November 15, 2024

Odia Express

Here, There and Everywhere

କୁକୁଡ଼ାର ର କଳିଜା ଖାଉଥିବା ୯୦ ପ୍ରତିଶତ ଲୋକ ଜାଣି ନାହାନ୍ତି ଏହି ବଡ କଥା – ଖାଇବା ଆଗରୁ ଜାଣିରଖନ୍ତୁ ଏହି କଥା…

1 min read

ସାଙ୍ଗମାନେ ଆମେ ଆଜି ଏଠି କହିବାକୁ ଯାଉଛୁ କି କୁକୁଡ଼ାର କଲିଜା ଖାଇବାର ଲାଭ କଣ ହୋଇଥାଏ।ଆପଣ ଜାଣିଛନ୍ତି କି ବହୁତ ଲୋକ ଚିକେନ୍ ଖାଇବାକୁ ବହୁତ ପସନ୍ଦ କରନ୍ତି ଆଉ ଖାଇବା ବି ଦରକାର କାରଣ ଚିକେନ୍ ଖାଇବାର ବହୁତ ଗୁଡିଏ ଲାଭ ହୋଇଥାଏ।ଚିକେନ୍ ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ଓ ବଳ ମିଳିଥାଏ କାହିଁକିନା ଚିକେନ୍ ରେ ବହୁତ ପରିମାଣରେ ପ୍ରୋଟିନ,ଭିଟାମିନ ଓ ଖଣିଜ ଲବଣ ପାଇଥାଉ ଯାହା ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ ସେହିଭଳିଆ ସେ ଚିକେନ୍ କଳିଜାବି ଆମମାନଙ୍କ ପାଇଁ ବହୁତ ଦରକାରୀ ଅଟେ କାରଣ କୁକୁଡ଼ା କଳିଜା ରେ ବିଭିନ୍ନ ଭିଟାମିନ,କ୍ୟାଲସିୟମ,ଫାଇବର,ଆଇରନ ପରିପୂର୍ଣ୍ଣ ମାତ୍ରରେ ମିଳିଥାଏ।ତାସହିତ ଆଖି,ମୁଣ୍ଡ ପାଇଁ ଭିଟାମିନ ବହୁତ ଲାଭ ଦାଇ ଅଟେ ଯେଉଁଟାକି କାଲିଜାରେ ଭରପୁର ମାତ୍ରରେ ମିଳିଥାଏ।


ଆମେ କ୍ୟାଲସିୟମ କଥା କହିବାତ ଏ ଦାନ୍ତ,ହାଡ଼ ଦୃଢ଼ କରିବାରେ ବହୁତ ସାହାଯ୍ୟ କରିଥାଏ। ବହୁତ ଲୋକ ଚିକେନ୍ କଳିଜା ଖାଆନ୍ତି ନାହିଁ କାରଣ ଏହାର ସ୍ୱାଦ ଜମା ଭଲ ନୁହେଁ କୁହନ୍ତି କି ସବୁବେଳେ ଯିଏ ଆମ ଶରୀର ପାଇଁ ଭଲ ତାର ସ୍ୱାଦ ଭଲ ଲାଗେ ନାହିଁ। ଆଜି ଆମେ ଏଠି କହିବୁକି ଚିକେନ୍ କଲିଜା ଖାଇବା ଦ୍ୱାରା କଣ ଲାଭ ହୋଇଥାଏ।

ଚିକେନ କଲିଜା ରେ ଭିଟାମିନ-ଏ ଥାଏ ଯାହା ଆମ ଶରୀର କୁ ଶକ୍ତି ଯୋଗାଇ ଥାଏ ଗୋଟେ ସପ୍ତାହ ରେ ୩ଦିନ କଲିଜା ଖାଇବା ଦ୍ୱାରା ଆମ ଶରୀର ମାନସିକ ଓ ଶାରିରିକ ଦୁର୍ବଳତା କମିଯାଇଥାଏ।ସାଙ୍ଗମାନେ ଦ୍ୱିତୀୟ ଲାଭ ହେଉଛି କୁକୁଡ଼ା କଲୀଜାରେ ଭରପୁର ମାତ୍ରାରେ ଜୀଙ୍କ ପାଇଥାଉ ଯାହା ଆମ ହଜମ ଶୈଳୀକୁ ଦୃଢ଼ କରିଥାଏ ଆଉ ତାସହିତ ପେଟ ରୋଗ ମଧ୍ୟ ଦୁର କରିଥାଏ,ଭୋକ ବଢେଇବାର ବି କାର୍ଯ୍ୟ ଏ କରିଥାଏ।ତୃତୀୟ ଲାଭ ହେଉଛି ଏ ଗୋଟେ ପୁରୁଷ ପାଖରେ ତାର ପୁରୁଷତ୍ୱ କୁ ବଢେ଼ଇ ଥାଏ। କୁକୁଡ଼ା କଲୀଜାରେ ଭରପୁର ମାତ୍ରାରେ

