October 22, 2024

Odia Express

Here, There and Everywhere

ତିନି ଜଣଙ୍କ ଭଗବାନ ଙ୍କ ଭିତରୁ ଜଣଙ୍କୁ ବାଛନ୍ତୁ ଆଉ ଜାଣିରଖନ୍ତୁ ଆପଣଙ୍କ ଭାଗ୍ୟରେ କଣ ରହିଛି – ଏବେ ଦେଖିନିୟନ୍ତୁ…

ଆଜି ଆମେ ଆପଣଙ୍କୁ କହିବାକୁ ଛାହୁଁଛୁକି ଏ ତିନିଜଣ ଭଗବାନ ଙ୍କ ଭିତରୁ କୌଣସି ଜଣଙ୍କୁ ବାଛନ୍ତୁ ଓ ତାପରେ ଦେଖନ୍ତୁ କି ସେ ଆପଣଙ୍କ ପାଇଁ କଣ ଉପହାର ଦେଇଛନ୍ତି ମାନେ ଆମେ ଅପଣଙ୍କୁ ତିନିଟି ଭଗବାନଙ୍କୁ ଦେଖେଇବୁ ସେମାନେ ହେଲେ ପ୍ରଥମେ ଆସିବେ ମହାପ୍ରଭୁ ଶ୍ରୀ ସନିଶ୍ଚର ମହାରାଜ,ଦ୍ଵିତୀୟରେ ଆସିବେ ଦେବଦେଵ ମହାଦେବ ବା ଶିବ,ତୃତୀୟ ରେ ଆସିବେ ବିଦ୍ୟାଦାତା ଗଣେଶ ଆମେ ଆପଣଙ୍କୁ ଏ ତିନି ଜଣଙ୍କ ନାଁ କହିବୁ ତାପରେ ଆପଣ ଜଣଙ୍କୁ ବାଛିବେ ତାପରେ ଆମେ ଆପଣଙ୍କୁ କହିବୁ କି ସେ ଆପଣଙ୍କ ପାଇଁ କଣ ଉପହାର ରଖିଛନ୍ତି ଓ ତାଙ୍କ ପାଇଁ ଆପଣଙ୍କୁ ଆପଣଙ୍କ ଜୀବନରେ କଣ ପ୍ରାପ୍ତ କରିବେ ବା ଆପଣଙ୍କୁ କଣ ମିଳିବ ତ ଚାଲନ୍ତୁ ଜାଣିବା


ଆପଣ ପ୍ରଥମ ଭଗବାନ ଶ୍ରୀ ସନିଶ୍ଚର ମହାରାଜଙ୍କୁ ବାଛୁଛନ୍ତି ତାହେଲେ ଆପଣଙ୍କୁ ଆପଣଙ୍କ ସତ ଭଲ ପାଇବା ମିଳିବ ଓ ପ୍ରଥମ ପ୍ରେମର ଆଗମନ ହୋଇପାରେ ଆପଣ ସଫଳ ଭବିଷ୍ୟତ ଓ ସଫଳ ଦମ୍ପତ୍ୟ ଜୀବନର ଆନନ୍ଦ ନେଇ ପାରିବେ,ଭଲ ପାଇବା ଜୀବନକୁ ମାନେଇବା ପାଇଁ ଏ ଯେଉଁ ସମୟ ଥାଏ ବହୁତ ଭଲ ସମୟ ଅଟେ।ଯଦି ଆପଣ କାହାକୁ ପ୍ରେମ ପ୍ରସ୍ତାବ ଦେବାକୁ ଯାଉଛନ୍ତି ତ ନିଶ୍ଚୟ ଦିଅନ୍ତୁ କାହିଁକି ନା ଭଗବାନ ଶ୍ରୀ ସନିଶ୍ଚର ମହାରାଜ ଆପଣଙ୍କ ଇଛା ବହୁତ ଶୀଘ୍ର ପୁରଣ କରିଦେବ ଆଉ ସେ ଆପଣଙ୍କୁ ଏ ଉପହାର ଦେଇଛନ୍ତି କି ଆପଣ କାହାକୁ ସଚୋଟ ଭଲପାଉଛନ୍ତି ତ ସେ ପ୍ରେମ ଆପଣଙ୍କୁ ନିଶ୍ଚିନ୍ତ ମିଳିବ ଆପଣ ଯଦି ଶ୍ରୀ ସନିଶ୍ଚର ମହାରାଜ ଙ୍କୁ ବଞ୍ଚିଥିଲେ ତାହେଲେ ଆପଣଙ୍କୁ ଏ ଉପହାର ନିଶ୍ଚିନ୍ତ ମିଳିବ।

