October 25, 2024

Odia Express

Here, There and Everywhere

ମାତ୍ର ଦୁଇ ମିନିଟ ରେ ହି ଆପଣଙ୍କର ହଳଦିଆ ଆଉ ମଇଳା ଦାନ୍ତ କୁ ମୋତି ଭଳି ଧଳା କରିଦେବ ଏହି ଉପାୟ।

ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ ନେଇକି ଆସିଛୁ ଯାହାର ବ୍ୟବହାର ଦ୍ୱାରା ଆପଣ ନିଜର ଦାନ୍ତ କୁ ମୋତି ଭଳି ଧଳା କରି ପାରିବେ। ଆଜି କାଲି ର ବ୍ୟସ୍ତବହୁଲ ଜୀବନ ଯାପନ ରେ ବହୁତ ଲୋକ ତାଙ୍କର ଦାନ୍ତର ଯତ୍ନ ନେବା ଭୁଲି ଯାଉ ଛନ୍ତି। ଏହା ଦ୍ୱାରା ତାଙ୍କର ଦାନ୍ତ ଜମା ବି ସଫା ହେଇ ପାରୁ ନାହିଁ। ଆଉ ଅଧିକାଂଶ ଲୋକ ଗୁଟ୍ଖା , ପାନ ତଥା ସିଗାରେଟ ର ସେବନ କରୁ ଛନ୍ତି। ଏହି ସମସ୍ତ ପଦାର୍ଥ ର ସେବନ ଦ୍ୱାରା ତାହା ଆମ ଦାନ୍ତ ଉପରେ ଏକ ସ୍ତର ବନେଇ ଦଉଛି ଆଉ ତାହାକୁ ଆମେ ସଫା କରିବାରେ ଅସଫଳ ହେଉଛୁ।

ଆମେ ଯେତେବେଳେ ନିଜର ସେହି ମଇଳା ଦାନ୍ତ ସହ କାହାରି ସାମ୍ନାରେ କଥା ବାର୍ତା କରୁଛୁ ଅଥବା କାହାକୁ ହସ ମୁଖ ଦେଖାଉଛୁ ତ ତାହା ଦ୍ୱାରା ଆମ ବାବଦରେ ସେହି ଲୋକ ଜଣକ କଣ ଭାବି ଦେଉଛି ଯାହା କି ଆମର ଆତ୍ମସମ୍ମାନ କୁ କମେଇ ଦେଇଛି। ମାତ୍ର ଆଜି ଆମେ ଆପଣଙ୍କ ପାଖକୁ ଏକ ଏପରି ଉପାୟ ନେଇକି ଆସିଛୁ ଯାହାର ବ୍ୟବହାର ଦ୍ୱାରା ଆପଣ ନା ତ କେବଳ ନିଜର ଦାନ୍ତ କୁ ମୋତି ଭଳି ଧଳା କରିପାରିବେ ବରଂ ଆପଣ ତାହା ଦ୍ୱାରା ଆପଣଙ୍କ ଦାନ୍ତରେ ହେଉଥିବା କିଛି ସମସ୍ୟା ଯେପରି କି ଦାନ୍ତ ରେ ଯନ୍ତ୍ରଣା, ଦାନ୍ତ ହଳିବା ଇତ୍ୟାଦି କୁ ଦୂର କରି ପାରିବେ। ତ ଚାଲନ୍ତୁ ଆରମ୍ଭ କରିବା ଏହି ଖାସ ଉପାୟ।

ଆପଣ ସର୍ବପ୍ରଥମେ ଯାହା ଦରକାର ତାହା ନିଅନ୍ତୁ। ଆମର ଏହି ଉପାୟ ପାଇଁ ଗାଜର ବହୁତ ଦରକାର। ପ୍ରଥମେ ଆପଣ ଏକ କାଚ ପାତ୍ର ରେ ଅଧା କଟା ଲେମ୍ବୁ ଚିପୁଡି ଦିଅନ୍ତୁ। ଲେମ୍ବୁ ରେ ସାଇତ୍ରିକ ଏସିଡ ଥାଏ ଯାହା କି ଆମ ଦାନ୍ତ ର ହଳଦିଆ ଅଂଶ ଦୂର କରିବା ପାଇଁ ବହୁତ ଉପଯୋଗୀ ହେଇ ଥାଏ। ଆପଣ ସେହି ଲେମ୍ବୁ କୁ ଚିପୁଡ଼ିବା ପରେ ତା ଭିତର ର ମଞ୍ଜି ବାହାର କରନ୍ତୁ ଆଉ ତାର ରସ କୁ ରଖନ୍ତୁ।
ତା ପରେ ଆପଣ ସେଥିରେ ଅଳ୍ପ ବେକିଂ ଶୋଢା ନିଅନ୍ତୁ ଆଉ ସେତିକି ହି ମାତ୍ରା ରେ ଆପଣ ହଳଦୀ ନିଅନ୍ତୁ। ତା ପରେ ଆପଣ ସେଥିରେ ଗାଜର ନିଅନ୍ତୁ ଅଳ୍ପ ମାତ୍ରେ ଆଉ ତାକୁ ଭଲ ଭାବେ ପେଷି ନିଅନ୍ତୁ।

ଅଳ୍ପ ମାତ୍ରା ରେ ପେଶା ଯାଇଥିବା ଗାଜର ଆଣି ଆପଣ ସେହି ମିଶ୍ରଣ ରେ ମିଶାନ୍ତୁ ଆଉ ତା ପରେ ଆପଣ ତାକୁ ଭଲ ଭାବେ ଗୋଳାନ୍ତୁ। ଗୋଳେଇବା ପରେ ଆପଣ ସେହି ମିଶ୍ରଣ ରୁ କିଛି ନିଜ ବ୍ରସ ରେ ନେଇକି ନିଜ ଦାନ୍ତ ରେ ଲଗାନ୍ତୁ ଆଉ ଭଲ ଭାବେ ବ୍ରସ କରନ୍ତୁ। ତା ପରେ ଆପଣ ଏହାର ପ୍ରଭାବ ଦେଖି ପାରିବେ।

Leave a Reply

Your email address will not be published. Required fields are marked *