ଭ ପ୍ରଥମେ ଛୋଟ ପିଲାଙ୍କ ପାଖରୁ କରିବାକୁ ହେବ। ତାଙ୍କୁ କହିବାକୁ ତଥା ଶିଖେଇବାକୁ ହେବ କି ସମାଜ ରେ ମହିଳା ତଥା ପୁରୁଷ ମାନଙ୍କର ଅଧିକାର ସମାନ ଅଟେ ଆଉ ଯୌତୁକ ନେବା ଖରାପ ଅଟେ। ଏହା ବ୍ୟତୀତ ଲୋକ ମାନଙ୍କୁ ବି ଯୌତୁକ ବିପକ୍ଷ ରେ କହିବାକୁ ହେବ ଆଉ ସମାଜ ରେ ସରକାର ଙ୍କୁ ଯୌତୁକ ବିପକ୍ଷରେ ଶକ୍ତ ନିୟମ ବନେଇବାକୁ ହେବ।

୩: ଜଣକୁ ପଚାରାଗଲା କି ଆପଣ ଯଦି ଆଇଏଏସ ହେଇଯାନ୍ତି ତ ଆପଣ ଏହା କଣ କରିବେ ଯାହା କି ଆଗରୁ କେହି ବି କରିନଥିବେ?

ଉତ୍ତର : ତ ତାଙ୍କର ଜବାବ ଥିଲା କି ଯଦି ମୁ ଆଇଏଏସ ହେଇଯାଏ ତ ସର୍ବପ୍ରଥମେ ଜନତା ତଥା ପ୍ରଶାସନ ଭିତରେ ଥିବା ଗ୍ୟାପ କୁ କମେଇବା ପାଇଁ ଚେଷ୍ଟା କରିବି। ଏକ ଏପରି ବ୍ୟବସ୍ଥା କରିବି ଯାହାଦ୍ୱାରା କି ଲୋକଙ୍କ ସମସ୍ୟା ବଡ ଅଫିସର ମାନଙ୍କ ପାଖରେ ପହଂଚି ପାରିବ।

୪: ଯଦି ଆପଣଙ୍କୁ ଭାରତୀୟ ରେଲୱେ ର ଏକ ମହତ୍ତ୍ୱପୂର୍ଣ ଅଫିସର ବନେଇ ଦିଆ ଯାଏ ତ ଆଅଅଁ ସେଥିରେ କଣ ସୁଧାର କରିବାକୁ ଚାହିଁବେ?

ଉତ୍ତର : ତ ତାଙ୍କର ଜବାବ ଥିଲା କି ମୁ ସର୍ବପ୍ରଥମେ ପ୍ୟାସେଂଜର ମାନଙ୍କ ପାଇଁ ସୁବିଧା ଉପଲବ୍ଧ କରିବି କାରଣ ତାଙ୍କର ସୁବିଧା ମୋର ପ୍ରଥମ ପ୍ରାୟୋରୀଟି ଅଟେ। ଆଉ ଖାଦ୍ୟ ତଥା କ୍ୟାଁଟିଂ ର ଲଗାତାର ଯାଞ୍ଚ ଆଉ ଟିକେଟ କ୍ଷେତ୍ର ରେ ଦଲାଲ ମାନଙ୍କର ଯାଞ୍ଚ କରିବି। ଆଉ ଟ୍ରେନ ମାନଙ୍କର ଚଲନ ସବୁଠୁ ଭଲ ଆଉ ନିୟମିତ ହେଉ ଏହାର ସୁବିଧା କରିବାକୁ ଚାହିଁବି।

୫: ଜଣକୁ ପଚାରାଗଲା କି ଯଦି ଆପଣଙ୍କୁ ଗୋଟେ ଦିନ ପାଇଁ ପ୍ରଧାନମନ୍ତ୍ରୀ ବନେଇ ଦିଆଯାଏ ତ ଆପଣଙ୍କର ପ୍ରଥମ ନିଷ୍ପତ୍ତି କଣ ହେବ?

ଉତ୍ତର : ତ ଏହାର ଉତ୍ତର ରେ ଯୁବକ ଜଣକ କହିଲେ କି ସାର ଆମ ଦେଶର ସବୁଠୁ ବଡ଼ ସମସ୍ୟା ହେଉଛି ବେକାରୀ। ତେଣୁ ମୁ ପ୍ରଥମେ ବେକାର ମାନଙ୍କ ପାଇଁ ଚାକିରୀ ର ସୁବିଧା ଉପଲବ୍ଧ କରେଇବି। ଆଉ ବହୁତ ଏପରି ଯୁବକ ଅଛନ୍ତି ଯିଏ କି ଉଚ୍ଚ ଶିକ୍ଷା ପାଇବା ପରେ ବି ବେରୋଜଗାର ବୁଲୁ ଛନ୍ତି। ଆଉ ମୋର ଖାସ କାମ ହେବ ଶିକ୍ଷା ର ପ୍ରଚାର ବିଭିନ୍ନ ଛାତ୍ରବୃତ୍ତି ଦ୍ୱାରା ବଢ଼େଇବା , ଖାସ କରି ଝିଅ ମାନଙ୍କ ପାଇଁ। ଏହାଦ୍ୱାରା ସମସ୍ତ ବାପା ତଥା ମା ତାଙ୍କୁ ସ୍କୁଲ ପଠେଇବେ।

Leave a Reply

Your email address will not be published. Required fields are marked *