ଏବେ ଆମେ ଜାଣିବା ଯେଉଁମାନେ ଦେବଦେଵ ମହାଦେବଙ୍କୁ ବାଛିଥିଲେ ତାହେଲେ ଆପଣଙ୍କ ଆସୁଥିବା ସମୟ ବହୁତ ଶୁଭ ହେବ ଏ ସମୟରେ ଆପଣଙ୍କ ଭଲପାଇବା ସଫଳ ହେବ ଅସୁବିଧାର ତୁରନ୍ତ ନିବାରଣ ହେବ ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ତ ଆପଣଙ୍କୁ ତାଙ୍କ ଆଗରେ ପରିପ୍ରକାଶ କରିଦେବା ଉଚିତ ଆପଣଙ୍କୁ ସକାରାତ୍ମକ ଫଳ ମିଳିବ ମାନେ ଦେବଦେଵ ମହାଦେବ ଶିବ ଆପଣଙ୍କୁ ଏହା ବର ଦେଲେ କି ଆପଣ ଯଦି କୌଣସିବି କାମ କରୁଛନ୍ତି ତ ଆପଣଙ୍କ ସବୁ ମନ କାମନା ପୁର୍ଣ୍ଣ ହେବ ଓ ଆପଣଙ୍କୁ ସବୁ କାମରେ ଆପଣଙ୍କୁ ସକାରାତ୍ମକ ଫଳ ମିଳିବ।

ତାପରେ ଆମେ କଥା ହେବା ଯଦି ଆପଣ ଗଣେଶ ଭଗବାନ ଙ୍କୁ ବାଛିଛନ୍ତି ତ ଆମାନେ ଏଇଆ ଅଟେ କି ଆପଣଙ୍କ ଜୀବନରେ ସବୁ ଦୁଃଖର ନିବାରଣ ହେବ କାହିଁକି ନା ଗଣେଶ ଭଗବାନ ଆପଣଙ୍କୁ ସବୁ କାର୍ଯ୍ୟ ରେ ସହାୟତା କରିବେ ଓ ସକ୍ଷମ ରୂପରେ ଆପଣଙ୍କ ସହ ଅଛନ୍ତି କି ଆପଣଙ୍କୁ ସଚୋଟ ସାଥି ପ୍ରାପ୍ତି ହେବାର ସମ୍ପୂର୍ଣ ସଂକେତ ଦେଉଛନ୍ତି ମାନେ ଆପଣଙ୍କ ଜୀବନରେ ଯେକୌଣସି ବି ଦୁଃଖ କଷ୍ଟ ଥିବ ସେସବୁ ଦୁର ହେବାକୁ ଯାଉଛି ଭଗବାନ ଗଣେଶଙ୍କ କୃପାରୁ ଏବେକି ସେ ଆପଣଙ୍କ ସାଥିରେ ଅଛନ୍ତି ସେ ଆପଣଙ୍କୁ ସବୁ କାର୍ଯ୍ୟରେ ଆପଣଙ୍କ ସାହାର୍ଯ୍ୟ କରିବେ ଓ ସେ ଆପଣଙ୍କୁ ମହତ୍ତ୍ୱ ପୁର୍ଣ୍ଣ ଉପହାର ଦେଇଛନ୍ତିକି ଆପଣ ଯଦି ପାଠ ବିଦ୍ୟାରେ ମନ ଲାଗେନି ତାହେଲେ ଆପଣଙ୍କୁ ଏବେ ପାଠ ପଢିବାରେ ଇଛା ହେବ ଆପଣଙ୍କ ମନ ସ୍ଥିର ହେବ ଆପଣଙ୍କୁ ମନ ବାଂଛିତ ଫଳ ମିଳିବ।ଏ ହେଉଛି ଆପଣଙ୍କ ବର ଯାହା ଆପଣ ତିନି ଜଣ ଭଗବାନ କୁ ବାଛିବା ଦ୍ୱାରା ଆପଣଙ୍କୁ ପ୍ରାପ୍ତ ହୋଇଥାଏ।

Leave a Reply

Your email address will not be published. Required fields are marked *