ପୋଟାସୀୟମ,ମଗ୍ନେସିୟମ,ଖଣିଜଲବଣ ଭରା ମାତ୍ରାରେ ପାଇଥାଉ।ଯାହା ପୁରୁଷଙ୍କ ପୁରୁଷତ୍ୱ ବଢ଼ାଇ ଥାଏ।କଲିଜା ଖାଇବା ଦ୍ୱାରା ପୁରୁଷ ମାନଙ୍କ ମଧ୍ୟରେ ଶାରୀରିକ ଶକ୍ତି,ମାନସିକ ଶକ୍ତି,ବଳ ଆଦି ବଢିଯାଇ ଥାଏ।ଚତୁର୍ଥ ଲାଭ କୁକୁଡ଼ା କଲିଜା ଖାଇବା ଦ୍ୱାରା ଆମ ଆମ ଆଖି ସୁସ୍ତ ରହେ।

ପାଞ୍ଚ ନମ୍ବର୍ ଲାଭ କୁକୁଡ଼ା କଲିଜାରେ ଓମେଗା-୩ କମ ଥାଏ ଯାହାଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲ ର ମାତ୍ରା ବଢିନଥାଏ ଯାହାଫଳରେ ଆମକୁ ହୃଦ୍ଘାତ ଭଳି ରୋଗରୁ ରକ୍ଷା ମିଳିଥାଏ।ସେଥିପାଇଁ ଆପଣ ଯଦି ଆମିଷ ସେବନ କରନ୍ତି ତ ଆପଣ ନିଶ୍ଚିନ୍ତ କୁକୁଡ଼ା କଲିଜା ଖାଆନ୍ତୁ।ଆକୁ ଖାଇବା ଦ୍ୱାରା ଆମ ମସ୍ତିସ୍କ ଶକ୍ତି ଵୃଦ୍ଧି ପାଇଥାଏ ଓ ସୁସ୍ତବି ରହେ।ଆପଣ ଯଦି ଚାହୁଁଛନ୍ତି କି ଆପଣଙ୍କ ବୁଦ୍ଧି ପ୍ରଖର ହେଉତ ଆପଣବି କୁକୁଡ଼ା କଳିଜା ଖାଇବା ଆରମ୍ଭ କରିଦିଅନ୍ତୁ।କୁକୁଡ଼ା କଲିଜା ରେ ମିଳୁଥିବା ଭିଟାମିନ-ଏ ଓ ବି ମଧୁମେହ ଭଳି ରୋଗରୁ ଆମକୁ ରକ୍ଷା କରିଥାଏ।ଆଉ ଯେଉଁମାନଙ୍କ ଓଜନ କମ ଥାଏ ସେମାନେ ଆକୁ ଖାଇବା ଦ୍ୱାରା ଏମାନଙ୍କ ଶରୀର ବୃଦ୍ଧି ହୋଇଥାଏ ଓ ଓଜନ ବଢି ଥାଏ।

ଯେଉଁ ଲୋକମାନଙ୍କୁ ବହୁତ ଶୀଘ୍ର ଥଣ୍ଡା ଜ୍ୱର ଆଦି ରୋଗ ଶୀଘ୍ର ହୋଇଯାଏ ଆକୁ ଖାଇବା ଦ୍ୱାରା ଶରୀର ଭିତରୁ ଗରମ ରହିଥାଏ ଓ ଶୀଘ୍ର ଥଣ୍ଡା ଜ୍ଵର ହୋଇନଥାଏ।କୁକୁଡ଼ା କଲିଜା ଖାଇବା ଦ୍ୱାରା କର୍କଟ ଭଳି ରୋଗରୁ ରକ୍ଷା ପାଇ ଥାଉ।ଯଦି ଆପଣ ବି ଚାହୁଁଛନ୍ତି କି କର୍କଟ ଭଳି ରୋଗରୁ ଆପଣ ରକ୍ଷା ପାନ୍ତୁ ତ ଆପଣବି କୁକୁଡ଼ା କଲିଜା ସେବନ କରିବା ଆରମ୍ଭ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *