October 17, 2024

Odia Express

Here, There and Everywhere

ଏହି ତିନିଟି ଜିନିଷ କୁ ମିଶେଇ ଘର କୋଣ ରର ରଖିଦିଅନ୍ତୁ – ଅସରପା ଏପରି ଗାୟବ ହେଇଯିବେ ଆପଣ ବିଶ୍ୱାସ କରିପାରିବେନି…

ଆଜି ଆମେ ଆପଣଙ୍କ ପାଖରେ ଅସରପା ମାନଙ୍କ ଉପରେ ଆଧାରିତ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଯାଉଛି। ଆକେ ସର୍ବଦା ଦେଖି ଥାଉ କି ଅସରପା ମାନେ ଆମ ଘରକୁ ଆସନ୍ତି ଆଉ ଆମ ଖାଇବା ଉପରେ ଚଢ଼ି ଯାଆନ୍ତି ଆଉ ତା ଭିତରେ ଅଣ୍ଡା ତଥା ଅନ୍ୟ କିଛି ଜୀବାଣୁ ଛାଡି ଦିଅନ୍ତି। ଏହାଦ୍ୱାରା ତାହା ଖାଦ୍ୟ ମାଧ୍ୟମରେ ଆମ ଭିତରକୁ ଚାଲିଯାଏ ଆଉ ଆମକୁ ବେମାରି ହେଇଯାଏ। ତ ଆଜି ଆମେ କହିବାକୁ ଯାଉଥିବା ପ୍ରକ୍ରିୟା ରେ ଆପଣ ନିଜ ଘରୁ ଅସରପା ମାନଙ୍କୁ ସହଜ ରେ ଦୂର କରି ପାରିବେ। ତ ଯଦି ଆପଣ ଅସରପା ମାନଙ୍କ ଦ୍ୱାରା ବହୁତ ଚିନ୍ତିତ ଅଛନ୍ତି ତ ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ ଆଣିବାକୁ ଯାଉଛୁ ଯାହା କି ଆପଣଙ୍କୁ ଏହାଠାରୁ ଦୁରେଇ ଦେବ। ତ ଆସନ୍ତୁ ଜାଣିବା।

ଏହି ଉପାୟ କୁ ଆରମ୍ଭ କରିବା ପାଇଁ ଆପଣ ପ୍ରଥମେ ଏକ ଧାତଵ ପାତ୍ର ନିଅନ୍ତୁ। ଯେକୌଣସି ସାଇଜ ର ଏକ ପାତ୍ର ନିଅନ୍ତୁ। ଏବେ ଆପଣ ଏଥିରେ ଗୋଟେ କପ ପାଣି ନିଅନ୍ତୁ। ଯେ କୌଣସି ପାଣି ଆପଣ ଗୋଟେ କପ ନିଅନ୍ତୁ। ତା ପରେ ଆପଣ ସେଥିରେ ଗୋଟେ ଚାମଚ ବେକିଂ ସୋଢ଼ା ଅଥବା ଖାଇବା ସୋଢ଼ା ପକାନ୍ତୁ। ଏହାକୁ ସୋଡିଆମ ବାଇ କାର୍ବୋନେଟ ନାମରେ ବି ଜଣା ଯାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ତଥା ଆଣ୍ଟି ଫଙ୍ଗାଲ ଗୁଣ ମିଳିଥାଏ ଯାହା କି ଅସରପା କୁ ଭଗେଇ ବାରେ ସାହାଯ୍ୟ କରିଥାଏ।

ତା ପରେ ଆପଣ ଅଧା ଚାମଚ ଭିନେଗାର ମିଶାନ୍ତୁ। ଭିନେଗାର ର ଆଉ ଖାଇବା ସୋଢ଼ା ର ପ୍ରତିକ୍ରିୟା ଦ୍ୱାରା ଏହା ଆମ ଘରୁ ଅସରପା କୁ ଗୋଡେଇ ବାରେ ସାହାଯ୍ୟ କରିଥାଏ। ତା ପରେ ଆପଣ ତେଜ ପତ୍ର ନିଅନ୍ତୁ ଆଉ ତାକୁ ଭଲ ଭାବେ ଛିଡେଇ ଦେଇ ଏହି ମିଶ୍ରଣ ରେ ମିଳାନ୍ତୁ। ତା ପରେ ଆପଣ ସେହି ମିଶ୍ରଣ କୁ ରଖିଥିବା ପାତ୍ର ରେ ଏକ ଥାଳି ଢାଙ୍କି ଦିଅନ୍ତୁ। ତା ପରେ ଆପଣ ସେହି ମିଶ୍ରଣ କୁ କିଛି ୧୦ ରୁ ୧୫ ମିନିଟ ଛାଡି ଦିଅନ୍ତୁ। ଏହାଦ୍ୱାରା ତେଜ ପତ୍ର ର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ସେହି ପାଣିରେ ମିଶିଯିବ ଆଉ ତାହା ଅସରପା ମାନଙ୍କୁ ଗୋଡେଇ ବାରେ ସାହାଯ୍ୟ କରିବ।

ତା ପରେ ଆପଣ କିଛି ସେହି ପାଣି କୁ ଛାଣି ନିଅନ୍ତୁ ଆଉ ତାକୁ ଏକ ସ୍ପ୍ରେ ବୋତଲ ରେ ରଖି ଦିଅନ୍ତୁ। ରଖିବା ପରେ ଆପଣ ତାକୁ ରାତିରେ ଶୋଇବା ଆଗରୁ ଖାଦ୍ୟ ଜାଗାରେ ସ୍ପ୍ରେ କରନ୍ତୁ। କରିବାଦ୍ୱାରା ଆମ ଖାଦ୍ୟ ପାଖକୁ ଆଉ ଅସରପା ଆସିବେ ହି ନାହିଁ ଆଉ ତାହା ଅତ୍ୟନ୍ତ ଶୁଦ୍ଧ ରହିବ।

Leave a Reply

Your email address will not be published. Required fields are marked *